Browsing Tag

sea

ସମୁଦ୍ର ଭିତରେ ଦ୍ୱାରକା ନଗରୀ

ସମୁଦ୍ର ଭିତରେ ବୁଡ଼ି ରହିଛି ଦ୍ୱାରକା ନଗରୀ। ଏହି କଥା କେତେ ସତ? ଏକଦା ଭଗବାନ ଶ୍ରୀକୃଷ୍ଣଙ୍କ କୁହାଯାଉଥିବା ଦ୍ୱାରକା ନଗରୀକୁ ଭଗବାନ ସ୍ୱୟଂ କାହିଁକି ସମୁଦ୍ରରେ ବୁଡ଼ାଇଦେଇଥିଲେ? କଣ ଲୁଚି ରହିଛି ଏହା ପଛରେ କାରଣ ? ଅବା କାହାର ଅଭିଶାପରେ ଏପରି ଘଟିଛି ? ଆପଣ ଦ୍ୱାରକା ନଗରୀ ସମୁଦ୍ରରେ ଲୀନ…

ଲୁଣି ସମୁଦ୍ର ତଳୁ ବାହାରିଲା ଚିନି, ବୈଜ୍ଞାନିକଙ୍କ ଅନୁସନ୍ଧାନ ଆଣିଲା ନୂଆ ଆବିଷ୍କାର

ବୈଜ୍ଞାନିକ ମାନେ ସବୁବେଳେ କିଛି ନା କିଛି ନୂତନ ଆବିଷ୍କାରରେ ଲାଗିଛନ୍ତି । ଆଉ ସେହିଭଲି ମଧ୍ୟ ସଫଳତାର ନିଷ୍କର୍ଷ ସାମନାକୁ ଆସୁଛି । ଲୋକେ ପ୍ରତିଦିନ କିଛି ନା କିଛି ନୂଆ ସହ ପରିଚିତ ହେଉଛନ୍ତି । ସେପୁଣି ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ଖବର । ବର୍ତ୍ତମାନ ଆଉ ଏକ କଥା ସାମନାକୁ ଆସିଛି ଯାହା…

ଏବେ ଖାଲି ସମୁଦ୍ର କୂଳ ନୁହେଁ ସମୁଦ୍ର ଗଭୀର ମଧ୍ୟକୁ ଯିବାକୁ ଅନୁମତି ଦେଇପାରିବ ଏହି ଗାଡି

ସମୁଦ୍ର କୂଳକୁ ଯିବାକୁ କେତେ ଭଲଲାଗେ । ସମୁଦ୍ର କୂଳର ସୌନ୍ଦର୍ଯ୍ୟ ଆଗରେ ସତେ ଯେମିତି ଆଉ ସବୁ ଫିକା । ଖାଲି ସୌନ୍ଦର୍ଯ୍ୟ ନୁହେଁ ଶାନ୍ତି ଖୋଜିବାକୁ ବି ଯାଇଥାନ୍ତି ଅନେକ । ଆଉ ସେହି ସ୍ଥାନ ଏଭଲି ଯେଉଁଠୁ ଫେରିବାକୁ ଇଚ୍ଛା ହୁଏନି । ସେହି ସମୁଦ୍ରକୁ ନେଇ ଆଉ ଏକ କଥା ଆମେ ଆପଣଙ୍କୁ କହିବୁ…

ସମୁଦ୍ରରେ ରହିଛି ଆହୁରି ଲକ୍ଷ ଲକ୍ଷ ଭାଇରସ, ମଣିଷ ପାଇଁ ଘାତକ ହୋଇପାରେ ଏହି ସମୁଦ୍ରୀ ଜୀବାଣୁ

ଆମେରିକା ବୈଜ୍ଞାନିକ ଏକ ଖୁଲାସା କରିଛନ୍ତି । ସମୁଦ୍ରରେ ୫୦୦୦ରୁ ବେଶୀ ନୂଆଁ ଭାଇରସକୁ ନେଇ ଦାବି କରିଛନ୍ତି ବାଜ୍ଞାନିକ । ଏହି ନୂଆ ଭାଇରସ ବି କରୋନା ଭଳି ଆରଏନଏ ଭାଇରସ ଅଟେ । ଏହି ଦାବି ଆମେରିକାର ଓହିଓ ଷ୍ଟେଟ ୟୁନିଭରସିଟିର ବୈଜ୍ଞାନିକ ମାନେ କରିଛନ୍ତି । ଅନୁସନ୍ଧାନକାରୀଙ୍କ କହିବା…

