Browsing Tag

sonu sood

ଏବେ ଏହି ଫିଲ୍ମରେ ନଜର ଆସିବେ ସୋନୁ ସୁଦ, ଟୁଇଟ କରି ଅମିତାଭ ବଚ୍ଚନ ଦେଲେ ସୂଚନା

ଗତ ବର୍ଷ କରୋନା କାଳରେ ପ୍ରବାସୀ ଶ୍ରମିକ, ଦିନ ମଜୁରିଆ, ଅସହାୟ ଲୋକଙ୍କ ପାଇଁ ଭଗବାନ ସଦୃଶ ଛିଡ଼ା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଅଭିନେତା ଏବେ ଆଗାମୀ ସମୟରେ ଫିଲ୍ମ 'କିଷାନ'ରେ ନଜର ଆସିବେ। ଏ ନେଇ ବଲିଉଡ ମହାନାୟକ ଅମିତାଭ…

କ୍ରିସ୍‌ମାସ୍‌ରେ ଅଚାନକ ଫ୍ୟାନ୍‌ଙ୍କ ଫୁଡ୍‌ ଷ୍ଟଲରେ ପହଞ୍ଚିଲେ ସୋନୁ ସୁଦ୍‌, ଖାଇଲେ ଫ୍ରାଇଡ୍‌ ରାଇସ୍‌ ଓ ନିଜ ହାତରେ…

ଲକ୍‌ଡାଉନ୍‌ ବେଳେ ଦେଶର ବଡ଼ ବଡ଼ କଳାକାରମାନେ ଘରେ କବାଟ କିଳି ବସିଥିବା ବେଳେ ଅଭିନେତା ସୋନୁ ସୁଦ୍‌ କିନ୍ତୁ ଗରିବ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କରୋନା ମଧ୍ୟରେ ସେ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଏଣୁ ଏବେ ସମସ୍ତେ ତାଙ୍କୁ ଦେବୂଦତ ଭାବେ ପୂଜା କରୁଛନ୍ତି।…

ଲୋକଙ୍କୁ ସାହାଯ୍ୟ କରି ୧୦ କୋଟି ଋଣରେ ବୁଡ଼ିକି ଅଛନ୍ତି ସୋନୁ ସୁଦ୍, ଭଉଣୀ କଲେ ବଡ଼ ଖୁଲାସା

କରୋନା ମହାମାରୀ ଲକଡାଉନ୍ ସମୟରେ ବଲିଉଡ୍ ଷ୍ଟାର ସୋନୁ ସୁଦ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ ଏବଂ ସେବା କରିଛନ୍ତି। ଲକଡାଉନରେ ଫସି ରହିଥିବା ହଜାର ହଜାର ଲୋକଙ୍କୁ ନେଇ ତାଙ୍କ ଘରେ ପହଁଚାଇଛନ୍ତି। ଅସହାୟକୁ ସାହାରା ଦେବା ସହିତ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଚାକିରି ଯୋଗାଇ ଦେଇ ରୋଜଗାରକ୍ଷମ…

ଗରିବଙ୍କ ଦେବଦୂତ ସୋନୁ ସୁଦ୍ ପୁଣି ଚର୍ଚ୍ଚାରେ, ନିଜ ସମ୍ପତ୍ତି ବନ୍ଧକ ରଖି ଅସହାୟଙ୍କୁ କରିବେ ସାହାଯ୍ୟ

କେନ୍ୟୁଜ୍(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ସୋନୁ ସୁଦ୍। କରୋନା କଟକଣା ମଧ୍ୟରେ ପ୍ରବାସୀ ଶ୍ରମିକ ମାନଙ୍କୁ ଘରକୁ ଫେରାଇ ଚର୍ଚ୍ଚାରେ ଥିବା ସୋନୁ ସୁଦ୍ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ଅସହାୟଙ୍କୁ ସାହାର୍ଯ୍ୟ କରିବା ପାଇଁ ନିଜ ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖି…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଅମନଙ୍କୁ ନୂଆ ଜୀବନ ଦେଲେ ସୋନୁ, ୧୨ ବର୍ଷ ପରେ ନିଜ ପାଦରେ ହେବେ ଠିଆ

