Browsing Tag

reliance jio

Jio ଆଣିଲା ଜବରଦସ୍ତ ଅଫର୍‌! ୧୫ ଦିନ ପର୍ଯ୍ୟନ୍ତ ଦେଉଛି ମାଗଣା ଇଣ୍ଟରନେଟ୍‌; ଜାଣନ୍ତୁ ସୁବିଧା…

ସ୍ୱାଧାନତାର ୭୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ Reliance Jio ୩ ନିଆରା ପଦକ୍ଷେପ ଗ୍ରହଣ କରି ‘ଜିଓ ଇଣ୍ଡିପେଣ୍ଡେନ୍ସ ଡେ’ ଅଫର ଘୋଷଣା କରିଛି। ଏହା ଭାରତୀୟମାନଙ୍କ ପାଇଁ ଜିଓ ଡିଜିଟାଲ ଲାଇଫ୍‌ର ନୂଆ ରୋମାଞ୍ଚକର ଲାଭ ନେଇକି ଆସିଛି। ନିଆରା ପଦକ୍ଷେପଗୁଡ଼ିକ ମଧ୍ୟରେ ୨୯୯୯ ଟଙ୍କାର…

ଆକାଶ ଅମ୍ବାନୀ ହେଲେ JIOର ନୂଆ ଚେୟାରମ୍ୟାନ, ଡାଇରେକ୍ଟର ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ

ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ଏଥି ସହିତ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ନିଯୁକ୍ତ କରାଯାଇଛି। ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (Reliance Jio Infocom Ltd) ମଙ୍ଗଳବାର ଏ ନେଇ ସୂଚନା ଦେଇଛି। ଏହି ନିଯୁକ୍ତିକୁ ନୂଆ…

ଆରମ୍ଭ ହେଲା ଜିଓର Exchange To Upgrade ଅଫର, କମଟଙ୍କାରେ କିଣନ୍ତୁ ସ୍ମାର୍ଟ Jio Phone Nexts

ଜିଓ ତାର ଗ୍ରାହକଙ୍କୁ ଖୁସି କରିବା ପାଇଁ ପୁଣି ଏକ ଅଫର ନେଇ ଆସିଛି। ଏଥର ରିଲାଏନ୍ସ ରିଟେଲ ଜିଓଫୋନ ନେକ୍ସଟ ପାଇଁ ଲିମିଟେଡ ଅଫର ପିରିୟଡ ବହାର କରିଛି। ଏବେ ଗ୍ରାହକ ନିଜ 4G ଫିଚରଫୋନ କିମ୍ବା ସ୍ମାର୍ଟଫୋନ କୁ କେବଳ ୪୪୯୯ ଟଙ୍କାରେ ଏକଦମ ନୂଆ ଜିଓ ଫୋନ ନେକ୍ସଟ୍‌ ସହ ବଦଳାଇପାରିବେ। ଯେଉଁ…

Airtelଠାରୁ ୬୦ ଟଙ୍କା ଶସ୍ତା Jioର ଏହି ପ୍ଲାନ…! କିନ୍ତୁ ଫାଇଦା ଉଭୟଙ୍କ ସମାନ; ଜାଣନ୍ତୁ କ’ଣ ସବୁ ମିଳୁଛି

ଭାରତୀ ଏୟାରଟେଲ ଓ ରିଲାଏନ୍ସ ଜିଓ ଦୁଇ ଜଣ ହିଁ ନିଜ ୟୁଜରମାନଙ୍କୁ 1GB ଡେଲି ଡାଟା ପ୍ରିପେଡ୍‌ ପ୍ଲାନ ଅଫର୍‌ କରୁଛନ୍ତି। ଏହି ପ୍ଲାନ ସେହି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯାହାଙ୍କ ପାଖରେ ଅଧିକ ଡାଟା ୟୁସେଜ୍‌ ନ ଥାଏ। ଏହି ଦୁଇଟି କମ୍ପାନୀ ନିଜ ଗ୍ରାହକମାନଙ୍କ ଠାରୁ ପର୍ଯ୍ୟାପ୍ତ ଆୟ କରିବା…

ଜିଓର ୩୬୫ ଦିନିଆ ଧମାକାଦାର ପ୍ଳାନ୍! ପ୍ରତିଦିନ ୨.୫ ଜିବି ଡାଟା ସହିତ Disney+ Hotstar ମାଗଣା

