ରାଜୁକୁ ଧରି ଓଡ଼ିଶା ଫେରୁଛି କମିଶନରେଟ ପୋଲିସ, ୪ର୍ଥ ଦିନରେ ପୁଣି ଜେରା ପରେ କାଲି କୋର୍ଟରେ ହାଜର ହେବ
ରାଞ୍ଚିରେ ମାରାଥନ ଜେରା ପରେ ରାଜୁକୁ ଧରି ଓଡ଼ିଶା ଫେରୁଛି କମିଶନରେଟ ପୋଲିସ । ଆଜି ୪ର୍ଥ ଦିନରେ ପୁଣି ଜେରା ପରେ କାଲି କୋର୍ଟରେ ହାଜର ହେବ ରାଜୁ । ଆହୁରି ଅଧିକ ତଥ୍ୟ ହାସଲ ପାଇଁ ପୁଣି ରାଜୁକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଗତକାଲି ରାଞ୍ଚିରୁ ୫ଟି ସିମବକ୍ସ ଓ ୩୦୦ରୁ ଅଧିକ…