ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି, ଶୂନ୍ୟକାଳରେ ଦାବି ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର
ଭୁବନେଶ୍ୱର: ସଂସଦରେ କୋଇଲା ରୟାଲଟି ବୃଦ୍ଧି ଦାବି ଉଠାଇଲା ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି । କହିଛନ୍ତି ଗତ ୧୨ ବର୍ଷ ହେଲା ରୟାଲ୍ଟି ବୃଦ୍ଧି କରିନାହାଁନ୍ତି କେନ୍ଦ୍ର ସରକାର ।
କୋଇଲା ଉତ୍ପାଦନରେ ଦେଶର ଶୀର୍ଷ ୨ ରାଜ୍ୟ ମଧ୍ୟରେ ଓଡ଼ିଶା…