ଅଭିନେତା ସୋନୁ ସୁଦ ନିଜ କାମ ଯୋଗୁଁ ସବୁବେଳେ ଚର୍ଚ୍ଚାରେ। ସୋନୁ ସୁଦଙ୍କୁ କରନାଲ ସ୍ଥିତ ଓ୍ବିର୍କ ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶ୍ବିନୀଙ୍କ ଭରପୂର ସହଯୋଗ ମିଳୁଛି। ସୋନୁ ସୁଦଙ୍କ ଯୋଗୁଁ ଗତ ୧୨ବର୍ଷ ହେବ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଛତିଶଗଡ଼ର ଅମନଙ୍କୁ ନୂଆ ଜୀବନ…

କୃଷକଙ୍କ ସମର୍ଥନରେ ଆଗକୁ ଆସିଲେ ସୋନୁ ସୁଦ୍, କହିଲେ- ‘କୃଷକ ମା’-ବାପାଙ୍କ ଠାରୁ କମ୍ ନୁହଁନ୍ତି’

କୃଷି ଆଇନକୁ ନେଇ ପୂରା ଦେଶରେ ସରକାରଙ୍କ ବିପକ୍ଷରେ କୃଷକଙ୍କ ରାଗ ବଢ଼ିବାରେ ଲାଗିଛି। କୃଷକମାନେ କିଛି ଦିନ ଧରି ନିଜ କ୍ରୋଧ ଜାହିର କରୁଛନ୍ତି। ଦେଶର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ଏହି ତାଲିକାରେ ଏବେ ସୋନୁ ସୁଦ୍ ମଧ୍ୟ ସାମିଲ ହୋଇଛନ୍ତି। ସୋନୁ…

ନିଜ ବିବାହରେ ସୋନୁଙ୍କୁ ବିହାର ଡାକିଲେ ଯୁବତୀ, ସୋସିଆଲ ମିଡିଆରେ ନିମନ୍ତ୍ରଣ ସ୍ୱୀକାର କରି ଏମିତି ପ୍ରତିକ୍ରିୟା ଦେଲେ…

ଅଭିନେତା ସୋନୁ ସୁଦ୍‌ ଏବେ କେବଳ ଜଣେ କଳାକାର ଭାବେ ନୁହେଁ ବରଂ ଅସହାୟ ଓ ଗରିବଙ୍କ ପାଇଁ ଦେବଦୂତ ମଧ୍ୟ ସାଜିଛନ୍ତି। କରୋନା ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ବେଳେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏଣୁ ଲୋକମାନେ ଏବେ ତାଙ୍କୁ ଭଗବାନ ଭାବେ ପୂଜା କରୁଛନ୍ତି। ସେହିପରି…

ସୋନୁ ସୁଦଙ୍କୁ ପଞ୍ଜାବ ରାଜ୍ଯର ଆଇକନ ଭାବେ ନିଯୁକ୍ତ କଲେ ନିର୍ବାଚନ କମିଶନ, ଲକଡାଉନରେ ଲୋକଙ୍କୁ କରିଥିଲେ ସାହାଯ୍ଯ

ଅଭିନେତା ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବ ରାଜ୍ୟର ଆଇକନ୍ ନିଯୁକ୍ତ କରିଛନ୍ତି। ଏହି ସୂଚନା ସୋମବାର ଏଠାରେ ଜାରି ଏକ ବୟାନରେ ଦିଆଯାଇଛି। ବୟାନରେ ପଞ୍ଜାବର ମୁଖ୍ଯ ନିବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ…

