Browsing Tag

spain

ସ୍ପେନ୍‌: ଭାଲେନ୍ସିଆ ସହରରେ ଦୁଇଟି ବିଲ୍ଡିଂରେ ଅଗ୍ନିକାଣ୍ଡ, ୪ ମୃତ; ୧୯ ନିଖୋଜ

ସ୍ପେନର ପୂର୍ବ ସହର ଭାଲେନ୍ସିଆର ଦୁଇଟି ଆବାସିକ ଅଟ୍ଟାଳିକାରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୯ ଜଣ ନିଖୋଜ ଅଛନ୍ତି । ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଅଗ୍ନିକାଣ୍ଡ ପରେ ବିଲ୍ଡିଂରେ ରହୁଥିବା ଲୋକମାନେ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ । ଅଗ୍ନିଶମ…

ସ୍ପେନ୍‌: ନାଇଟ୍‌ କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ୭ ଜଣଙ୍କ ମୃତ୍ୟୁ; ବଢ଼ିପାରେ ମୃତକଙ୍କ ସଂଖ୍ୟା

ଦକ୍ଷିଣ-ପୂର୍ବ ସ୍ପେନ୍‌ର ମର୍ସିଆରେ ରବିବାର ସକାଳେ ଏକ ନାଇଟ୍‌ କ୍ଲବ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସୁରକ୍ଷା ଏବଂ ଉଦ୍ଧାର କର୍ମୀ ପହଞ୍ଚି ରେସ୍‌କ୍ୟୁ କାର୍ଯ୍ୟରେ ଲାଗିଛନ୍ତି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ମରଣକୁ ମାତ୍‌! ଓ୍ଵାଶିଂ ମେସିନରେ ଭୟଙ୍କର ବିସ୍ଫୋରଣ, ମୃତ୍ୟୁମୁଖକୁ ଏମିତି ବଞ୍ଚିଲେ ବ୍ୟକ୍ତି

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କିପରି ଜଣେ ବ୍ୟକ୍ତି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଉଛନ୍ତି। ଭିଡିଓ ଅନୁସାରେ, ବ୍ୟକ୍ତି ଜଣକ ହାତରେ କିଛି ଜିନିଷ ଧରି ଡୋର୍‌ ଖୋଲି ବାହାରକୁ ଯାଉଛନ୍ତି।…

ସ୍ପେନ: କ୍ରିସମାସରେ ନଦୀକୁ ଖସିପଡିଲା ଯାତ୍ରୀବାହୀ ବସ୍‌, ୬ ମୃତ

କ୍ରିସମାସ ଦିନ ଭୟଙ୍କର ଦୁର୍ଘଟଣା । ସ୍ପେନରେ ଏକ ଯାତ୍ରୀବାହୀ ବସ୍‌ ପୋଲରୁ ନଦୀକୁ ଖସିପଡିବା ପରେ ୬ ଜଣ ଲୋକଙ୍କ ପ୍ରାଣ ଚାଲିଯାଇଛି। ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଏବଂ ଅନ୍ୟ ଯାତ୍ରୀ ଆହତ ହୋଇଛନ୍ତି । ପୋଲ ଏବଂ ନଦୀ ମଧ୍ୟରେ ଗଭୀରତା ୧୦୦ ଫୁଟ…

