‘ଏକ ଦେଶ- ଏକ ନିର୍ବାଚନ ’ ନେଇ କେନ୍ଦ୍ରର ବଡ ନିଷ୍ପତ୍ତି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠନ…
ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆସିବ ‘ଏକ ଦେଶ- ଏକ ନିର୍ବାଚନ’। ଏଥିପାଇଁ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଛନ୍ତି । ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ଏହି ସାମ୍ଭାବ୍ୟ ବିଲର ସମସ୍ତ ଦିଗ ଉପରେ ବିଚାର କରି ଲୋକମାନଙ୍କ ମତାମତ ନେବେ।…