Browsing Tag

smartphone

ଆପଣଙ୍କ ସ୍ମାର୍ଟଫୋନରେ ଷ୍ଟୋରେଜ୍ ସମସ୍ୟା ରହିଛି କି ? ଏହାର ସମାଧାନ କରିବ ଗୁଗୁଲର ଏହି ଆପ୍

ଆଜିର ସମୟରେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଯାହାର ହାତରେ ସ୍ମାର୍ଟଫୋନ୍ ନାହିଁ। ଆମେ ସ୍ମାର୍ଟଫୋନ୍ ଉପରେ ଏତେ ନିର୍ଭରଶୀଳ ଯେ ଆମର ସମସ୍ତ କାର୍ଯ୍ୟ ଏବଂ ମନୋରଞ୍ଜନ ଆମ ଫୋନରେ କରିଥାଉ। ଏପରି ପରିସ୍ଥିତିରେ, ଫୋନର ଇଣ୍ଟେରନାଲ ଷ୍ଟୋରେଜ୍ ଅତି ଶୀଘ୍ର ଫୁଲ ହୋଇଯାଏ। ଯଦି ଆପଣ ମଧ୍ୟ…

JIO ୟୁଜର୍ସଙ୍କ ପାଇଁ ଦମଦାର ସୁଯୋଗ! ଏଣିକି ବିନା SIMରେ ଗୋଟିଏ ସ୍ମାର୍ଟଫୋନରେ ଚଳାଇ ପାରିବେ ୫ଟି ନମ୍ବର, ଜାଣନ୍ତୁ…

ପ୍ରାଇଭେଟ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏପରି ଏକ ଆଶ୍ଚର୍ଯ୍ୟଜନକ ଅଫର ଆଣିଛି। ଯାହାଫଳରେ ଆପଣ ଗୋଟିଏ ସ୍ମାର୍ଟଫୋନରେ ପାଞ୍ଚଟି ନମ୍ବର ବ୍ୟବହାର କରିପାରିବେ ଏବଂ ଯଦି ଆପଣ ଚାହାଁନ୍ତି ତେବେ ଆପଣ ଫୋନରେ ସିମ୍ ଭର୍ତ୍ତି ନକରି ଟେଲିକମ୍ ସେବା ଗୁଡିକର ଲାଭ ଉଠାଇ ମଧ୍ୟ ପାରିବେ। ବାସ୍ତବରେ…

ଜରୁରୀକାଳୀନ ପରିସ୍ଥିତିରେ ସ୍ମାର୍ଟଫୋନ ବଞ୍ଚାଇବ ଆପଣଙ୍କ ଜୀବନ, ଜାଣନ୍ତୁ ଟ୍ରିକ

ସବୁବେଳେ ସମୟ ଠିକ୍ ନଥାଏ। ସେଥିପାଇଁ ଅନେକ ଲୋକ ତାଙ୍କ ଜୀବନରେ ଅନେକ ଅସୁବିଧାର ସାମ୍ନା କରିଥାନ୍ତି। କିନ୍ତୁ ସେହି ଜରୁରୀକାଳୀନ ପରିସ୍ଥିତିରେ ଯଦି ଆମ ଫୋନ୍ କାମରେ ନ ଆସେ ତେବେ ତାକୁ ନିଜ ପାଖରେ ରଖି କିଛି ଲାଭ ନାହିଁ। ତେଣୁ ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଏହାକୁ…

ଆପଣଙ୍କ ଫୋନ୍ ବାରମ୍ବାର ହ୍ୟାଙ୍ଗ ହେଉଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ଆଜିର ଆଧୁନିକ ଯୁଗରେ ସମସ୍ତଙ୍କ ହାତରେ ଅଛି ସ୍ମାର୍ଟଫୋନ୍। ବର୍ତ୍ତମାନ ବ୍ୟାଙ୍କ ଠାରୁ ଆରମ୍ଭ କରି ଅନ୍ଲାଇନ୍ରୁ ସପିଙ୍ଗ କରିବା ପର୍ଯ୍ୟନ୍ତ ଅନେକ କାମରେ ସାହାଯ୍ୟ କରୁଛି ସ୍ମାର୍ଟଫୋନ। ଖାସକରି ସବୁ କାମକୁ ସହଜ କରେ ଏହି ସ୍ମାର୍ଟଫୋନ, କେବଳ ଗୋଟେ ସେକେଣ୍ଡରେ। ହେଲେ ସବୁ କାମ ସହଜ…

