Browsing Tag

sleep

ଅଧା ରାତିରେ ଝଟକା ଲାଗି ଭାଙ୍ଗି ଯାଉଛି କି ନିଦ ? ଜାଣନ୍ତୁ ଏହା ସ୍ୱାଭାବିକ ନା କିଛି ରୋଗର ଲକ୍ଷଣ

ଶୋଇବା ସମୟରେ ଅନେକ ଥର ଏହା ଅନୁଭବ ହୋଇଥାଏ ଯେପରି ଆପଣ ହଠାତ୍ ତଳକୁ ଖସି ପଡୁଛନ୍ତି କିମ୍ବା ଶରୀରକୁ ଜୋରଦାର ଝଟକା ଲାଗୁଛି। ଏହା ସ୍ୱାଭାବିକ ନା ଏହା କିଛି ରୋଗର ଲକ୍ଷଣ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆସିଥାଏ ତେବି ଏହାର କାରଣ କ’ଣ, ଆସନ୍ତୁ ଜାଣିବା। ଏହି ଝଟକା ଅନୁଭବ ହୁଏ…

ନିଦ ନହେଉଥିଲେ ଭୋଗିବେ ଡିମେନ୍ସିଆ, କେଉଁ ବୟସର ବ୍ୟକ୍ତି କେତେ ନିଦ୍ରା ଯିବା ଉଚିତ ଜାଣନ୍ତୁ ….

ବ୍ରିଟେନର କେମ୍ବ୍ରିଜ ୟୁନିଭରସିଟିରେ ନିଦକୁ ନେଇ ହେଉଥିବା ରିସର୍ଚ୍ଚରେ ସହଯୋଗୀ ଥିବା ପ୍ରଫେସର ବାରବରା ସହାକିୟାନଙ୍କ ଅନୁସାରେ ଭଲ ନିଦ ଜୀବନରେ ନିହାତି ଆବଶ୍ୟକ । ଖାସ କରି ବୟସ ବଢିଲେ ଏହା ଉପରେ ବେଶୀ ଧ୍ୟାନ ଦେବା ଉଚିତ । ଏହି ରିସର୍ଚ୍ଚରେ ଏହା ମଧ୍ୟ ସାମନାକୁ ଆସିଛି କି ୩୮ବର୍ଷରୁ…

ଗାଡିରେ ଗଲେ କାହିଁକି ନିଦ ହୋଇଯାଏ ? ଏହା ପଛର କାରଣ ସବୁ ଜାଣନ୍ତୁ

କାରରେ ଯିବା ଆସିବା ସମୟରେ କାହିଁକି ନିଦ ଲାଗିଥାଏ । ଅନେକ ଏକଥା ମଧ୍ୟ କହିଥାନ୍ତି କି ସେମାନଙ୍କୁ ଗାଡିରେ କିମ୍ବା କାରରେ ଯିବା ବେଳେ ନିଦ ହୋଇଯାଏ । କିନ୍ତୁ ଏହା ପଛର କାରଣ କଣ । କେବେ ଜାଣିବାକୁ ଚେଷ୍ଠା କରିଛନ୍ତି । ଏହା ଉପରେ ବି ରିସର୍ଚ୍ଚ କରାଯାଇଛି । ରିସର୍ଚ୍ଚରୁ ଏହା ଜଣାପଡିଛି…

ରାତିରେ ଶୀଘ୍ର ନିଦ ହେଉନଥିଲେ ଖାଆନ୍ତୁ ଏହି ଗୋଟିଏ ଜିନିଷ, ୨ ମିନିଟ୍‌ରେ ଆରାମରେ ଶୋଇଯିବେ

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ନିଦ ଜରୁରୀ। ରାତିରେ ଠିକ୍‌ ଭାବେ ନ ଶୋଇଲେ ତା’ ପର ଦିନ ଚିଡ଼ଚିଡ଼ା ଓ ମାନ୍ଦା ଲାଗେ। ଅଧିକାଂଶ ଲୋକଙ୍କ ଠାରେ ରାତିରେ ନିଦ ନ ହେବା ସମସ୍ୟା ଦେଖାଯାଏ। ସେହିପରି ଦିନରେ କିଛି ସମୟ ଶୋଇ ପଡ଼ିଲେ ବି ରାତିରେ ଆଉ ନିଦ ହୋଇନଥାଏ। ଦୀର୍ଘ ସମୟ ଧରି ଖଟରେ ଏପଟ ସେପଟ…

