Browsing Tag

Shah Rukh Khan

ଅଂଜଳିଙ୍କ ପରିବାର ସହ ଠିଆ ହେଲେ ଶାହାରୁଖ ଖାନ୍‌ , ମିର ଫାଉଣ୍ଡେସନରୁ ଯୋଗାଇଲେ ଆର୍ଥିକ ସହାୟତା

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି ତାଙ୍କର ଅନ୍ୟ କିଛି ଗୁଣ ରହିଛି । ସେ ନିଜର ମିର ଫାଉଣ୍ଡେସନ ଦ୍ୱାରା ଗରୀବ ଓ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି । ନିକଟରେ ଶାହାରୁଖ ଦିଲ୍ଲୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା…

KRK ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ଶାହରୁଖ, ବେଶରମ ରଙ୍ଗ ଗୀତରେ ଦୀପିକାଙ୍କୁ କରିଛନ୍ତି କଟାକ୍ଷ

ବଲିଉଡରେ ଫିଲ୍ମ ରିଭ୍ୟୁ ଏବଂ ଫାଲତୁ କମେଣ୍ଟ ଦେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କମାଲ ରାଶିଦ ଖାନ ଅର୍ଥାତ୍‌ କେଆରକେ । ଏବେ ପୁଣି ଫିଲ୍ମ ‘ପଠାନ’କୁ ନେଇ ବିବାଦରେ ଫସିଛନ୍ତି କେଆରକେ । ଫିଲ୍ମ ‘ପଠାନ’ର ହିରୋ ଶାହରୁଖ ଖାନ କେଆରକେଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ…

ଫିଲ୍ମ ‘ପଠାନ’ର ବିକନୀ ବିବାଦରେ ମୁହଁ ଖୋଲିଲେ ଅଭିନେତ୍ରୀ ଆଶା ପାରେଖ, କହିଲେ ଆମ ଚିନ୍ତାଧାରା ହୀନ ହୋଇଗଲାଣି

ଶାହରୁଖଙ୍କ ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଗୀତ ବେଶରମ ରଙ୍ଗକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । ଏହି ଗୀତରେ ଦୀପିକା ପାଦୁକୋନଙ୍କ କେଶରୀ ରଙ୍ଗର ବିକନୀ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ କେତେକ ହିନ୍ଦୁ ସଂଗଠନ ଆପତ୍ତି କରିଛନ୍ତି। ଏହାକୁ…

ଶାହରୁଖ ଖାନ ଅସୁସ୍ଥ; ସଂକ୍ରମଣ ଯୋଗୁ ବିଗିଡ଼ିଲା ସ୍ୱାସ୍ଥ୍ୟ! Ask Me Anything ସେସନ୍ସରେ କହିଲେ, ‘ମୁଁ କେବଳ ଭାତ,…

ଫିଲ୍ମ ‘ପଠାନ୍‌’କୁ ନେଇ ବର୍ତ୍ତମାନ ଶାହରୁଖ ଖାନ ଚର୍ଚ୍ଚାରେ ଅଛନ୍ତି। ଗତକାଲି ଅଭିନେତା ନିଜ ଫ୍ୟାନ୍‌ମାନଙ୍କ ସହିତ କଥା ହୋଇଥିଲେ। ଏହି ସମୟରେ ସେ ଫ୍ୟାନ୍‌ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। Ask Me Anything ସେସନ୍ସରେ କିଙ୍ଗ୍‌ ଖାନ ଖୁଲାସା କରିଥିଲେ କି, ତାଙ୍କୁ ଇନେ୍‌ଫେକ୍ସନ…

‘ଶାହରୁଖଙ୍କ ‘ପଠାନ୍‌’ ଯେଉଁ ଥିଏଟରରେ ପଡ଼ିବ, ତାକୁ ଜାଳିଦିଅ…’; ଲୋକଙ୍କୁ ଏଭଳି ଅପିଲ୍‌ କଲେ ଅଯୋଧ୍ୟା ମହନ୍ତ ରାଜୁ…