ଏହା ଦୁନିଆର ଏପରି ଏକ ସ୍ଥାନ, ଯେଉଁଠି ୬ ମାସ ବ୍ୟବଧାନରେ ଶାସନ କରନ୍ତି ଦୁଇ ବଡ଼ ଦେଶ

ଏକ ଏପରି ସ୍ଥାନ ଯାହାକୁ ଶାସନ କରୁଛନ୍ତି ଦୁଇ ବଡ଼ ଦେଶ। ବର୍ଷର ପ୍ରଥମ ୬ ମାସରେ ଗୋଟିଏ ଦେଶର ରୁଲ ଚାଲେ ତ ଅନ୍ୟ ୬ ମାସରେ ଆଉ ଏକ ଦେଶ ନିଜ ନିୟମକୁ ଲାଗୁ କରେ। ଏହି ଉଭୟ ନିୟମକୁ ମାନନ୍ତି ସେହି ସ୍ଥାନର ପ୍ରତ୍ୟେକ ଅଧିବାସୀ। ଜାଣନ୍ତୁ ଦୁନିଆର ଏପରି ସ୍ଥାନ ସମ୍ପର୍କରେ ଯାହା ସମ୍ପର୍କରେ ଆପଣ…

ପ୍ରତି ମାସରେ ମହିଳାଙ୍କୁ ମିଳିବ ୩ ଅତିରିକ୍ତ ଛୁଟି! ଏହି ଦେଶର ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମହିଳାମାନଙ୍କ ପାଇଁ ଖୁସି ଖବର। ଏଣିକି ମାସିକ ଧର୍ମ ସମୟରେ ଆପଣ କେବଳ ଘରେ ହିଁ ରହି ପାରିବେ। ଏଥିପାଇଁ ଆପଣଙ୍କୁ ଛୁଟି ମିଳିବ। ଆଉ ତାହା ବି ୩ ଦିନ। ସାଧାରଣତଃ ପିରିୟଡ୍ସ ହେଲେ ମହିଳାମାନେ ଅହସ୍ୟ ଯନ୍ତ୍ରଣା ଅନୁଭବ କରି ଥାଆନ୍ତି। ଏହି ସମୟ ସେମାନଙ୍କ ପାଇଁ ଅତ୍ୟନ୍ତ କଠିନ ସମୟ ହୋଇଥାଏ।…

ଏହି ଗୁମ୍ଫାରେ ମିଳିଲା ୬୫ ହଜାର ବର୍ଷ ପୁରୁଣା ନିଏଣ୍ଡରଥଲ୍ସ ପେଟିଙ୍ଗ୍‌ସ, ଅଧ୍ୟୟନରୁ ଜଣାପଡ଼ିଲା ଅନେକ ତଥ୍ୟ

ଦକ୍ଷିଣ ସ୍ପେନ୍‌ର ମଲାଗା ନିକଟସ୍ଥ ଅର୍ଡେଲ୍ସ ଗୁମ୍ଫାରେ ବୈଜ୍ଞାନିକମାନଙ୍କୁ ପାଖାପାଖି ୬୫ ହଜାର ବର୍ଷ ପୁରୁଣା ପେଟିଙ୍ଗ୍‌ସ ମିଳିଛି। ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ସଙ୍କେତ ମିଳିଛି ଯେ ନିଏଣ୍ଡରଥଲ ମାନବ, ପ୍ରିହିଷ୍ଟୋରିକ୍‌ ମର୍ଡନ ହ୍ୟୁମାନଙ୍କ ନିକଟତର ଥିଲେ। ଏହି…

ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ : ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ପୁରୁଷ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ ଭାରତ ୩ଟି ମ୍ୟାଚରୁ ୨ଟିରେ ବିଜୟ କରିବାରେ ସକ୍ଷମ ହୋଇଛି । ଦଳ…

ସ୍ପେନ: ଝଗଡ଼ା ପରେ ମାଆକୁ ହଜାର ଖଣ୍ଡ କରି କାଟିଦେଲା ପୁଅ, କିଛି ମାଂସ ଭାଜି ଖାଇବା ପରେ ବାକି ଖଣ୍ଡଗୁଡ଼ିକୁ ରଖିଦେଲା…

