Browsing Tag

special

ବଡ଼ ଖୁଲାସା ! ସପ୍ତାହରେ ଏହି ଦିନ ସବୁଠାରୁ ଅଧିକ ରୋମାଣ୍ଟିକ ମୁଡରେ ରହିଥାନ୍ତି ଲୋକେ, ଦିନ ୨ରୁ ରାତି ୮ ଭିତରେ…

ସାଧାରଣତଃ ପୁଅ, ଝିଅ ପରସ୍ପରକୁ ଫ୍ଲର୍ଟ କରୁଥିବାର ଆପଣମାନେ ଜାଣିଥିବେ ଅବା ଦେଖିଥିବେ। କିନ୍ତୁ କେବେ ଭାବିଛନ୍ତି, ଲୋକଙ୍କୁ ରୋମାଣ୍ଟିକ ମୁଡରେ ରହିବା ପାଇଁ ବି ଗୋଟିଏ ଖାସ ଦିନ ରହିଥାଏ ? ଏବେ ଆପଣ ଭାବୁଥିବେ ଭାଲେଣ୍ଟାଇନ ଡେ' ବିଷୟରେ। ହେଲେ ଏଠି ଆମେ କିଛି ଅଲଗା ଦିନ ବିଷୟରେ କହିବାକୁ…

ଏହି ପରିବାରର ପିଢ଼ି ପରେ ପିଢ଼ି ଲୋକଙ୍କ ଉପରେ ବୈଜ୍ଞାନିକମାନେ କରୁଛନ୍ତି ରିସର୍ଚ୍ଚ, କାରଣ ଜାଣିଲେ ଆପଣ ବି ହୋଇଯିବେ…

ପୂରା ବିଶ୍ୱରେ ଆପଣ ଯେଉଁଠିକୁ ବି ଯାଆନ୍ତୁ, ଆପଣଙ୍କୁ ଲୋକଙ୍କର ଭିନ୍ନ ଭିନ୍ନ ହେୟାରଷ୍ଟାଇଲ ଏବଂ କେଶର ରଙ୍ଗ ଦେଖିବାକୁ ମିଳିବ। ବ୍ରିଟିଶ ଲୋକଙ୍କର କେଶର ରଙ୍ଗ ସୁନେଲି ହୋଇଥିବା ବେଳେ ଭାରତୀୟମାନଙ୍କର କେଶ କଳା ଓ ହାଲୁକା ବ୍ରାଉନ ହୋଇଥାଏ। ଯଦି ଆମ ଦେଶରେ କୌଣସି ଲୋକର ମୁଣ୍ଡରେ କେଶ ଧଳା…

ଏହି ସ୍କୁଲରେ ପିଲା ନୁହେଁ, ଶିକ୍ଷକ ଛୁଇଁଥାନ୍ତି ପିଲାଙ୍କ ପାଦ ! ଜାଣନ୍ତୁ କାହିଁକି ଚାଲିଆସିଛି ଏଭଳି ବିଚିତ୍ର…

ହିନ୍ଦୁ ଧର୍ମରେ ଗୁରୁଜନମାନଙ୍କ ପାଦ ଛୁଇଁବା ସମ୍ମାନର ପ୍ରତୀକ ହୋଇଥାଏ। ଏହା ବଦଳରେ ଲଘୁଜନମାନଙ୍କୁ ଆଶୀର୍ବାଦ ମିଳିଥାଏ। ପ୍ରାଚୀନ କାଳରେ ଆମ ଦେଶରେ ଗୁରୁଙ୍କୁ ଭଗବାନଙ୍କଠାରୁ ବି ଉଚ୍ଚ ଆସନରେ ବସାଯାଉଥିଲା। ଏହି କାରଣରୁ ଗୁରୁଙ୍କ ଗୋଡ଼ ଛୁଇଁ ତାଙ୍କଠାରୁ ଆଶୀର୍ବାଦ ନେବାର ପରମ୍ପରା ଏବେ ବି…

କରୋନା ଲକ୍‌ଡାଉନ୍‌ : ଏକ ଅଭିଶାପ ହେଲେ ବି ପରୋକ୍ଷରେ କିଛି ଆଶୀର୍ବାଦ ମଧ୍ୟ

ଲକ୍‌ଡାଉନ୍‌ । ଅର୍ଥାତ୍‌ ତାଲା ବନ୍ଦ । ଯଦି ତାକୁ ଟିକେ ବୁଲେଇ କରି ଭାବିବା ଅର୍ଥାତ୍‌ lock କୁ ଆମେluck ଭାବେ ନେବା ତେବେ ଏହାର ଆକ୍ଷରିକ ଓଡ଼ିଆ ହେବ ‘ଭାଗ୍ୟ ନିମ୍ନଗାମୀ’ । କରୋନା ଆମକୁ ଏଇ ସ୍ତରକୁ ଆଣିବା ପାଇଁ ଚେଷ୍ଟା ଚଳାଇଛି । ଆଉ ଯଦି ଆମେ ଏ ପରିସ୍ଥିତିରେ କରୋନାକୁ ଠିକଣା ଜବାବ…

