Browsing Tag

rescued

ଆହତ ସାପକୁ ଉଦ୍ଧାର କରି ଚିକିତ୍ସା କରାଇଲେ ପୋଲିସ ବାବୁ

ସୁବର୍ଣ୍ଣପୁର (କେନ୍ୟୁଜ): ଏବେ ବି ବଞ୍ଚିଛି ମାନବିକତା । ଆହତ ସାପକୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି ଜଣେ ପୋଲିସ ବାବୁ । ଘଟଣାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ଶଙ୍କରା ଗାଁର ଏକ ପୋଖରୀରେ ମାଛ ଧରିବା ପାଇଁ ବିଛା ଯାଇଥିବା ଜାଲରେ ପଡିଯାଇଥିଲା ଏକ ବିରଳ ରଣା ସାପ । ଏହି ସାପଟିକୁ…

ରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର ହେଲେ ୪୨ ଦାଦନ ଶ୍ରମିକ, ଜଣେ ଅଟକ

ବଲାଙ୍ଗିର (କେନ୍ୟୁଜ): ଉଦ୍ଧାର ହେଲେ ୪୨ ଦାଦନ ଶ୍ରମିକ । ଜଣେ ସର୍ଦ୍ଦାର ଅଟକ । ବଲାଙ୍ଗିର ଜିଲ୍ଲାରୁ ୪୨ ଜଣ ଶ୍ରମିକଙ୍କୁ ବାହାର ଅଞ୍ଚଳକୁ ଚାଲାଣ ପାଇଁ ଅଣାଯାଇଥିଲା । କଣ୍ଟାବାଞ୍ଜି ପୋଲିସ ପାଟ୍ରୋଲିଂ କରୁଥବା ବେଳେ ଶ୍ରମିକ ମାନେ ୩ଟି ବୋଲେରୋ ଯୋଗେ ଷ୍ଟେସନ୍‌ ଯାଉଥିବା ଜାଣିବାକୁ…

ଉଦ୍ଧାର ହେଲେ ଅପହୃତ ବିବାହିତ ମହିଳା, ୫ଜଣଙ୍କୁ ଗିରଫ ସହ ପିସ୍ତଲ ଜବତ କଲା ହଣ୍ଡପା ପୋଲିସ୍

ଆଠମଲ୍ଲିକ(କେନ୍ଯୁଜ୍): ଉଦ୍ଧାର ହେଲେ ଅପହୃତ ବିବାହିତ ମହିଳା । ଘଟଣାରେ ୫ଜଣଙ୍କୁ ଗିରଫ ସହ ପିସ୍ତଲ ଜବତ କରିଛି ହଣ୍ଡପା ପୋଲିସ । ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପିସ୍ତଲ ଦେଖାଇ ଅପହରଣ କରାଯାଇଥିଲା । ସୂଚନା ଅନୁଯାୟୀ, ଅଭିଯୁକ୍ତ ମଦନ ପ୍ରଧାନ ନାଗାଝରଣ ଗାଁରେ…

ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀଙ୍କ ମହାନତା, ଅସହାୟ ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଣିଲେ ସୁରକ୍ଷିତ ସ୍ଥାନକୁ

ରାଜନଗର: ତୁହାକୁ ତୁହା ବର୍ଷା ସାଙ୍ଗକୁ କାଦୁଅ ପଚ ପଚ ରାସ୍ତା। ରାସ୍ତା ଘାଟ ବିଲ ବାଡି ସବୁଠି ପାଣି ଭର୍ତ୍ତି। ଏଭଳି ମୁହୂର୍ତ୍ତରେ ଫସି ରହିଥିବା ଜଣେ ଅସହାୟ ବୃଦ୍ଧାଜଣଙ୍କୁ ଉଦ୍ଧାର କରିଛନ୍ତି ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ। କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ୟାସ୍ ର ପ୍ରଭାବ ଆରମ୍ଭ…

ଅପହରଣର ୩୬ଘଣ୍ଟା ପରେ ଭୁବନେଶ୍ୱରରୁ ଉଦ୍ଧାର ହେଲେ ସୁନା ବ୍ଯବସାୟୀ

ସୋର : ସୋରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର। ୩୬ଘଣ୍ଟା ପରେ ଭୁବନେଶ୍ୱରରୁ ଉଦ୍ଧାର କରିଛି ସୋର ପୋଲିସ। ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚାଲୁଛି। ସୋର ଥାନା ଆଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକ ସୋର କୁପାରୀ ରାସ୍ତା ବେଲଦା ଛକରେ ଶୁଭମ୍‌ ଜୁଏଲାରି ନାମକ ଏକ ଗହଣା…

ମୟୂରଭଞ୍ଜ ଉଦଳା ବସଷ୍ଟାଣ୍ଡରୁ ୪ଶିଶୁ ଶ୍ରମିକ ଉଦ୍ଧାର, ୨ମହିଳାଙ୍କ ସମେତ କାର୍ ଚାଳକ ଅଟକ

ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳା ବସଷ୍ଟାଣ୍ଡରେ ୪ଶିଶୁ ଶ୍ରମିକ ଉଦ୍ଧାର । ଶିଶୁ ଚାଲାଣ ଅଭିଯୋଗରେ ୨ମହିଳାଙ୍କ ସମେତ ଏକ କାର ଏବଂ କାର ଚାଳକକୁଙ୍କୁ ଥାନାରେ ଅଟକ ରଖାଯାଇଛି । ଶିଶୁ ଶ୍ରମିକଙ୍କୁ ର୍ତିତୋଲ ଅଂଚଳର ଇଟାଭାଟିକୁ ନିଆଯାଉଥିବା ଜଣାପଡିଛି । ଉଦ୍ଧାର ଶିଶୁ ଶ୍ରମିକଙ୍କ ମଧ୍ୟରେ ୩ ଜଣ…