ହାଇଦ୍ରାବାଦର ସୁଟିଂସେଟ୍‌ରେ ସୋନୁଙ୍କୁ ସାହାଯ୍ୟ ମାଗିବାକୁ ପହଞ୍ଚିଗଲେ ଲୋକ, ଦେଖନ୍ତୁ ସେମାନଙ୍କୁ କେମିତି ସ୍ୱାଗତ…

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ସେ ଲକ୍‌ଡାଉନ୍‌ ବେଳଠୁ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଏବେ ବି ସୋନୁ ନିଃସ୍ୱାର୍ଥପର ସେବା ଜାରି ରଖିଛନ୍ତି। ଯିଏ ବି ଟ୍ଵିଟରରେ ସୋନୁଙ୍କୁ ସହାୟତା ମାଗୁଛି ସୋନୁ ତାକୁ ତୁରନ୍ତ…

ସୋନୁ ସୁଦ ପୂରା ଗାଁର ଝିଅଙ୍କୁ ସାଇକେଲ ଦେବାକୁ କଲେ ଘୋଷଣା, କହିଲେ, ‘ସାଇକେଲ ପହଞ୍ଚୁଛି, ବାସ ଚା’ କପେ…

ଲକଡାଉନ ପରଠାରୁ ବଲିଉଡ ଅଭିନେତା ସୋନୁ ସୁଦ ଲଗାତାର ଭାବେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସୋନୁ ଏକ ଗାଁର ସମସ୍ତ ଝିଅଙ୍କୁ ସାଇକେଲ ଦେବାକୁ ଘୋଷଣା କରିଛନ୍ତି। ସୂଚନାଥାଉ କି, 'ସନ୍ତୋଷ ଚୌହାନ ନାମକ ଟୁଇଟର ୟୁଜର ଟୁଇଟ କରି ଲେଖିଥିଲେ,…

ସୋନୁ ସୁଦ୍‌ଙ୍କ ସାହାଯ୍ୟ ଉପରେ ଉଠିଲା ପ୍ରଶ୍ନ, ୟୁଜର କହିଲେ ବର୍ଷର ସବୁଠୁ ବଡ଼ ଧୋକା; ପ୍ରମାଣ ସେୟାର କଲେ ସୋନୁ

କରୋନା ଯୋଗୁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ରିଲ୍‌ ଭିଲେନ୍‌ ସୋନୁ ସୁଦ୍‌ ରିୟଲରେ ହିରୋ ଭଳି ସମସ୍ତଙ୍କୁ ସାହାଯ୍ୟ କରିଥିଲେ। ସେ ଗରିବଙ୍କ ପାଇଁ ଦେବଦୂତ ପାଲଟି ଯାଇଥିଲେ। ନିଃସ୍ୱାର୍ଥପର ଭାବେ ବିନା କୌଣସି ଲାଭ ଆଶାରେ ସୋନୁ ରାତି ଦିନ ଏକ କରି ଲୋକଙ୍କ ସେବାରେ ଲାଗିପଡ଼ିଥିଲେ।…

ମେରୁଦଣ୍ଡ ଭାଙ୍ଗିଥିବା କୁନି ଝିଅର ଅପରେସନ୍‌ ଦାୟିତ୍ୱ ନେଲେ ସୋନୁ ସୁଦ୍‌, କହିଲେ ‘ପ୍ରସ୍ତୁତ ରୁହ ୨୮ରେ ହେବ ତୁମ…

କରୋନା କାଳରେ ଅଭିନେତା ସୋନୁ ସୁଦ୍‌ ସମସ୍ତ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସାହାଯ୍ୟ ମାଗୁଥିବା କୌଣସି ବ୍ୟକ୍ତିଙ୍କୁ ସୋନୁ କେବେ ବି ଖାଲି ହାତରେ ଫେରାଇ ନାହାନ୍ତି। ନିକଟରେ ସୋନୁ ଏକ ଛୋଟ ଝିଅର ଅପରେସନ୍‌ ଦାୟିତ୍ୱ ନେଇଛନ୍ତି। ଏନେଇ ସୋନୁ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।…