ନୂଆଦିଲ୍ଲୀ : ଏଇ କିଛି ମାସ ପୂର୍ବରୁ, ଟେଲିକମ୍ କମ୍ପାନୀ ଗୁଡିକ ସେମାନଙ୍କର ଯୋଜନା ଗୁଡିକର ମୂଲ୍ୟ ବୃଦ୍ଧି କରିଛନ୍ତି । ଏଭଳି ପରିସ୍ଥିତିରେ ଉପଭୋକ୍ତାମାନେ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପଭୋକ୍ତାମାନଙ୍କୁ ପ୍ରତି ମାସରେ ଅତି କମରେ ୨୫୦ ଟଙ୍କା ରିଚାର୍ଜ କରିବାକୁ ପଡିବ। ଯେଉଁଥିରେ…

Jio ୟୁଜରଙ୍କ ପାଇଁ ଭଲ ଖବର ! ଏବେ ଆପେ ଆପେ ହୋଇଯିବ ସବୁ ରିଚାର୍ଜ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ( Jio) ଓ ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI ) ଦୂରସଂଚାର କମ୍ପାନି ପାଇଁ ୟୁପିଆଇ ଓଟିପି ର ଘୋଷଣା କରିଛି । ସମସ୍ତ କୋଟି କୋଟି ଜିଓ ୟୁଜର୍ସ ବିନା ଅସୁବିଧାରେ ଅଟୋମେଟିକ ରିଚାର୍ଜ ପାଇଁ UPI AUTOPAY ର ଲାଭ ଉଠାଇ ପାରିବେ । ଏବେ ଜିଓ ୟୁଜର…

Disney +Hotstar ଦେଉଥିବା ଶସ୍ତା ପ୍ଲାନ୍‌ ଆଣିଲା ଜିଓ, ଅନଲିମିଟେଡ୍‌ କଲ୍‌ ସହିତ ପ୍ରତିଦିନ ମିଳିବ ୨ ଜିବି ଡାଟା

ଟାରିଫ ପ୍ଲାନ୍‌ ବୃଦ୍ଧି ପାଇବା ପରେ ରିଲାଏନ୍ସ ଜିଓ କେତେକ ନୂଆ ପ୍ଲାନ୍‌ ଆଣିଥିବା ବେଳେ ଆଉ କେତେକ ପୁରୁଣା ପ୍ଲାନ୍‌କୁ ହଟାଇଦେଇଥିଲା। ଗ୍ରାହକଙ୍କୁ ମହଙ୍ଗା ପ୍ଲାନ ସବୁ ଦେବା ପରେ ଜିଓ ପୁଣି ଥରେ ଅଧିକ ଇଣ୍ଟରନେଟ ଦେଉଥିବା ପ୍ଲାନକୁ ଫେରାଇଆଣିଛି। ଟେଲିକମ୍‌ ଟକ୍‌ ରିପୋର୍ଟ ମୁତାବକ, ଜିଓ…

jioର ନୂଆବର୍ଷ ଭେଟି: ଥରେ ରିଚାର୍ଜ କରନ୍ତୁ ,ବର୍ଷ ସାରା ଏହି ସବୁ ସୁବିଧାର ଲାଭ ଉଠାନ୍ତୁ

ଆସୁଛି ନୂଆ ବର୍ଷ । ସେଲିବ୍ରେସନ ପୂର୍ବରୁ Jio ତାର ଗ୍ରାହକ ମାନଙ୍କ ପାଇଁ ଚମତ୍କାର ଉପହାର ନେଇଆସୁଛି । jio ଏହାର ଗ୍ରାହକମାନଙ୍କ ପାଇଁ ଏକ ନୂଆ ପ୍ରିପେଡ୍ ଯୋଜନା ଆରମ୍ଭ କରିଛି । ନୂତନ ଭାବେ ଉପସ୍ଥାପିତ ପ୍ରିପେଡ୍ ଯୋଜନାକୁ Jio Happy New Year ୨୦୨୨ ଅଫର୍ କୁହାଯାଉଛି । ଏହି ପ୍ଲାନରେ…