ଘର ଭିତରେ ଥିବା ଟେବୁଲ୍ ତଳେ ଲୁଚି ରହିଥିବା ବିରାଟ ଅହିରାଜକୁ ଉଦ୍ଧାର କଲା ବନ ବିଭାଗ, ଥରେ ନଜର ପକାନ୍ତୁ ଏହି…

ଉତ୍ତରପ୍ରଦେଶ: ଘର ଭିତରୁ ଉଦ୍ଧାର ହେଲା ବିରାଟ ଅହିରାଜ । ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ନୈନିତାଲରେ ଜଣଙ୍କ ଘରୁ ଏହି ବିଷାକ୍ତ ଅହିରାଜ ସାପକୁ ବନ ବିଭାଗର ରାପିଡ୍ ରେସପନ୍ସ ଟିନ୍ ଉଦ୍ଧାର କରୁଥିବା ଦେଖିବାକୁ…

କେନ୍ଦୁଝର: ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

କେନ୍ଦୁଝର : ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । କେନ୍ଦୁଝର ଶିଲୁଆ ଗାଁ ନିକଟସ୍ଥ ଆମ୍ବ ତୋଟାର ଏକ ବୁଦା ମୂଳରୁ ଶିଶୁଟକୁ ଉଦ୍ଧାର କରାଯାଇଛି । ଆଜି ସକାଳୁ ସକାଳୁ ନବଜାତଟିର କାନ୍ଦ ଶୁଣି ଗାଁଲୋକେ ଉଦ୍ଧାର କରିଥିଲେ । ଏହାପରେ ସ୍ଥାନୀୟ କିଛି ଯୁବକ ଶିଶୁପୁତ୍ରକୁ ଜିଲ୍ଲା ମୁଖ୍ୟ…

ବ୍ରହ୍ମପୁର: ମୋବାଇଲ ଟାଓ୍ଵାରରେ ଫସିଥିଲା ହନୁ, ଅଦମ୍ୟ ସାହାସ ଦେଖାଇ ଦୁଇଘଣ୍ଟାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବ୍ରହ୍ମପୁର(କେନ୍ୟୁଜ୍): ମୋବାଇଲ ଟାଓ୍ଵାର ଉପରେ ଫସିଥିଲା ହନୁମାଙ୍କଡ। ଦୁଇ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହେଲା। ଗତକାଲିଠାରୁ ବ୍ରହ୍ମପୁର ଲୁଚାପଡ଼ା ଜୟମା ମଙ୍ଗଳା ନଗର ସାହିରେ ୮୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୋବାଇଲ ଟାଓ୍ଵାର ଉପରକୁ ଚଢି ଯାଇଥିଲା ହନୁମାଙ୍କଡ଼। କିନ୍ତୁ ଓହ୍ଲାଇ ପାରି ନଥିଲା।…

ଏଲନ୍ ମସ୍କଙ୍କ ମିନି ସବମେରିନ୍: ଥାଇଲାଣ୍ଡ ଅନ୍ଧାରୀ ଗୁମ୍ଫାରୁ କରିବ ଉଦ୍ଧାର

ଅନ୍ଧାରୀ ଗୁମ୍ଫାରୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଏକ ମିନି ସବମେରିନ୍ ବା ବୁଡ଼ା ଜାହାଜ ଦେଇଛନ୍ତି ଏଲନ୍ ମସ୍କ। ଆମେରିକାର ସ୍ପେସ୍ ଏଣ୍ଟରପ୍ରିନୁୟର ମସ୍କ ଗତକାଲି ସେହି ଜଳପୂର୍ଣ୍ଣ ଗୁମ୍ଫାରେ ପଶିଥିଲେ ବୋଲି ନିଜ ସୂଚନା ଦେଇଛନ୍ତି। ବାକି ପିଲାଙ୍କୁ ଉଦ୍ଧାର କରିବା ଲାଗି ଏକ କ୍ଷୁଦ୍ର…

ଶିଶୁ ସୁରକ୍ଷା ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ବର : ଶିଶୁ ସୁରକ୍ଷା ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର । ଭୁବନେଶ୍ୱର ରେଳ ଷ୍ଟେସନରୁ ଏହି ଶିଶୁଙ୍କୁ ଚାଇଲ୍ଟ ଲାଇନ୍‌ ଉଦ୍ଧାର କରିଛି । ତାଙ୍କୁ ଭୁବନେଶ୍ୱରରୁ ଅନୁଗୁଳ ନିଆଯାଉଥିଲା । ଶିଶୁ ସୁରକ୍ଷା ଅଫିସର ଜଣଙ୍କ ହେଲେ ଅନୁଗୁଳ ଡିସିପିଓ ଅନୁରାଧା ନାୟକ । ଉଦ୍ଧାର ଶିଶୁ…