ଭୋଜନ ପରେ ନିଦ କାହିଁକି ଆସେ, ଜାଣନ୍ତୁ ଏହାର କାରଣ

ଏମିତି ବି କେତେକ ଖାଦ୍ୟ ଅଛି ଯାହାକୁ ଖାଇବାମାତ୍ରେ ନିଦ ଆସେ। ଆମମାନଙ୍କ ଭିତରୁ ଅନେକ ଲୋକଙ୍କର ଏପରି ଧାରଣା ଯେ ଖାଇ ସାରିଲେ ଶୋଇବା ସ୍ୱାସ୍ଥ୍ୟପକ୍ଷେ ଭଲ। ଆଉ କିଛି ଲୋକ ମନେ କରନ୍ତି ଯେ ଖାଇ ଶୋଇଲେ ବଢ଼ଇ ଆୟୁ। କେତେକ ଲୋକ କୁହନ୍ତି ଯେ ଖାଇବା ପରେ ସେମାନଙ୍କୁ ନିଦ ମାଡିଥାଏ । ଲଞ୍ଚ ବା…

ମାତ୍ର ଦୁଇ ମିନିଟରେ ଆସିଯିବ ନିଦ, ଯୁଦ୍ଧ ସମୟରେ ଏହି କୌଶଳକୁ ଆପଣାନ୍ତି ସୈନିକ

ବେଡରେ ଅଧିକ ସମୟ ପଡି ମଧ୍ୟ ନିଦ ହେଉନାହିଁ କି ? ନିଦ ନ ହୋଇ ମଧ୍ୟ ରାତି ବିତିଯାଉଛି ? ଯଦି ଆପଣଙ୍କୁ ବି ଶେଯକୁ ଯିବା ପରେ ଘଣ୍ଟାଏ ପର୍ଯ୍ୟନ୍ତ ନିଦ ଆସିନଥାଏ, ତେବେ ଏମିତି ଉପାୟଆମେ ଜଣାଇବୁ, ଯାହାକୁ ବ୍ଯବହାର କରିବା ମାତ୍ରେ ସଙ୍ଗେ ସଙ୍ଗେ ନିଦ ଆସିଯିବ। ପ୍ରତିବର୍ଷ ମାର୍ଚ୍ଚ ମାସର…

ପାର୍ଟନରଙ୍କ ସହ ଶୋଇବା ଦ୍ୱାରା ଦୂର ହୁଏ ଏସବୁ ରୋଗ

ନିଦ ଆମ ପାଇଁ ଖୁବ ଜରୁରୀ ହୋଇଥାଏ। ଏଣୁ ପ୍ରତିଦିନ ୭ ଘଣ୍ଟା ଲେଖାଏଁ ଶୋଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏକୁଟିଆ ଶୋଇବା ତୁଳନାରେ ପାର୍ଟନରଙ୍କ ସହ ଶୋଇବା ଅଧିକ ଲାଭଦାୟକ ହୋଇଥାଏ। ଏକ ରିସର୍ଚ୍ଚ ମୁତାବକ ସ୍ଵାମୀଙ୍କ ସହ କିମ୍ବା ଯାହାକୁ ଭଲ ପାଉଛୁ ତାଙ୍କ…

ଜାଣନ୍ତୁ ବିନା କପଡ଼ାରେ ଶୋଇଲେ କ’ଣ କୁହନ୍ତି ଡାକ୍ତର?

ବିନା କପଡ଼ାରେ ଶୋଇଲେ ଶରୀର ପାଇଁ କ’ଣ ଲାଭଦାୟକ କି? ଏମିତି ଶୋଇବାରେ କ’ଣ ଭଲ ନିଦ ହୋଇଥାଏ କି? ଯଦି ଆପଣଙ୍କ ମନରେ ଏହାକୁ ନେଇ କିଛି ପ୍ରଶ୍ନ ଆସେ, ତା’ହେଲେ ଆମେ ଆପଣଙ୍କୁ ନିବସ୍ତ୍ର ଶୋଇବାକୁ ନେଇ ବୈଜ୍ଞାନିକ ଏବଂ ଡାକ୍ତରମାନେ କ’ଣ କହିଥାଆନ୍ତି, ତାହା ଜଣେଇବାକୁ ଯାଉଛୁ। ନ୍ୟାଶନାଲ…