ଅଯୋଧ୍ୟାର ମହନ୍ତ ରାଜୁ ଦାସ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’କୁ ବହିଷ୍କାର କରିବାକୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି, ଯେଉଁ ଥିଏଟରରେ ପଠାନ୍‌ ଫିଲ୍ମ ପଡ଼ିବ, ସେଠାରେ ନିଆଁ ଲଗାଇ ଦେବାକୁ ମୁଁ ଦର୍ଶକମାନଙ୍କୁ ଅପିଲ୍‌ କରୁଛି। ରାଜୁ ଦାସ ବଲିଉଡ୍‌ ଏବଂ ଶାହରୁଖ ଖାନଙ୍କ ଉପରେ କ୍ରମାଗତ…

ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ଆର୍ଯ୍ୟନ ଖାନ, ହିରୋ ନୁହେଁ ସ୍କ୍ରିପ୍ଟ ରାଇଟର ଭାବେ କରିବେ କାମ

ବଲିଉଡରେ ଖୁବଶୀଘ୍ର ଏଣ୍ଟ୍ରି କରିବେ କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ । କିଛିଦିନରୁ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଆଉ ଫ୍ୟାନ୍ସ ଆର୍ଯ୍ୟନଙ୍କ ଡେବ୍ୟୁକୁ କେତେ ବେଳେ କରିବେ ତାହାକୁ ଚାହିଁ ରହିଥିଲେ । ଏବେ ଆର୍ଯ୍ୟନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ତାଙ୍କ…

ଝିଅ ପାଇଁ ଫିଲ୍ମରୁ ବ୍ରେକ୍‌ ନେଇଥିଲେ ଶାହରୁଖ, ନିଜେ କଲେ ଖୁଲାସା

ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଏବେ ଫିଲ୍ମ ପଠାନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପରଦାରୁ ୪ ବର୍ଷ ଦୂରେଇ ରହିବା ପରେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । ନିକଟରେ ରେଡ ସି ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲରେ ଭାଗ ନେବା ପାଇଁ ପହଞ୍ଚିଥିଲେ। ତେବେ ଶାହରୁଖ କାହିଁକି ଫିଲ୍ମ ଲାଇନରୁ ଏତେ ସମୟ ଗାଏବ…

ଦୁବାଇରେ ସମ୍ମାନିତ ହେଲେ ଶାହରୁଖ, ଲୋକପ୍ରିୟ ଡାଇଲଗ୍‌ କହି ପୁଣି ଜିଣିନେଲେ ଫ୍ୟାନ୍ସଙ୍କ ମନ

ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଲିଷ୍ଟରେ ଆଉ ଏକ ଆଚିଭମେଣ୍ଟ ସାମିଲ ହୋଇଛି । ଦୁବାଇର ଶାରଜାହରେ ଏକ୍ସପୋ ସେଣ୍ଟରରେ ଶାରଜାହ ଇଣ୍ଟରନ୍ୟାସନାଲ ବୁକ୍‌ ଫେୟାର ୨୦୨୨ରେ ତାଙ୍କୁ ଗ୍ଲୋବଲ ଆଇକନ ଅଫ ସିନେମା ଆଣ୍ଡ କଲଚର ନ୍ୟାରେଟିଭ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଏହି ଇଭେଣ୍ଟରେ ଶାହରୁଖଙ୍କ…

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ ଦେଲେ ଶାହରୁଖ, ରିଲିଜ ହେଲା ‘ପଠାନ’ର ଟିଜର