ରୁହନ୍ତୁ ସତର୍କ! ସମୁଦ୍ରରେ ମିଳିଲା ୫,୫୦୦ ନୂତନ ଭାଇରସ୍‌; ନୂଆ ରୋଗର ହୋଇପାରେ କାରଣ…

ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଆମେ କରୋନା ଭାଇରସ୍‌ ସହ ଜୁଝି ହେଉଛେ। ଏବେ ବୈଜ୍ଞାନିକମାନେ ସମୁଦ୍ରରେ ୫,୫୦୦ ନୂଆ ଭାଇରସ୍‌ ଆବିଷ୍କାର କରିଛନ୍ତି। ଆମେରିକାସ୍ଥିତ ଓହାୟୋ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକମାନେ କହିଛନ୍ତି ଯେ କରୋନା ଭଳି ଏହା ମଧ୍ୟ RNA ଭାଇରସ୍‌। ଚିନ୍ତାଜନକ ବିଷୟ…

ମଣିଷକୁ ସେକ୍ସ ପାର୍ଟନର ଭାବି ଆକ୍ରମଣ କରୁଛନ୍ତି ସାମୁଦ୍ରିକ ସାପ, ଅଣ୍ଟା ପାଖରେ ଶୋଇ କରୁଛନ୍ତି ଏଭଳି କାମ

ଅଷ୍ଟ୍ରେଲିଆରେ ଏଇ କିଛିଦିନ ହେବ ମଣିଷ ଉପରେ ସାପମାନଙ୍କର ଆକ୍ରମଣ ମାମଲା ବଢ଼ି ଯାଇଛି। ଏହାକୁ ନେଇ ମ୍ୟାକ୍ୱାରୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ଖୁଲାସା କରିଛନ୍ତି କି, ସାପ, ମଣିଷକୁ ନିଜର ସେକ୍ସ ପାର୍ଟନର ଭାବୁଛି। ଏଥିପାଇଁ ଆଟାକ୍‌ କରୁଛି। ସମୁଦ୍ରରେ ପହଁରୁଥିବା ସ୍କୁବା ଡାଇଭର୍ସଙ୍କ…

ଗଞ୍ଜାମ ରାମୟାପାଟଣା ଗାଁରେ ପୁଣି ଥରେ କୂଳ ଲଂଘୁଛି ସମୁଦ୍ର, କିଛି ଘର ଭାଙ୍ଗିଛି ଆଉ କିଛି ବିପଦ ସଂକୁଳ ଅବସ୍ଥାରେ

ବ୍ରହ୍ମପୁର(କେନ୍ଯୁଜ୍): ପୁଣି ଥରେ କୂଳ ଲଂଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲା ଚିକିିଟି ବ୍ଲକ ଅନ୍ତର୍ଗତ କୁତୁରୁ ଗ୍ରାମ ପଞ୍ଚାୟତର ରାମୟାପାଟଣା ଗାଁରେ ପୁଣି ଥରେ ସମୁଦ୍ର କୂଳ ଲଂଘୁଛି। ସମୁଦ୍ରର ଆଁ ଭିତରକୁ ଚାଲିଯାଉଛି ଗାଁ। କିଛି ଘର ଭାଙ୍ଗିଯାଇଥିବାବେଳେ ଆଉ କିଛି ବିପଦ ସଂକୁଳ ଅବସ୍ଥାରେ…

ଝାଉଁ ଜଙ୍ଗଲ ସହ ମାଟି ବି ଚାଲିଗଲାଣି ସମୁଦ୍ର ଆଁ କୁ, ଆଗକୁ ବାଲିଆପାଳବାସୀଙ୍କ ପାଳି

ସମୁଦ୍ର ଗିଳୁଛି ଝାଉଁ ଜଙ୍ଗଲ। ଗିଳୁଛି କୂଳର ମାଟି ସବୁ। ଆଉ ଟିକେ ଆଗକୁ ଗଲେ ନିଜ ଗର୍ଭକୁ ନେଇଯିବ ଜନବସତି ସବୁ। ବଙ୍ଗୋପସାଗର ଏବେ ବାଲେଶ୍ୱର ବାଲିଆପାଳବାସୀଙ୍କ ଦୁଃଖର କାରଣ ପାଲଟିଛି। ଏହାର କୂଳରେ ଥିବା ୫ଟି ପଞ୍ଚାୟତର ୨୫ରୁ ଊର୍ଦ୍ଧ୍ୱ ଗାଁ ଲୋକେ ଏବେ ଡରି ଡରି ଜୀଉଁଛନ୍ତି। ବାଲିଆପାଳ…

