ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମରେ ଏଣ୍ଟ୍ରି ମାରିଲେ ରଶ୍ମିକା ମନ୍ଦାନା, ଏହି ଅଭିନେତ୍ରୀଙ୍କୁ କଲେ ରିପ୍ଲେସ୍
ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ର ପୁଷ୍ପା ଫେମ୍ ରଶ୍ମିକା ମନ୍ଦାନା ଏଣ୍ଟ୍ରି କରିଛନ୍ତି। ଏହି ଫିଲ୍ମରେ ଗତ କିଛିଦିନ ତଳେ ପରିଣୀତି ଚୋପ୍ରା ଏଣ୍ଟ୍ରି କରିଥିଲେ। କିନ୍ତୁ ଇମତିଆଜ ଅଲ୍ଲୀଙ୍କ ଫିଲ୍ମ ଚମକିଲା ଯୋଗୁଁ ପରୀ ଏହି ଫିଲ୍ମ ଛାଡିଛନ୍ତି। ଏହି ଦୁଇଟି ଯାକ ଫିଲ୍ମ…