Browsing Tag

research

ଦୁନିଆର ବିଷାକ୍ତ ଜୀବ, ଯାହା କେଇ ମିିନିଟ ରେ ଖାଇଯାଏ ମଣିଷର ବ୍ରେନ, ୯୭%ରୋଗୀଙ୍କର ହୋଇଯାଏ ମୃତ୍ୟୁ

ଦୁନିଆରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଭରି ରହିଛନ୍ତି। ଯେଉଁମାନଙ୍କ ଭିତରୁ କିଛି ବିଷାକ୍ତ ଓ ବିପଦଜନକ ହୋଇଥାନ୍ତି। ଏଭଳି ଜୀବ ମାନଙ୍କ ଭିତରୁ କିଛି ଏମିତି ବି ଅଛନ୍ତି ଯେଉଁମାନେ କାମୁଡ଼ିବା ଦ୍ୱାରା ମାତ୍ର କେଇ ମିନିଟରେ ମଣିଷର ଜୀବନ ଚାଲିଯାଏ। ଅନେକ ଜୀବଙ୍କୁ ମଣିଷ ଖାଲି ଆଖିରେ…

ଚନ୍ଦ୍ରର ମାଟିରୁ ଅକ୍ସିଜେନ ଓ ଇନ୍ଧନ ପ୍ରସ୍ତୁତ କରିବ ଚୀନ !

ପ୍ରତିଦିନ କିଛି ନା କିଛି ସମ୍ଭାବନା ଉଦ୍ଭାବନା ସାମନାକୁ ଆସୁଛି । ଆଉ ଏହାରି ଭିତରେ ଆଉ ଏକ କଥା ସାମନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆପଣ ଜାଣନ୍ତି ପ୍ରତି ସମୟରେ ଚୀନ ଏଭଳି କିଛି କହିଥାଏ ଯାହା ଅନ୍ୟଦେଶ ଗୁଡିକୁ ଭାବିବାକୁ ବାଧ୍ୟ କରେ । ସେମିତି ଏକ କଥା କହିଛି ଚୀନ । ଏବେ…

ନିଜ ପାର୍ଟନରଙ୍କୁ କାର ଏବଂ ପବରେ ସବୁଠାରୁ ଅଧିକ I love you କହିଥାନ୍ତି ପୁରୁଷ, ରିସର୍ଚ୍ଚରୁ ହେଲା ଖୁଲାସା

ପ୍ରେମ କରୁଥିବା ଲୋକଙ୍କ ପାଇଁ ଆଇ ଲଭ ୟୁ ବହୁତ ଖାସ ଶବ୍ଦ ହୋଇଥାଏ। କିନ୍ତୁ କ'ଣ ଆପଣଙ୍କୁ ଜଣାଅଛି, ଜଣେ ପୁରୁଷ ନିଜ ପାର୍ଟନରଙ୍କୁ ଆଇ ଲଭ ୟୁ କହିବାରେ କେଉଁ ଜାଗାରେ ଅଧିକ ଆରାମଦାୟକ ଅନୁଭବ କରିଥାଏ? ଏହି କଥାର ଖୁଲାସା ଏକ ଅଧ୍ୟୟନରେ ହୋଇଛି। ରିପୋର୍ଟ ଅନୁସାରେ, ୨୦୦୦ ଲୋକଙ୍କୁ ନେଇ…

ବିଶେଷଜ୍ଞଙ୍କ ଖୁଲାସା: ଅଧିକ ବେଗରେ ଚାଲିଲେ ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିପାରିବ ମଣିଷ !

ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି? ଯଦି ଆପଣ ଦ୍ରୁତ ଗତିରେ ୱାକ କରନ୍ତି, ତା'ହେଲେ ଆପଣ ନା କେବଳ ସୁସ୍ଥ ରହିବେ, ବରଂ ଏହାଦ୍ୱାରା ଆପଣଙ୍କ ବୟସ ମଧ୍ୟ ଲମ୍ବା ହୋଇଯିବ। ବିଶେଷଜ୍ଞଙ୍କ ମୁତାବକ, ଜୋରରେ ଚାଲିବା ଦ୍ୱାରା ହୃଦୟ ଜନିତ ରୋଗରେ…

ସାମ୍ନାକୁ ଆସିଲା ନୂଆ ତଥ୍ୟ, କବାଟ ହ୍ୟାଣ୍ଡେଲ ଛୁଇଁଲେ କିମ୍ବା ଲିଫ୍ଟ ବଟନ ଦବାଇଲେ ବ୍ୟାପି ନ ଥାଏ କରୋନା !

କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଛି। କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ମାସ୍କ, ସାନିଟାଇଜର ଏବଂ ହ୍ୟାଣ୍ଡ ଗ୍ଲୋଭସ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ଏପରିକି, ଘର କବାଟର ହ୍ୟାଣ୍ଡେଲ ଏବଂ ଲିଫ୍ଟ ବଟନ ଦବାଇବା ସମୟରେ ସାବଧାନତା ଅବଲମ୍ବନ କରିବାକୁ…