ସ୍ପେନର ମ୍ୟାଡ୍ରିଡରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ମାଆକୁ ହିଁ ଅତି ବିଭତ୍ସ ଭାବେ ହତ୍ୟା କରିଛି। ମାଆର ମୃତଦେହକୁ ହଜାର ଖଣ୍ଡ କରି କାଟିଦେବା ପରେ କିଛି ମାଂସ ଖଣ୍ଡ ଭାଜିକି ଖାଇ ଦେଇଥିଲା। ପରେ ଖାଇବା ପାଇଁ ବଳକା ଖଣ୍ଡଗୁଡ଼ିକୁ ଫ୍ରିଜ ଭିତରେ ରଖି…

ସ୍ପେନ: ସ୍କର୍ଟ ପିନ୍ଧି ସ୍କୁଲ ଆସୁଛନ୍ତି ପୁରୁଷ ଶିକ୍ଷକ, ପୂରା ଦେଶ କରୁଛି ସମର୍ଥନ! କାରଣ ଜାଣିଲେ ଆପଣ ବି ହୋଇଯିବେ…

ସୋସିଆଲ ମିଡିଆରେ ସବୁବେଳେ ପ୍ରାୟତଃ ବିଭିନ୍ନ ପ୍ରକାର କ୍ୟାମ୍ପେନ ଚାଲିଥାଏ। ଏମିତି ଏକ କ୍ୟାମ୍ପେନ ଏବେ ସ୍ପେନରେ ଚାଲିଛି, ଯେଉଁଠି ଶିକ୍ଷକମାନେ ସ୍କର୍ଟ ପିନ୍ଧି ସ୍କୁଲ ଆସିବାରେ ଲାଗୁଛନ୍ତି। ପୂରା ଦେଶରେ ଏହି କ୍ୟାମ୍ପେନ ଏକ ଆନ୍ଦୋଳନର ରୂପ ନେଇଛି। ରିପୋର୍ଟ ଅନୁସାରେ, ୨୦୨୦…

ମଜାରେ ଖାଉଥିଲେ ସାଣ୍ଡଓ୍ଵିଚ୍‌ କିନ୍ତୁ ଜାଣନ୍ତୁ କାହିଁକି ଗିରଫ କଲା ପୋଲିସ୍‌

ଅଧିକାଂଶ ସମୟରେ ଆପଣମାନେ ଲକ୍ଷ୍ୟ କରିଥିବେ କିଛି ଲୋକମାନେ ରାସ୍ତାରେ ଚାଲି ଯିବା ସମୟରେ କିଛି ଖାଇଥାନ୍ତି। ଅନେକ ସମୟରେ ମଧ୍ୟ ଲୋକମାନେ ମଧ୍ୟ ଟ୍ରେନ କିମ୍ବା ବସ୍‌ ପାଇଁ ଅପେକ୍ଷା କରିବା ସମୟରେ କିଛି ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି କରିବା ଅନେକ ଦେଶରେ ଆଇନ ଗତ ଅପରାଧ।…

ଭୁଲ ଔଷଧ ଦେଲା ଏମିତି ଯନ୍ତ୍ରଣା, ବିରଳ ରୋଗରେ ପୀଡିତ ହେଲେ ଶିଶୁ

ବର୍ତ୍ତମାନ ମେଡିକାଲ ସାଇନ୍ସ ଦିନକୁ ଦିନ ଯେତେ ଆଗେଇବାରେ ଲାଗିଛି ତାସହିତ ତାଳଦେଇ ଗୋଟିଏ ପରେ ଗୋଟେ ବିରଳ ରୋଗ ସାମ୍ନାକୁ ଆସୁଛି। ବିଶ୍ଵ ପ୍ରସିଦ୍ଧ ଟେନିସ ଖେଳାଳି ରାଫେଲ ନଡାଲଙ୍କ ଦେଶ ସ୍ପେନରେ କିଛି ଏପରି ରୋଗ ନଜରକୁ ଆସିଛି ଯାହା ବିଷୟରେ ଶୁଣିବା ମାତ୍ରେ ଆପଣ ନିଶ୍ଚୟ ଅବାକ ହୋଇଯିବେ।…