ସକାଳୁ ଉଠି ପିଅନ୍ତୁ ନାହିଁ ରାତିରେ ରଖିଥିବା ପାଣି, ଭଲ ନିଦ ପାଇଁ ଖାଆନ୍ତୁ ଏହି ଜିନିଷ

ସବୁବେଳେ ଯେଉଁ ମାନଙ୍କୁ ସକାଳୁ ଉଠିବା ମାତ୍ରକେ ପାଣି ପିଇବାର ଅଭ୍ୟାସ ରହିଥାଏ ସେମାନେ ଶୋଇବା ପାଖରେ ପାଣି ରଖି ଶୋଇ ଥାଆନ୍ତି। କିନ୍ତୁ ଏମିତି କରିବା ବୈଜ୍ଞାନିକ ଦ୍ରୁଷ୍ଟିକୋଣରୁ ଭୁଲ ଅଟେ। କାରଣ ରାତି ସମୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ଗ୍ୟାସ ବାହାରିଥାଏ ଯାହା ସକାଳ…

ଅଧା ନିଦ ହୋଇଥାଏ ଅନେକ ରୋଗର କାରଣ, ଜାଣନ୍ତୁ କଣ

ବ୍ୟସ୍ତବହୁଳ ଜୀବନରେ ଚିନ୍ତା ଏବଂ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ମୋବାଇଲର ବ୍ୟବହାର ଦ୍ବାରା ଲୋକଙ୍କ ଶୋଇବା ସମୟ ଧିରେଧିରେ କମ ହେବାରେ ଲାଗିଛି। ଶରୀର ଏକ ମେସିନ ଭଳି ଏଣୁ ଏହାକୁ ସଠିକ୍ ଭାବେ କାର‌୍ୟ୍ୟରତ କରାଇବା ପାଇଁ ଶରୀରକୁ ସଠିକ୍ ପରିମାଣର ନିଦ ଆବଶ୍ୟକ ହୋଇଥାଏ। ଅଧା-ଖଣ୍ଡିଆ ନିଦ…

୬ ଘଣ୍ଟାରୁ କମ୍ ଶୋଇବା ଦ୍ବାରା ଆପଣଙ୍କୁ ହୋଇପାରେ ଏହି ମାରାତ୍ମକ ରୋଗ

ଏକ ଭଲ ଏବଂ ଶାନ୍ତିଭରା ନିଦ ସମସ୍ତଙ୍କ ନିହାତି ଆବଶ୍ୟକ। ସମସ୍ତେ ଚାହାଁନ୍ତି ଦିନ ସାରାର ଥକ୍କାକୁ ମେଣ୍ଟାଇବା ପାଇଁ ରାତିରେ ଗଭୀର ନିଦରେ ଶୋଇବେ। ଭଲ ନିଦ ଆପଣଙ୍କୁ କେବଳ ତାଜା ରଖି ନଥାଏ ବରଂ ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଯେଉଁ ଲୋକ କମ୍ ଶୋଇଥାନ୍ତି ସେମାନଙ୍କୁ ମାରାତ୍ମକ…

ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଅଥବା ଲାଗିବ ଖୁବ ଜୋରରେ ନିଦ …

ମଣିଷ ବଂଚିବା ପାଇଁ ନାନାଧି ପ୍ରକାରର ଖାଦ୍ୟ ଖାଇଥାଏ । କିଛି ଖାଇବା ପାଟିକୁ ସ୍ବାଦିଷ୍ଟ ଲାଗେ ତା କିଛି ପେଟ ପୁରାଇବା ପାଇଁ ଖିଆ ଯାଇଥାଏ। ଖାଦ୍ୟ ମଧ୍ୟରେ କିଛି ଆମିଷ ହୋଇଥାଏ ତ କିଛି ନିରାମିଷ ହୋଇଥାଏ। ତେବେ ଏମିତି କିଛି ଖାଦ୍ୟ ଅଛି ଯାହା ଖାଇବାପରେ ନିଦ ଲାଗେ। ଆସନ୍ତୁ ଜାଣିବା ସେହି…