ଆଉ ଏକ ଶସ୍ତା ପ୍ଲାନ୍‌ ଲଞ୍ଚ କଲା ଜିଓ, ମିଳୁଛି ଅନଲିମିଟେଡ୍‌ ଭଏସ୍‌ କଲ ସହିତ ଜବରଦସ୍ତ ଡାଟା

ନଭେମ୍ବର ପହିଲାରୁ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ନିଜର ପ୍ରିପେଡ ପ୍ଲାନ୍‌ର ଦାମ୍‌ ବଢାଇଦେଇଥିଲେ। ତେଣୁ ଗ୍ରାହକ ଅନ୍ୟ ଟେଲିକମ୍‌ କମ୍ପାନୀକୁ ସିମ୍‌କୁ ପୋର୍ଟାବେଲ୍‌ କରିବାକୁ ବାଧ୍ୟ ହେଉଥିଲେ। ଆଉ ଏବେ କମ୍ପାନୀ ନିଜ ଗ୍ରାହକଙ୍କୁ ଖୁସିରେ ରଖିବା ପାଇଁ କମ୍‌ ବଜେଟରେ ନୂଆ ପ୍ଲାନ…

Jio ୟୁଜର୍ସଙ୍କ ବଡ଼ ଝଟକା ! କମ୍ପାନୀ ବନ୍ଦ କଲା ୪ଟି ଦମଦାର ପ୍ରିପେଡ ପ୍ଲାନ୍‌

ଦିନକୁ ଦିନ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଗ୍ରାହକଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଆର୍ଥିକ ଭାବେ ସାଧାରଣ ଜନତାଙ୍କ ପକେଟ ଉପରେ ବେଶ୍‌ ପ୍ରଭାବ ପଡିଛି। ପେଟ୍ରୋଲ, ଗ୍ୟାସ, ସିଏନଜି, ପନିପରିବା ଏବଂ ରିଚାର୍ଜ ପ୍ଲାନ ସବୁ ମହଙ୍ଗା ହେବାରେ ଲାଗିଛି। ଗ୍ୟାସ, ପେଟ୍ରୋଲ ସବୁ ପୂର୍ବରୁ ବଢିଥିବା ବେଳେ…

ଜିଓର ଶସ୍ତା ପ୍ଲାନ, ୭୫ ଜିବି ଇଣ୍ଟରନେଟ ସହିତ Netflix-Amazon Primeର ମିଳୁଛି ଫ୍ରି ସବସ୍କ୍ରିପସନ

ଜିଓ ନିଜ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ପୂଆ ପ୍ଲାନ ଆଣୁଛି। ଶସ୍ତାରେ ଅଧିକ ବେନିଫିଟ ଦେଉଛି ଜିଓ। ଜିଓ ପାଖରେ ପ୍ରିପେଡ ବ୍ଯତୀତ ପୋଷ୍ଟପେଡ ପାଇଁ ମଧ୍ୟ ଗଜବ ପ୍ଲାନ୍ସ ରହିଛି। ଜିଓର ଶସ୍ତା ପ୍ଲାନରେ ୭୫ ଜିବି ଡାଟା ସହିତ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମର ଫ୍ରି ସବସ୍କ୍ରିପସନ ମିଳୁଛି।…

ଜିଓ ଫୋନ ୟୁଜର୍ସଙ୍କ ପାଇଁ ଲଞ୍ଚ ହେଲା ୭୫ ଟଙ୍କିଆ ପ୍ଲାନ, ମିଳିବ ୩ ଜିବି ଡାଟା ଆଉ ବହୁତ କିଛି ଫାଇଦା

ରିଲାଏନ୍ସ ଜିଓ ଜିଓ ଫୋନ ୟୁଜର୍ସଙ୍କ ପାଇଁ ନୂଆ ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଏହି ନୂଆ ପ୍ଲାନ ୭୫ ଟଙ୍କିଆ ପ୍ଲାନ। ଏହି ନୂଆ ରିଜାର୍ଚ ପ୍ଲାନର ଘୋଷଣା ୩୯ ଏବଂ ୬୯ ଟଙ୍କିଆ ପ୍ଲାନ ବନ୍ଦ ପରେ ଘୋଷଣା କରାଯାଇଛି। ଏହି ଦୁଇଟି ପ୍ଲାନକୁ ଜିଓ ଆପରୁ ହଟାଇଦିଆଯାଇଛି। ଜିଓର ନୂଆ ୭୫ ଟଙ୍କିଆ…