ରାମାୟଣକୁ ନେଇ ଫିଲ୍ମ କରିବାକୁ ବାହୁବଳୀର ନିର୍ଦ୍ଦେଶକଙ୍କ ଉପରେ ଚାପ, ଲଗାତାର ଟ୍ୱିଟ କରୁଛନ୍ତି ଫ୍ୟାନ
ନିକଟରେ ପୌରାଣିକ ଧାରାବାହିକ ରାମାୟଣର ପ୍ରସାରଣ ଶେଷ ହୋଇଛି। ଚଳିତ ଥର ରାମାୟଣ ଅନେକ ରେକର୍ଡ କରିଛି। ରିପୋର୍ଟ ମୁତାବକ ଏପ୍ରିଲ ୧୬ ତାରିଖରେ ପ୍ରସାରିତ ହୋଇଥିବା ଏପିସୋଡ଼କୁ ବିଶ୍ୱରେ ସବୁଠୁ ଅଧିକ ଦେଖିଛନ୍ତି। ତେବେ ନିକଟରେ ବାହୁବଳୀ ଫିଲ୍ମ ସିରିଜର ନିର୍ଦ୍ଦେଶକ ଏସ ଏସ ରାଜମୌଲି ସୋସିଆଲ…