Browsing Tag

snake

କୁଚିଣ୍ଡା ବନ ବିଭାଗ ପକ୍ଷରୁ ବିରାଟ ଅଜଗର ଉଦ୍ଧାର

କୁଚିଣ୍ଡା:  ବାମରା ବନ୍ୟ ପ୍ରାଣୀ ଡିଭିଜନର କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ କୁନ୍ତରା (ଉର୍ଲୁମୁଣ୍ଡା)ଗାଁ ନିକଟକରୁ ଅଜଗର ସାପ ଉଦ୍ଧାର । ଜଣେ ଜନୈକ ବ୍ୟକ୍ତିଙ୍କ ବାଡ଼ି ପଛ ପଟରୁ ଏକ ପାହାଡ଼ି ଅଜଗର ସାପ ବାହାରିଥିଲା । ସାପ ଦେଖିବା ପାଇଁ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ…

ସାପ ଓ ମଣିଷର ଏମିତି ସମ୍ପର୍କ କେବେ ଦେଖିଛନ୍ତି କି? ଅଜାଣତରେ ବନ୍ଧୁତ୍ବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି…

ବାଙ୍କୀ: କଟକ ଜିଲ୍ଲାର ବାଙ୍କୀ ସବଡିଭିଜନରେ ଏକ ଆଶ୍ଚର୍ଯ୍ଯ କଲା ଭଳି ଘଟଣା ଦେଖିବାକୁ ମିଳୁଛି। ଘଟଣାଟି ହେଉଛି କି ଏକ ମାଛ ବ୍ୟବସାୟୀ ସହ କିଛି ଧଣ୍ଡ ସାପ ମାନଙ୍କ ସମ୍ପର୍କ। ମାଛ ବ୍ୟବସାୟୀ ଦୁର୍ଯ୍ୟୋଧନ ବାବୁ ଯିଏକି ପେଶାରେ ଜଣେ ଟେଲର। ସେ ଦୀର୍ଘ ଦିନ ହେବ ବାଙ୍କୀ କଲେଜ ରୋଡ଼ସ୍ଥିତ ଏକ…

କୋରାପୁଟ : ଟିଭି ପଛପଟୁ ବାହାରିଲା ୪ ଫୁଟ ଲମ୍ବର ନାଗସାପ

କୋରାପୁଟ : ଟିଭି ପଛପଟୁ ବାହାରିଲା ନାଗସାପ । କୋରାପୁଟ ସୁନାବେଡା ଥାନା ଥାଟପଦରଗୁଡା ଗାଁର ଜଗନ୍ନାଥ ନାୟକଙ୍କ ଘରୁ ସାପ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ଟିଭି ଅନ୍‌ କରିବାକୁ ଯିବା ବେଳେ ସାପକୁ ଦେଖିବାକୁ ପାଇଥିଲେ । ଖବର ପାଇ ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ପହଞ୍ଚି ୪ ଫୁଟ ଲମ୍ବର…

ଡେଣା ନଥିଲେ ବି କେମିତି ଉଡ଼େ ସାପ? ରହସ୍ୟରୁ ପର୍ଦ୍ଦା ଉଠାଇଲେ ବୈଜ୍ଞାନିକ

ଦୁନିଆରେ ଅନେକ ପ୍ରକାରର ସାପ ଅଛନ୍ତି। କିଏ ଅତ୍ୟଧିକ ବିଷାକ୍ତ ତ ଆଉ କିଏ କମ୍‌। ସେହିପରି କେତେକ ସ୍ଥଳ ଭାଗରେ ରୁହନ୍ତି ତ ଆଉ କେତେକ ଜଳରେ। ସାପ ପ୍ରାୟତଃ ତଳେ ଘୁଷୁଡ଼ି ଘୁଷୁଡ଼ି ଚାଲେ ବୋଲି ସମସ୍ତେ ଜାଣନ୍ତି। ମାତ୍ର ପୃଥିବୀରେ ଏମିତି ବି ସାପ ଅଛନ୍ତି ଯେଉଁମାନେ ଉଡ଼ିପାରନ୍ତି। ବୋଧେ ଖୁବ୍‌…