ଜୀବନ ବଂଚାଇବେ ନା ଜୀବିକା, ଧୀରେ ଧୀରେ ଏହି ଗାଁକୁ ଗିଳୁଛି ସମୁଦ୍ର

ରକ୍ଷକ ଏବେ ସାଜିଛି ଭକ୍ଷକ । ଏଇ ସମୁଦ୍ର ସେମାନଙ୍କ ଜୀବନ ଆଉ ଜୀବିକା । ହେଲେ ଏବେ ସେ ଅଶାନ୍ତ । ସାତରୁ ଆଠ ଫୁଟ ଉଚ୍ଚରେ ମାଡ଼ି ଆସୁଛି ଢେଉ । ଚାରିଆଡେ ପାଣି ଆଉ ପାଣି । ସେଇ ପାଣି ଭିତରେ ବୁଡିଯାଇଛି ଶହ ଶହ ମତ୍ସ୍ୟଜୀବୀଙ୍କ ବେଉସା । ସମୁଦ୍ର ଢେଉରେ ଭାସି ଯାଇଛି ସେମାନଙ୍କ ଲକ୍ଷ ଲକ୍ଷ…

ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ ଅଭିଷେକ, ଫେରାଇ ଆଣିବାକୁ ମୁଖ୍ଯମନ୍ତ୍ରୀଙ୍କୁ କଲେ ଗୁହାରୀ

ଯାଜପୁର ଟାଉନ (କେନ୍ୟୁଜ୍‌): ସ୍କଟଲ୍ୟାଣ୍ଡ ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ ।  ଏନେଇ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ସହଯୋଗର ହାତ ବଢ଼ାଇବା ପାଇଁ ଗୁହାରୀ କରିଛନ୍ତି । କରୋନା ମହାମାରୀ ସମୟରେ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନେ ନିଜନିଜ ଘରକୁ…

ଜାଣନ୍ତିକି ୬.୬ କୋଟି ବର୍ଷ ପୂର୍ବେ ସମୁଦ୍ରରେ ହୋଇଥିଲା ଏକ ସାମୁହିକ ବିନାଶ

ପ୍ରାୟ ୬.୬ କୋଟି ବର୍ଷ ପୂର୍ବେ ପୃଥିବୀ ଉପରେ ଉଲ୍କା ପିଣ୍ଡ ପଡ଼ିଥିବାରୁ ସାମୁହିକ ବିନାଶ ହୋଇଥିଲା । ଏଥିରେ ବହୁ ଜୀବଜନ୍ତୁଙ୍କର ସମ୍ପୂର୍ଣ ନାଶ ହୋଇଥିଲା । ଏହି ସମୟରେ ପୃଥିବୀ ବାୟୁମଣ୍ଡଳରେ ସଲଫରର ମାତ୍ରା ବଢ଼ିଯାଇଥିବାରୁ ଯାହାଦ୍ୱାରା ଏହା ପୃଷ୍ଠରେ ଥିବା ସାଗର ତଥା ମହାସାଗର ଗୁଡିକର…

ଜାଣନ୍ତି କି ସମୁଦ୍ର ମଧ୍ୟରେ ବି ଅଛି ବିରାଟ ବିରାଟ ଗୁମ୍ଫା, ଜାଣନ୍ତୁ ଏହାର ରହସ୍ୟ

ପୃଥିବୀର ସ୍ଥଳ ଭାଗରେ ତ ଗୁମ୍ଫା ଥିବା ସମସ୍ତେ ଦେଖିଥିବେ ଓ ଜାଣି ଥିବେ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପାହାଡ ଭିତରେ ବହୁ ବିରାଟ ବିରାଟ ଗୁମ୍ଫାମାନ ମଧ୍ୟ ରହିଅଛି । ଏହା ମଧ୍ୟରୁ କିଛି ଲୋକଲୋଚନରେ ଅତି ପରିଚିତ ହୋଇଥିବା ବେଳେ କିଛିର ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ବାହାର କରାଯାଇ…