Browsing Tag

RRR

ଭାରତୀୟ ଚଳଚ୍ଚିତ୍ରର ଧମାକା: ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ

ଓସ୍କାରରେ ଭାରତର ଡବଲ ଧମାକା। ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ । ବେଷ୍ଟ ଓରିଜିନାଲ ସଙ୍ଗ୍‌ କାଟାଗୋରୀରେ ଜିତଲା ଓସ୍କାର । ଫିଲ୍ମ RRRର ନାଟୁ ନାଟୁ ୨୦୨୨ର ହିଟ୍‌ ଟ୍ରାକ୍ସ ମଧ୍ୟରୁ ଗୋଟିଏ । ‘ତେଲୁଗୁ ଭର୍ସନରେ ଏହାକୁ କମ୍ପୋଜ କରିଛନ୍ତି ଭେଟେରାନ୍‌ ମ୍ୟୁଜିକ…

ଓସ୍କାର ମଞ୍ଚରେ ଲାଇଭ୍‌ ପରଫର୍ମାନ୍ସ ହେବ ‘ନାଟୁ ନାଟୁ’; ରାମ ଚରଣ ଓ ଜୁନିୟର ଏନ୍‌ଟିଆର୍‌ଙ୍କ ଜଲଓ୍ଵା ଦେଖିବାକୁ…

ଏସ୍ ଏସ୍‌ ରାଜାମୌଳିଙ୍କ ନିର୍ଦ୍ଦେଶିତ ତଥା ରାମ ଚରଣ ଓ ଜୁନିୟର ଏନ୍‌ଟିଆର୍‌ଙ୍କ ଅଭିନୀତ ଫିଲ୍ମ 'RRR' ଓସ୍କାର ୨୦୨୩ ପାଇଁ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି। ଚଳଚ୍ଚିତ୍ରର ଗୀତ 'ନାଟୁ ନାଟୁ' ସର୍ବଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି।…

ୟୁକ୍ରେନ୍‌ ରାଷ୍ଟ୍ରପତି ଭବନ ସମ୍ମୁଖରେ ହୋଇଥିଲା ‘ନାଟୁ-ନାଟୁ’ ଗୀତର ସୁଟିଂ! ଜେଲେନ୍‌ସ୍କି ରାଜାମୌଲୀଙ୍କୁ ତୁରନ୍ତ…

ଏସ୍.ଏସ୍‌. ରାଜାମୌଲୀଙ୍କ ତେଲୁଗୁ ଫିଲ୍ମ 'ଆରଆରଆର'ର ଚର୍ଚ୍ଚିତ ଗୀତ 'ନାଟୁ-ନାଟୁ'ବେଷ୍ଟ୍‍ ଓରିଜିନାଲ୍‌ ସଙ୍ଗ୍‌ର ଗୋଲ୍ଡେନ୍‌ ଗ୍ଲୋବ ପୁରସ୍କାର ଜିତିଛି। 'ନାଟୁ-ନାଟୁ'ର ମ୍ୟୁଜିକ୍‌ଠାରୁ ଆରମ୍ଭ କରି ମିନିଙ୍ଗ୍‌ ପର୍ଯ୍ୟନ୍ତ, ସବୁକିଛିକୁ ଫ୍ରେସ୍‌ ବୋଲି କୁହାଯାଇଛି। ଗୀତର ସଙ୍ଗୀତ…

RRR ଜିତିଲା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନ; ପ୍ରଶଂସକ କହିଲେ, ‘ଭାରତରେ ପୁଣିଥରେ ରିଲିଜ୍‌ କର ଫିଲ୍ମ…’

କେବଳ ଦେଶ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଏସ୍‌ଏସ୍‌ ରାଜାମୌଳୀଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ ସଫଳତାର ଆଉ ଏକ ପାହାଚ ଚଢ଼ିଛି। ନିକଟରେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମିଳିଛି। ଏଥି ସହିତ ଏବେ ଫିଲ୍ମକୁ…

ରାମଚରଣ ଓ ଜୁନିୟର ଏନ୍‌ଟିଆରଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର! ନିର୍ମାଣ ହେବ RRR ର ଦ୍ୱିତୀୟ ପାର୍ଟ

