ରୟାଲ ଏନଫିଲ୍ଡ ଲଞ୍ଚ କରିବ ୨ଟି ନୂଆ ବାଇକ୍, ଜବରଦସ୍ତ ଲୁକ୍ ସହ ରହିଛି ବଢ଼ିଆ ଫିଚର୍ସ
ଅପଡେଟ୍ ହୋଇଥିବା ରୟାଲ୍ ଏନଫିଲ୍ଡ କ୍ଲାସିକ୍ 350 ଏବଂ କ୍ଲାସିକ୍ 650 ମୋଟରସାଇକେଲ ଚଳିତ ବର୍ଷ ଭାରତୀୟ ବଜାରକୁ ଆସିବାକୁ ଯାଉଛି । କ୍ଲାସିକ୍ 350 ନୂଆ 'J' ପ୍ଲାଟଫର୍ମକୁ ସିଫ୍ଟ ହେବା ପରେ ଏହା ପ୍ରଥମ ଅପଡେଟ୍ ହେବ । କିନ୍ତୁ ୨୦୨୪ ରୟାଲ୍ ଏନଫିଲ୍ଡ କ୍ଲାସିକ୍ 350 ଫେସେଲିଫ୍ଟ ବିଷୟରେ…