ଏବେ ଛୁଞ୍ଚିଫୋଡି ନୁହେଁ ନଡିଆରୁ ମଧ୍ୟ ଜାଣିହେବ ବ୍ଲଡଗ୍ରୁପ: ରିସର୍ଚ୍ଚ

ଆପଣ ଜ୍ୟୋତିଷ ଏବଂ ତା’ ପାଖରେ ଥିବା ପିଞ୍ଜରାରେ ଥିବା ଶୁଆ ଭବିଷ୍ୟ କହୁଥିବା ଆପଣ ନିଶ୍ଚିତ ଜାଣିଥିବେ। କିନ୍ତୁ ନଡିଆ ଆପଣଙ୍କ ଭବିଷ୍ୟ କହିବ ତାହା ଆପଣ କେବେ ବି ଜାଣିନଥିବେ କିମ୍ବା ଶୁଣିନଥିବେ। ସାଧାରଣତଃ ନଡିଆକୁ ଆମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ହେଉ କିମ୍ବା ଘରେ ପିଠାପଣା…

ଅନ୍ତରୀକ୍ଷକୁ ଯିବାପରେ ମହାକାଶଚାରୀଙ୍କ ଶରୀରରେ ଦେଖାଦିଏ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ

ଅନ୍ତରୀକ୍ଷ ବିଷୟରେ କହିଲେ ନୀଳ ଆକାଶ, କଳା ବାଦଲ, ତାରା ଜହ୍ନ ଠାରୁ ଅଧିକ ବୋଧହୁଏ ଆମେ ଆଉକିଛି ଜାଣିନାହୁଁ । ସାଧାରଣତଃ ବୈଜ୍ଞାନିକ ଓ ଗବେଷକମାନେ ରିସର୍ଚ୍ଚ କରୁଥିବା ଅନ୍ତରୀକ୍ଷ ବିଷୟରେ ଅନେକ ଆଶ୍ଚର୍ଯ୍ୟକର କଥା ଶୁଣିବାକୁ ମିଳିଥାଏ । ଯାହାକୁ ଭେଦ କରିବା ସାଧାରଣ ମଣିଷ ପାଖେ ସମ୍ଭବ…

୬୨ ବର୍ଷ ପୁର୍ବେ ସିଗାରେଟକୁ ନେଇ ଆସିଥିଲା ଏକ ସଂଘାତିକ ତଥ୍ୟ, ଜାଣନ୍ତୁ ସେହି ବିଷୟରେ

ନୂଆଦିଲ୍ଲୀ: ‘ସିଗାରେଟ  ସ୍ମୋକିଙ୍ଗ ଇଜ ଇଂଜରିୟସ ଟୁ ହେଲଥ୍’ ଏହି ସଚେତନ ବାର୍ତ୍ତାଟି  ସବୁ ସିଗାରେଟ ଖୋଳ ଉପରେ ଲେଖାଥାଇ ମଧ୍ୟ ଏହାର ଅଭ୍ୟସ୍ତ ଥିବା ଲୋକ ସିଗାରେଟ ଟଣିବା ଛାଡି ପାରେ ନାହିଁ। କିନ୍ତୁ ଆପଣ  ଆପଣ ଜାଣିଛନ୍ତି  କି, ଆଜକୁ  ୬୨ ବର୍ଷ ପୂର୍ବେ ଆଜିର ଦିନରେ ହିଁ ସିଗାରେଟର…

ଆଗାମୀ ୧୦୦ ବର୍ଷ ଭିତରେ ଚେନ୍ନାଇ ସମୁଦ୍ର ଆଁରେ ଲୀନ ହୋଇପାରେ ! ସର୍ଭେ ଦେଲା ଏମିତି ଭୟଙ୍କର ତଥ୍ୟ

ବୈଜ୍ଞାନିକମାନେ ଏକ ସର୍ଭରୁ ଜାଣିବାକୁ ପାଇଛନ୍ତି ଆଗାମୀ ୧୦୦ ବର୍ଷ ଅର୍ଥାତ ୨୧୦୦ ବେଳକୁ ଚେନ୍ନାଇ ସହର ମଧ୍ୟକୁ ସମୁଦ୍ର ପଶି ଆସିବ । । ଦକ୍ଷିଣ ଚେନ୍ନାଇ ତଟ ତିରୁବନ୍ନିୟୋର ଠାରୁ ଅଡ୍ୟାର ନଦୀର ମୁହାଣ ପର୍ଯ୍ୟନ୍ତ ଯାଗା ସମୁଦ୍ର ପାଣିରେ ମିଶି ପାରେ । ଆଜି ଯେଉଁଠି ସମୁଦ୍ର ତଟ ଅଛି ସେହି…

ଏବେ ଚେହେରାରେ ଦେଖାଯିବ ନାହିଁ ବୟସର ଛାପ, ଜାଣନ୍ତୁ କଣ ଆବିଷ୍କାର କରିଛନ୍ତି ବୈଜ୍ଞାନିକ

ଯଦି ବଢୁଥିବା ବୟସର ପ୍ରଭାବ ଆପଣଙ୍କ ଚିନ୍ତା ବ ଢ଼ାଉଛି, ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ । କାରଣ ବୈଜ୍ଞାନିକମାନେ ଏଭଳି କିଛି ଆବିଷ୍କାର କରିଛନ୍ତି ଯାହା ଶରୀରରେ ବୟସର ପ୍ରଭାବକୁ କମ୍ କରିବାରେ ସାହାଯ୍ୟ କରିବ । ମୂଷା ଉପରେ ହେଇଥିଲା ସଫଳ ପରୀକ୍ଷଣ ବୈଜ୍ଞାନିକମାନେ ମୂଷା ଉପରେ…