ଖୁସି ଖବର! ଆସିବ ଆର୍‌ଆର୍‌ଆର୍‌ର ସିକ୍ୱେଲ୍‌। ଅଭିନେତା ରାମଚରଣ, ଜୁନିୟର ଏନ୍‌ଟିଆର୍‌, ଆଲିଆ ଭଟ୍ଟ ଓ ଅଜୟ ଦେବଗନ୍‌ଙ୍କ ଅଭିନୀତ ଫିଲ୍ମ ଆର୍‌ଆର୍‌ଆର୍‌ ଏବେ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇଛି। ଫିଲ୍ମକୁ ଦର୍ଶକେ ଖୁବ୍‌ ପସନ୍ଦ କରୁଛନ୍ତି। କ୍ରିଟିକ୍ସ ମଧ୍ୟ ଏହି ଫିଲ୍ମକୁ ଭୁରି ଭୁରି…

ଫିଲ୍ମ ଆର ଆର ଆରକୁ ନେଇ ଆଲିଆ ରାଗିଗଲେ, କଲେ ଏମିତି କାମ

ବଲିଉଡ ଆକ୍ଟ୍ରେସ ଆଲିଆ ଭଟ୍ଟଙ୍କୁ ନେଇ ଏକ ଖବର ସାମନାକୁ ଆସିଛି । ଶୁଣିବାକୁ ମିଳୁଛି କି ଆରଆରଆର ଡାଇରେକ୍ଟର ରାଜାମୌଲିଙ୍କ ଉପରେ ରାଗି ଖପ୍ପା ହୋଇଛନ୍ତି ଏହି ଆକ୍ଟ୍ରେସ ଜଣକ । ଏମିତିକି ଆଲିଆ ରାଜାମୌଲିଙ୍କୁ ଇନଷ୍ଟାଗ୍ରାମରୁ ବି ଅନଫଲୋ କରିଛନ୍ତି । ଆଲିଆ ନିଜ ଇନଷ୍ଟାଗ୍ରାମ ପେଜରୁ…

ସେମାନଙ୍କ ଫିଲ୍ମ ଏଠି ଭଲ ଚାଲୁଛି, ଆମ ଫିଲ୍ମ କାହିଁକି ଦକ୍ଷିଣରେ ଚାଲୁନି : ସଲମାନ ଖାନ

ସଲମାନ ଖାନ ତାଙ୍କ ଆଗାମୀ ଚଳଚିତ୍ର ଗଡଫାଦରରେ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ କାମ କରିବାକୁ ଯାଉଛନ୍ତି । ଏନେଇ ଆଇଫା ସାମ୍ବାଦୀକ ସମ୍ମିଳନୀରେ ସଲମାନ ଚଳଚିତ୍ରରେ ତାଙ୍କ କ୍ୟାମିଓକୁ ନେଇ ମଧ୍ୟ କହିଥିଲେ । ସଲମାନ କହିଛନ୍ତି ତାଙ୍କ ସହ କାମ କରିବା ଏକ ଚମତ୍କାର ଅନୁଭୂତି ହୋଇଛି ।…

ପ୍ରଥମ ଦିନରେ ଦର୍ଶକଙ୍କ ମନ ଛୁଇଁଛି RRR ଫିଲ୍ମ, ୧୮ କୋଟିରୁ ଖାତା ଖୋଲଛି

ଏସଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ RRR ଶେଷରେ ରିଲିଜ୍ ହୋଇଛି। । ବାହୁବଳୀ-୨ ପରେ ରାଜାମୌଲିଙ୍କ ବଡ ବଜେଟ୍ ଏବଂ ସୁପରଷ୍ଟାର୍ସଙ୍କୁ ନେଇ ନିର୍ମିତ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ଅନେକ ଦିନରୁ ଚାହିଁ ବସିଥିଲେ।। ରିଲିଜ୍ ହେବା ମାତ୍ରେ ଏହି ଫିଲ୍ମ କିଛି ଘଣ୍ଟାରେ ଧମାଲ…