ସାପ ଶୁଣିପାରେନି, ତାହେଲେ କେମିତି ସପେରା ବିନର ତାଳେ ତାଳେ କରିଥାଏ ଡ୍ୟାନ୍ସ ! କେବେ ଭାବିଛନ୍ତି ଏହାର କାରଣ

ସାପକୁ ଶୁଭାଯାଇନଥାଏ କାରଣ ସାପର କାନ ନାହିଁ। କିନ୍ତୁ ଥରେ ଆପଣ ଭାବିଛନ୍ତି ସାପର ତ କାନ ନାହିଁ କିନ୍ତୁ ତାପରେ ମଧ୍ୟ ସେ ସପେରାର ବିନରେ କେମିତି ନାଚିଥାଏ। ଏହା କେମିତି ହୋଇଥାଏ ଆଜି ଆମେ ତାହାର ଉତ୍ତର ଜଣାଇବୁ। ସାପର କାନ ନାହିଁ ସେ କେବଳ ସପେରା ଦ୍ୱାରା ବିନରେ କରାଯାଉଥିବା ହରକତକୁ…

ଏଟିଏମ୍‌ରେ ଆତଙ୍କ : କଣ ଆପଣ ବି ଟଙ୍କା ଉଠାଇବାକୁ ଯାଆନ୍ତି, ତାହେଲେ ଥରେ ନିଶ୍ଚୟ ପଢନ୍ତୁ ଏହାକୁ

ଲକଡାଉନ ସମୟରେ ରାଜ ରାସ୍ତାରେ ଜଙ୍ଗଲୀ ପଶୁ ପକ୍ଷୀ ବୁଲୁଥିବା ଖବର ଆପଣ ଶୁଣିଛନ୍ତି। କିନ୍ତୁ କଣ ଆପଣ କେବେ ଏଟିଏମ ମେସିନରୁ ସାପ ବାହାରିବା ଖବର ଦେଖିଛନ୍ତି କିମ୍ବା ଶୁଣିଛନ୍ତି। ଆଜ୍ଞା ହଁ, ଆଜି ଯେଉଁ ଭିଡ଼ିଓ ଆମେ ଆପଣଙ୍କୁ ଦେଖାଇବୁ ତାକୁ ଦେଖିଲେ ଅପଣଙ୍କ ଲୋମ ଟାଙ୍କୁରି ଉଠିବ। ଥରେ…

ଲକଡାଉନ ସମୟରେ ପୋଲିସର ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ବ୍ୟକ୍ତି କଲେ ଏମିତି କାମ, କାମୁଡି ଦେଇଥିବା ସାପକୁ ଧରି…

ଯାଜପୁର ରୋଡ: ଯାଜପୁର ରୋଡରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲକଡାଉନ ସମୟରେ ପୋଲିସର ଲାଠିମାଡ଼ରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ବ୍ୟାସସରବର ବ୍ୟାସଦେବ ମନ୍ଦିରରେ ଆଶ୍ରା ନେଇଥିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ। ତେବେ ବ୍ୟକ୍ତି ଜଣଙ୍କ ଆଜି ମନ୍ଦିରରେ…

ସାପ ଧରି ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ବିପ୍ଳବ, ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରିସାରିଲେଣି ୧୮ ହଜାରରୁ ଅଧିକ ସାପ

ସାପ ଧରି ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ବିପ୍ଳବ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୮ ହଜାରରୁ ଅଧିକ ସାପ ଉଦ୍ଧାର କରି ସାରିଲେଣି। ବିପ୍ଳବ ସାପ ଧରୁ ଧରୁ ଏହା ରେକର୍ଡରେ ପରିଣତ ହୋଇ ଯାଇଛି। ତାଙ୍କ କାର୍ଯ୍ୟ ଲିମ୍‌କା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି। ସେ ବ୍ରାଭୋ ଇଣ୍ଟରନେସନାଲ ବୁକ୍ ଅଫ୍…

