Below header
Browsing Tag

s jaishankar

ଦୀପାବଳିରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏସ୍‌ ଜୟଶଙ୍କର, ଉପହାର ଦେଲେ ଗଣେଶ ମୂର୍ତ୍ତି ଓ ବିରାଟ କୋହଲିଙ୍କ…

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ସେ ବ୍ରିଟିଶ ପିଏମ୍‌ଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।…

କତାରରେ ମୃତ୍ୟୁ ଦଣ୍ଡାଦେଶ ମିଳିଥିବା ୮ ଭାରତୀୟଙ୍କ ମୁକ୍ତି କେବେ? ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.…

କତାରରେ ଭାରତୀୟ ନୌସେନାର ଯେଉଁ ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି, ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ବୈଦେଶିକ ମନ୍ତ୍ରୀ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ 'ଆଜି ସକାଳେ ମୁଁ କତାରରେ ବନ୍ଦୀ ଥିବା ୮…

ମିଳିତ ଜାତିସଂଘର ସାଧାରଣ ସଭାରେ ଚୀନ୍‌ ଓ ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କହିଲେ- ଆତଙ୍କବାଦୀଙ୍କୁ ବ୍ଲାକ୍‌…

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ସଭାରେ ଜୟଶଙ୍କର ଆତଙ୍କବାଦ ଉପରେ ଚୀନ୍‌ ଓ ପାକିସ୍ତାନ ଉପରେ ବର୍ଷିଛନ୍ତି। ମିଳିତ ଜାତିସଂଘର ସାଧାରଣ ସଭାରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ନାଁ ନ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରବଳ ବିରୋଧ କରିଛନ୍ତି। ଏଥିସହ…

ଶ୍ରୀଲଙ୍କାରେ ହାହାକାର ସ୍ଥିତି: ହସ୍ପିଟାଲରେ କଲବଲ ହେଉଥିବା ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଭାରତ

ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଙ୍କଟ। ସ୍ଥିତି ଏମିତି ହୋଇଛି ଯେ ଲୋକଙ୍କୁ ଚିକିତ୍ସା ବି ମିଳିପାରୁନି। ଶ୍ରୀଲଙ୍କାର ଏଭଳି ସମୟରେ ସହାୟତାର ହାତ ବଢ଼ାଇଛି ପଡ଼ୋଶୀ ଭାରତ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କଥା ହୋଇ ହସ୍ପିଟାଲରେ…

ଚୀନକୁ ରୋକଠାକ୍‌ ଶୁଣାଇଲା ଭାରତ, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଆବଶ୍ୟକ

ନୂଆଦିଲ୍ଲୀ: ଚୀନ୍‌ ପ୍ରତିପକ୍ଷଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଏକ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା । ତାଜାକିସ୍ତାନରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି ଜୟଶଙ୍କର । ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଆବଶ୍ୟକ ।…

କାଶ୍ମୀରର ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କୁ ଅନୁରୋଧ କରିନାହାନ୍ତି ପ୍ରଧାନମନ୍ତ୍ରୀ : ଏସ୍‌.ଜୟଶଙ୍କର

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଲୋକସଭା ଓ ରାଜ୍ୟସଭାରେ ସ୍ୱଷ୍ଟୀକରଣ ରଖିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । କହିଛନ୍ତି କାଶ୍ମୀରର ମଧ୍ୟସ୍ଥତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ଅନୁରୋଧ କରିନାହାନ୍ତି ।…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର

ଗୁଜୁରାଟ(କେନ୍ୟୁଜ୍) : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଗୁଜୁରାଟ ବିଧାନସଭା ପରିସରରେ ରିଟର୍ଣ୍ଣିଂ ଅଫିସର ପାଖରେ ପହଞ୍ଚିଥିଲେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗତକାଲି ଜୟଶଙ୍କର ବିଧିବଦ୍ଧ ଭାବେ…

ସୁଷମାଙ୍କ ରାସ୍ତାରେ ଜୟଶଙ୍କର, ଟୁଇଟରରେ ସାହାଯ୍ୟ ମାଗିଥିବା ମହିଳାଙ୍କୁ ଏପରି ଦେଲେ ଜବାବ

ସୁଷମାଙ୍କ ରାସ୍ତାରେ ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରୀ । ବିଶ୍ୱର ଯେଉଁ କୋଣରେ ଭାରତୀୟ ଥାଆନ୍ତୁ ନା କାହିଁକି ସାହାଯ୍ୟ ପାଇଁ ସର୍ବଦା ଆଗଭର ସୁପର ଓ୍ଵିମନ୍‌ ସୁଷମା । ଟ୍ଵିଟରରେ ଅଭିଯୋଗ ଆସିବା ମାତ୍ରେ ତୁରନ୍ତ ସମାଧାନ କରୁଥିବାରୁ ବେଶ୍‌ ଲୋକପ୍ରିୟ ଥିଲେ ସୁଷମା । ଏବେ ସୁଷମାଙ୍କ…