ପରୀକ୍ଷା ବେଳେ ପିରିୟଡ୍ସ ଆସିବାରୁ ଛାତ୍ରୀ ମାଗିଲେ ସାନିଟାରୀ ପ୍ୟାଡ୍, ପ୍ରଧାନ ଶିକ୍ଷକ ଦେଲେ ଏଭଳି ଦଣ୍ଡ
ସାନିଟାରୀ ପ୍ୟାଡ୍ ମାଗିବାରୁ ପରୀକ୍ଷା ହଲରୁ ବାହାର କରିଦେଲେ ପ୍ରଧାନ ଶିକ୍ଷକ । ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପରୀକ୍ଷା ଚାଲିଥିବା ବେଳେ ସାନିଟାରୀ ପ୍ୟାଡ୍ ମାଗିଥିଲେ, ହେଲେ ତାଙ୍କୁ ଦଣ୍ଡ ସ୍ୱରୂପ ଶ୍ରେଣୀଗୃହରୁ ବାହାର କରି ଦିଆଯାଇଥିଲା । ମାମଲା ସାମ୍ନାକୁ ଆସିବା ପରେ ଲୋକମାନେ ଅସନ୍ତୋଷ…