ରିଲିଜ ହେଲା RRR ଗୀତ ‘ଶୋଲେ’, ରାମଚରଣ ଓ ଜୁନିଅର ଏନଟିଆର ସହିତ ଆଲିଆ କଲେ ଜବରଦସ୍ତ ଡ୍ୟାନ୍ସ

ଆଲିଆ ଭଟ୍ଟ ଗତ କିଛିଦିନ ହେଲାଣି ବଲିଉଡରେ ନିଜର କ୍ରେଜ ବଢାଇଚାଲିଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ଗଙ୍ଗୁବାଈ କାଠିଆଓ୍ଵାଡି ଚର୍ଚ୍ଚା ନ ଥମୁଣୁ ଆଗାମୀ ଫିଲ୍ମ ଆରଆରଆର ସେଲିବ୍ରେସନ ଆନ୍ଥେମ ଗୀତ ‘ଶୋଲେ’ ରିଲିଜ ହୋଇଛି। ଏସଏସ୍‌ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆର(RRR)…

ବହୁ ପ୍ରତୀକ୍ଷିତ ଫିଲ୍ମ RRR ର ଫାଇନାଲ ରିଲିଜ୍ ଡେଟ୍ ଘୋଷଣା, ଦର୍ଶକଙ୍କୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି ଫିଲ୍ମ

କରୋନା ପାଇଁ ଫିଲ୍ମ “RRR”କୁ ଥିଏଟରରେ ଅନେକ ଥର ରିଲିଜ୍ ହେବା ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମର ଫାଇନାଲ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ମେକର। ତେବେ ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ଏହା ଏକ କାଳ୍ପନିକ…

୨୦୨୨ ରେ ମାଇଥୋଲୋଜିକାଲ ଫିଲ୍ମ ର ବଡ ସ୍କ୍ରିନ ରେ ହେବ ବଡ ଧମାକା, ‘ବ୍ରହ୍ମାସ୍ତ୍ର’ ଠାରୁ ଆରମ୍ଭ କରି ‘ଆଦିପୁରୁଷ’…

୨୦୨୧ ଦର୍ଶକମାନଙ୍କ ସାମ୍ନାକୁ ଅନେକ ଭଲ ଭଲ ଫିଲ୍ମ ଓ ୱେବସିରିଜ ନେଇ ଆସିଛି । କୋଭିଡ କଟକଣା ମଧ୍ୟରେ ବି ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରି, ଫିଲ୍ମ ପ୍ରେମୀଙ୍କ ପାଇଁ ଅନେକ ପ୍ରକାରର ରୋମାଞ୍ଚକର ଫିଲ୍ମ ମନୋରଞ୍ଜନ ପାଇଁ ଦର୍ଶକଙ୍କ ସାମ୍ନାକୁ ଆଣିଛି । ଯାହାଦ୍ୱାରା କୋଭିଡ –୧୯ ର ଏତେ ଖରାପ ସମୟ…

ବିବାଦରେ ରାଜାମୌଲିଙ୍କ RRR, ଆଦିବାସୀ ନେତାଙ୍କୁ ମୁସଲିମ୍‌ ଟୋପିରେ ଦେଖାଇଥିବାରୁ ଥିଏଟର ଜାଳିଦେବାକୁ ବିଜେପିର ଧମକ

ବାହୁବଳୀ ଫେମ୍‌ ଡାଇରେକ୍ଟର ଏସ୍‌ଏସ୍‌ ରାଜାମୌଲୀ ନିଜ ନୂଆ ଫିଲ୍ମ RRR କୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ବିଜେପି କଡ଼ା ଭାଷାରେ ଫିଲ୍ମର ଫାଷ୍ଟଲୁକ୍‌ ବଦଳାଇବାକୁ ଦାବି କରିଛି। ଯଦି ଏଭଳି ନ ହୁଏ ତେବେ ଥିଏଟର ଜଳାଇବାକୁ ଧମକ ଦିଆଯାଇଛି। ରିପୋର୍ଟ ମୁତାବକ ତେଲେଙ୍ଗାନା ବିଜେପିର ନେତା…