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଗିଫ୍ଟ ଦେଇଛନ୍ତି ଶାହରୁଖ ଖାନ। କିଙ୍ଗ ଖାନଙ୍କ ଜନ୍ମଦିନରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ଟିଜର। ଶାହରୁଖ ୫୭ ତମ ଜନ୍ମଦିନରେ ୟଶରାଜ ଫିଲ୍ମ ‘ପଠାନ’ର ଟିଜର ରିଲିଜ କରିଛି। ଆଉ ଶାହରୁଖଙ୍କ ଫାନ୍ସଙ୍କୁ ଉପହାର ଦେଇଛି। ଆଉ ଟିଜରକୁ ଦେଖି ଫ୍ୟାନ୍ସ…

ଅଷ୍ଟ୍ରେଲିଆର ଏହି ୟୁନିଭରସିଟିରେ ଚାଲୁଛି ଶାହାରୁଖ ଖାନ୍‌ଙ୍କ ନାମରେ ସ୍କଲାରସିପ, ଜାଣନ୍ତୁ ଆବେଦନ ପ୍ରକ୍ରିୟା ଓ ଶେଷ…

ନୂଆଦିଲ୍ଲୀ : ଶାହାରୁଖ ଖାନ୍‌ ବଲିଉଡରେ ଜଣେ ସୁପର ଷ୍ଟାର ଅଭିନେତା । ଫିଲ୍ମ ଛଡ଼ା ତାଙ୍କର ଆଉ ଏକ ପରିଚୟ ହେଉଛି,ସେ ସାମାଜିକ କାର୍ଯ୍ୟରେ ଜଡିତ ରହିଥାନ୍ତି । ଅଷ୍ଟ୍ରେଲିଆର ଲା ଟ୍ରୋବ ୟୁନିଭରସିଟିରେ ଭାରତୀୟ ଛାତ୍ରଙ୍କ ପାଇଁ ଶାହାରୁଖ ଖାଙ୍କ ନାମରେ ଏକ ସ୍କଲାରସିପ ଚାଲେ । ଯାହାକୁ କିଛି…

ବଲିଉଡ୍‌ ସେଲିବ୍ରିଟି ମଧ୍ୟ ପାଳୁଛନ୍ତି ସ୍ୱାଧୀନତା ଦିବସ, ନିଆରା ଅନ୍ଦାଜରେ ଅଭିନନ୍ଦନ ଜଣାଇଲେ ଶାହାରୁଖ-ସଲମାନ୍‌

ଆଜି ୭୬ ତମ ସ୍ୱାଧୀନତା ଦିବସ ପାଳୁଛି ସାରା ଦେଶ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ତ୍ରିରଙ୍ଗାରେ ସଜେଇ ହୋଇଛି। ଦେଶର କୋଣ ଅନୁକୋଣରେ ନୁହେଁ, ବରଂ ଆଜି ସବୁ ଘରେ ତ୍ରିରଙ୍ଗା ଉଡ଼ୁଛି। ସ୍ୱାଧୀନତାର ଏହି ଉତ୍ସବ ବଲିଉଡ୍‌ରେ ବି ଦେଖିବାକୁ ମିଳିଛି। ବଲିଉଡ୍‌ର ବାଦଶାହ…

‘ଡଙ୍କି’ର ସୁଟିଂ ସେଟରୁ ଲିକ୍ ହେଲା ଶାହରୁଖ ଓ ତାପ୍‌ସୀଙ୍କ ଫଟୋ, ନିର୍ଦ୍ଦେଶକ ରାଜକୁମାର ହିରାନୀ…

ସୁପରଷ୍ଟାର ଶାହରୁଖ ଖାନ ଓ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ହିରାନୀ ଏକାଠି ଡଙ୍କି ନାମକ ପ୍ରୋଜେକ୍ଟରେ କାମ କରୁଛନ୍ତି। ବଲିଉଡର ଦୁଇ ବଡ଼ ସେଲିବ୍ରିଟି ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି। ଚାରି ବର୍ଷ ପରେ ଶାହରୁଖଙ୍କ ଫିଲ୍ମର କିଛି ଫଟୋ ସାମ୍ନାକୁ…