ମାତ୍ର ୧୯୦ ଟଙ୍କାରେ କିଣନ୍ତୁ Oppo A53s 5G ସ୍ମାର୍ଟଫୋନ, ଫ୍ଲିପକାର୍ଟ ସେଲରେ ମିଳୁଛି ଜବରଦସ୍ତ ଅଫର

ଫେବୃଆରୀ ମାସ କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି ଏବଂ ଏଭଳି ପରିସ୍ଥିତିରେ ଫ୍ଲିପକାର୍ଟ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ମାର୍ଟଫୋନ୍ ବିକ୍ରୟ, ଫ୍ଲିପକାର୍ଟ ମନ୍ଥ -ଏଣ୍ଡ ମୋବାଇଲ୍ ଫେଷ୍ଟ (Flipkart Month-End Mobiles Fest) ଆଣିଛି । ଫେବୃଆରୀ ୨୩ ରୁ ଫ୍ଲିପକାର୍ଟର ଆପ୍ ଏବଂ…

ସ୍ମାର୍ଟଫୋନକୁ ଶୀଘ୍ର ଚାର୍ଜ କରିବା ପାଇଁ ବ୍ୟକ୍ତି ଜଣକ କଲେ ଏଭଳି ଏକ୍ସପେରିମେଣ୍ଟ, ଥରେ ଆପଣ ବି ଦେଖନ୍ତୁ ..

ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ସମସ୍ତେ ଚାର୍ଜର ବ୍ୟବହାର କରନ୍ତି। କିନ୍ତୁ ଚାର୍ଜର ଲଗାଇବା ପରେ ଆମକୁ ଜଣାନଥାଏ ଯେ ଏହା ଫୁଲ ଚାର୍ଜ ହେବା ପାଇଁ ସଠିକ ରୂପେ କେତେ ସମୟ ଲାଗିବ। ହୁଏତ ଭଲ ବା ନୂଆ ଚାର୍ଜର ହୋଇଥିଲେ ୧ ଘଣ୍ଟା ଲାଗିବ। କିନ୍ତୁ ଖରାପ ହୋଇଥିଲେ ଏହା ହୁଏତ ଅଧିକ ସମୟ…

ମାତ୍ର ୧ ଟଙ୍କାରେ ମିଳିବ ହଜାରେ ଟଙ୍କିଆ ଇୟରଫୋନ୍‌, ଫ୍ଲିପକାର୍ଟ ସେଲରେ ମିଳୁଛି ଜବରଦସ୍ତ ଅଫର

Infinix ର ପ୍ରଥମ ୫ଜି ସ୍ମାର୍ଟଫୋନ୍‌ Infinix Zero 5G ଭାରତରେ ସେଲ ଆରମ୍ଭ ହୋଇଯାଇଛି। ଏହି ଫୋନକୁ ୧୪ ଫେବୃୟାରୀରେ ଭାରତରେ ଲଞ୍ଚ୍‌ କରାଯାଇଥିଲା। ଏହି ସ୍ମାର୍ଟଫୋନ୍‌ ୧୮ ତାରିଖ ଠାରୁ ସେଲ ପାଇଁ ଉପଲବ୍ଧ ହୋଇସାରିଛି। ଇ-କମର୍ସ ସାଇଟ ଫ୍ଲିପକାର୍ଟରେ ଏହାର ବିକ୍ରି କରାଯାଉଛି। ଏହି…

ଇ-କମର୍ସ ପ୍ଲାଟଫର୍ମରେ କମ ଦାମରେ ବିକ୍ରି ହେଉଛି IPhone 12 ସ୍ମାର୍ଟଫୋନ, ୧୫ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଛି…

