ଦୁଇଟି କେମୋଥେରାପୀ ପରେ ଏମିତି ଦେଖାଯାଉଛନ୍ତି ସଞ୍ଚୟ ଦତ୍ତ, ଫଟୋ ଦେଖି ଫ୍ୟାନ୍ସ ଦେଉଛନ୍ତି ଏଭଳି ପ୍ରତିକ୍ରିୟା
ସଞ୍ଜୟ ଦତ୍ତ ଏବେ ଫୁସଫୁସ୍ କ୍ୟାନସା ରୋଗରେ ପୀଡିତ। ଗତ କିଛି ଦିନ ଧରି ସେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଖବର ଜାଣିବା ପରେ ତାଙ୍କର ଫ୍ୟାନଙ୍କ ବହୁତ ମନ ଖରାପ ହୋଇଥିଲା। ସଞ୍ଜୟ ଦତ୍ତଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଦୁବାଇରେ ନିଜ ଫ୍ୟାମିଲୀ ସହିତ…