ପଟ୍ଟାମୁଣ୍ଡାଇରେ ଖାଦ୍ୟରୁ ବାହାରିଲା ବିଷାକ୍ତ ସାପ, ଭୋଜି ଖାଇଥିବା ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି

ପଟ୍ଟାମୁଣ୍ଡାଇ : ଖାଦ୍ୟରୁ ବାହାରିଲା ବିଷାକ୍ତ ସାପ। ଭୋଜି ଚାଲିଥିବା ବେଳେ ଶେଷରେ ଖାଦ୍ୟରୁ ବାହାରିଥିଲା ବିଷାକ୍ତ ସାପ। ଏଭଳି ଅଭାବନୀୟ ପରିସ୍ଥିତି ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗାଁରେ। ଗାଁର ଏକ ମହିଳା ଗୋଷ୍ଠୀ ସ୍ଥାନୀୟ ମନ୍ଦିରରେ ଭୋଜି ଆୟୋଜିତ କରିଥିଲେ। ପ୍ରାୟ ୩୦ଟି…

ଦୀର୍ଘ ୩୦ ମିନିଟ୍ ଧରି ବିଷାକ୍ତ ସାପକୁ ଉସୁକାଉଥିଲେ ବ୍ଯକ୍ତି, ତାପରେ ଯାହା ହେଲା ଜାଣିଲେ ଉଡିଯିବ ହୋସ୍

ନିଶା ମଣିଷର ହିତାହିତ ଜ୍ଞାନକୁ ସମ୍ପୂର୍ଣ୍ଣ ବେଲଗାମ୍ କରିଦେଇଥାଏ । ସେ କଣ କରେ କାହାକୁ କଣ କହେ ସେ ବିଷୟରେ ସେ ନିଜେ ମଧ୍ଯ କିଛି ଜାଣିପାରିନଥାଏ । ବର୍ତ୍ତମାନ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଜାଣିବାପରେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ରାଜସ୍ଥାନ ଦୌସା ଜିଲ୍ଲା ବାଂଦିକୁଇରେ ଏହି…

ନିଆଳି: ସୋ ରୁମରେ ନୂଆ ସ୍କୁଟି ଭିତରୁ ବାହାରିଲା ନାଗସାପ, ପିଟିପିଟି ମାରିଦେଲେ ଲୋକେ

ନିଆଳି: ନୂଆ ସ୍କୁଟି ଭିତରୁ ବାହାରିଲା ନାଗସାପ । ସୋ ରୁମ୍ ଭିତରେ ଅଚାନକ ନାଗ ସାପକୁ ଦେଖି ସମସ୍ତେ ହୋଇଗଲେ ଭୟବୀତ । କଟକ ଜିଲ୍ଲା ନିଆଳି ବଜାରରେ ଦେଖିବାକୁ ମିଳିଛି ଏହି ଘଟଣା । ନିଆଳି ବଜାର ଉପରେ ଥିବା ୟାମାହା ସୋ ରୁମରେ ସମୁଦାୟ ୧୫ଟି ଦୁଇ ଚକିଆ ଗାଡି ଥୁଆ ହୋଇଥିବାବେଳେ ସେଥିରୁ ୭ଟି…

ଭୁବନେଶ୍ୱର : ସାପ ଖାଇଲା ସାପକୁ, ଦେଖନ୍ତୁ ଏହି ଅଦଭୁତ ଦୃଶ୍ୟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ନିଜ ପ୍ରଜାତିର ହେଲେ ବି ଗୋଟିଏ ସାପକୁ ଖାଇଲା ଆଉ ଗୋଟିଏ ସାପ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସବୁ ବେଳେ ଜୀବଜନ୍ତୁଙ୍କୁ ନିଜ ଆହାର ବନାଉଥିବା ବୋଡ଼ା ସାପକୁ ଗିଳିଛି ଏକ ରଣା ସାପ । ଏହି ଘଟଣା ଘଟିଛି ଭୁବନେଶ୍ୱର ତାଳସରି ବସ୍ତରେ । ପ୍ରାୟ ୧୦ ଫୁଟରୁ ଅଧିକ ଲମ୍ବ…