ବର୍ତ୍ତମାନ iphone 12 କିଣିବାର ଏକ ବଡ଼ ସୁଯୋଗ ଆସିଛି, କାରଣ iphone 12 ର ମୂଲ୍ୟ ବହୁତ ହ୍ରାସ ପାଇଛି । ହଁ, ଯଦି ଆପଣ ଏକ ଆଇଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର । iphone 12 ରେ ଆମାଜନ ଏବଂ ଫ୍ଲିପକାର୍ଟ ୨୧ ପ୍ରତିଶତ ଡ଼ିସକାଉଣ୍ଟ ଘୋଷଣା କରିଛି ।…

ଆଖି ପ୍ରତି ବିପଦଜ୍ଜନକ ହୋଇଥାଏ ଅନ୍ଧାରରେ ମୋବାଇଲ୍ ଫୋନ୍ ବ୍ୟବହାର, ଜାଣନ୍ତୁ ଏହାର କାରଣ

ଆଜିର ସମୟରେ ମୋବାଇଲ୍ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ସମସ୍ତେ ଘରୁ ଅଫିସ୍ ପର୍ଯ୍ୟନ୍ତ ମୋବାଇଲ୍ ଉପରେ ନିର୍ଭରଶୀଳ। କେବଳ ମୋବାଇଲ୍ ନୁହେଁ, ଲାପଟପ୍ ଏବଂ କମ୍ପ୍ୟୁଟର ମଧ୍ୟ ଅଧିକ ବ୍ୟବହାର କରାଯାଉଛି। କିନ୍ତୁ ଆପଣଙ୍କର ବୋଧହୁଏ କୌଣସି ଧାରଣା ନାହିଁ ଯେ ଏଥିରୁ ବାହାରୁଥିବା…

ମୋବାଇଲ ପ୍ରି-ଇନଷ୍ଟଲ୍ ଆପକୁ ଏବେ କରିପାରିବେ ଡିଲେଟ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ବର୍ତ୍ତମାନ ଚାଲିଛି ସ୍ମାର୍ଟଫୋନର ଦୁନିଆ। ଆଜି ଆମ ଜୀବନରେ ସ୍ମାର୍ଟଫୋନ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। କାରଣ ଆମର ସବୁ କାମ ଏବେ ଫୋନରେ ହିଁ ହେଇଯାଉଛି। ଫୋନ୍ ପାଇଁ ଆମର ସବୁ କାମ କମ୍ ସମୟରେ ହେଇଯାଉଛି। କିନ୍ତୁ ଆମକୁ ନିଜ ଫୋନର ଯତ୍ନ ମଧ୍ୟ ନେବା ଦରକାର୍ । ବେଳେ ବେଳେ ଆମେ ଫୋନରେ…

Smartphoneର ଷ୍ଟୋରେଜ ବଢ଼ାଇବା ପାଇଁ ଡାଉନଲୋଡ଼ କରନ୍ତୁ ଏହି ୫ଟି App

ସମୟର ଗତି ସହିତ ସ୍ମାର୍ଟଫୋନ୍ ବ୍ୟବହାର ବୃଦ୍ଧି ବର୍ତ୍ତମାନ ପାଉଛି । ସ୍ମାର୍ଟଫୋନ୍ କିଣିବାବେଳେ, ଆମେ ଅନେକ ଫିଚର ପ୍ରତି ଧ୍ୟାନ ଦେଇଥାଉ, ସେଥିମଧ୍ୟରୁ ଗୋଟିଏ ହେଉଛି ଫୋନର ଷ୍ଟୋରେଜ୍। ଯଦି 'ମେମୋରୀ ଫୁଲ୍'ର ନୋଟିଫିକେସନ ଆପଣଙ୍କ ଫୋନରେ ବାରମ୍ବାର ଆସୁଛି, ତେବେ ଆଜି ଆମେ ଆପଣଙ୍କୁ ଏପରି…

ସ୍ମାର୍ଟଫୋନ୍‌ରେ ଦେଖନ୍ତୁ ସାଧାରଣତନ୍ତ୍ର ଦିବସର ଲାଇଭ୍‌ ପରେଡ୍‌, ଫଲୋ କରନ୍ତୁ ଏହି ଉପାୟ

ଆଜି ଜାନୁଆରୀ ୨୬। ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗୌରବର ଦିନ। ପୂରା ଦେଶରେ ଏହି ଐତିହାସିକ ଦିନକୁ (Republic Day Parade Live Stream) ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ସାଧାରଣତନ୍ତ୍ର ଦିବସ…