ଭାରତ ଫେରିଲେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଆଦର ପୁନାବାଲା, ମିଳିବ Y କାଟାଗୋରୀ ସୁରକ୍ଷା
ଭାରତ ଫେରିଲେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଆଦର ପୁନାବାଲା। କିଛିଦିନ ତଳେ ସେ ଲଣ୍ଡନ ଯାଇଥିବା ବେଳେ ଆଜି ନିଜ ପ୍ରାଇଭେଟ୍ ପ୍ଲେନ୍ରେ ପୁଣେ ଏୟାରପୋର୍ଟରେ ଲ୍ୟାଣ୍ଡ କରିଛନ୍ତି। ଲଗାତାର ଧମକ ମିଳିବାରୁ ଭାରତ ଛାଡ଼ି ଲଣ୍ଡନ୍…