ସୋସିଆଲ ମିଡିଆରେ କମାଲ କରୁଛି ଏହି ବିସ୍ମୟ ବାଳକ, ଲୋକେ କହୁଛନ୍ତି ‘ଆଯ୍ୟର୍ଭଟ୍ଟ’, ଦେଖନ୍ତୁ ଭିଡିଓ

ଏବେ ଏବେ ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ପୂରା ଛାଇଯାଇଛି। କାରଣ, ପିଲାଟିର ପ୍ରଖର ବୁଦ୍ଧି, ମନେ ରଖିବାର ଶକ୍ତି ଇଣ୍ଟରନେଟ୍‌ରେ କମାଲ କରୁଛି। ତା’ର ଦକ୍ଷତା ଦେଖି ଲୋକେ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ଯଦିଓ ପିଲାଟି ମାତ୍ର ୫ମ ଶ୍ରେଣୀ ଯାଏ ପାଠ ପଢ଼ିଛି, କିନ୍ତୁ ସେ ଯେଭଳି ଭାବେ ସବୁକିଛି…

ବାପାଙ୍କ ପାଇଁ ଦିବ୍ୟାଙ୍ଗ ଝିଅ ହେଲା ଅଟୋ ଡ୍ରାଇଭର, ସଂଘର୍ଷର କାହାଣୀ ଶୁଣିଲେ ଆପଣ ବି କରିବେ ସାଲ୍ୟୁଟ୍‌

କୁହାଯାଏ, ଯଦି କିଛି କରିବାର ଜିଦ୍‌ ଅଛି, ତା’ହେଲେ କୌଣସି ବି ଶକ୍ତି ଆପଣଙ୍କୁ ଅଟକାଇ ପାରିବ ନାହିଁ। ଜିଦ୍‌ରେ ଯଦି କିଛି କାମ କରାଯାଏ, ତେବେ ସଫଳତା ନିଶ୍ଚୟ ମିଳିବ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅହମ୍ମଦାବାଦର ୩୫ ବର୍ଷୀୟା ଅଙ୍କିତା ଶାହ। ଅଙ୍କିତା ଅଟୋ ଚଲାଇ ନିଜ କ୍ୟାନସର…

ମଣିଷ ଏମିତି ଶିଖିଥିଲା ପାଦରେ ଚାଲିବାର କୌଶଳ, ବୈଜ୍ଞାନିକମାନେ କହିଲେ ଅଜବ କାହାଣୀ

ମାନବର ଉତ୍ପତ୍ତି କେମିତି ହୋଇଥିଲା, ତାହାକୁ ନେଇ ଅନେକ କାହାଣୀ ସାମ୍ନାକୁ ଆସିସାରିଛି। କିନ୍ତୁ ଏହାର ସଠିକ୍‌ ତଥ୍ୟ ଆଜି ବି ଏକ ବଡ଼ ପହେଲି ହୋଇ ରହିଛି। ଏହାଛଡ଼ା ମଣିଷର ଚାଲିବା କଳାକୁ ନେଇ ମଧ୍ୟ ଅନେକ ବୁଦ୍ଧିଜୀବୀ ଅନେକ ପ୍ରକାର ଦାବି କରିସାରିଛନ୍ତି। କିନ୍ତୁ ଏବେ ଏବେ ବୈଜ୍ଞାନିକମାନେ…

ଲୋକଙ୍କୁ କନ୍ଦାଇଲା ପିଆଜ, ଏହି କୃଷକଙ୍କୁ କଲା କୋଟିପତି! ଜାଣନ୍ତୁ କେମିତି

ଗୋଟିଏ ପଟେ ଯେଉଁଠି ପିଆଜର ଅହେତୁକ ଦରବୃଦ୍ଧି ପୂରା ଦେଶରେ ହାହାକାର ସୃଷ୍ଟି କରିଛି, ସେଠି କର୍ନାଟକର ଜଣେ କୃଷକଙ୍କ ପାଇଁ ପିଆଜ ବରଦାନ ସାବ୍ୟସ୍ତ ହୋଇଛି। ଲୋକଙ୍କୁ ପିଆଜ କନ୍ଦାଉଥିବା ବେଳେ ମଲ୍ଲିକାର୍ଜୁନ ନାମକ ଏହି କୃଷକଙ୍କ ଆଖିରେ ପିଆଜ ଆଣିଦେଇଛି ଖୁସିର ଅଶ୍ରୁ। ଆମେ ଏଥିପାଇଁ…

ଆପଣ ଘରେ ରଖିପାରିବେ କେବଳ ଏତିକି ସୁନା, ଜାଣନ୍ତୁ ନିୟମ, ହେବ ବଡ଼ ଫାଇଦା

ସୁନା ପ୍ରତି ଭାରତୀୟମାନଙ୍କର ଖାସ୍‌ ଦୁର୍ବଳତା ରହିଛି। ସେ ବିବାହ ହେଉ କି ବ୍ରତଘର, କାହାକୁ ଉପହାର ଦେବା ପାଇଁ ହେଉ କି କୌଣସି ପାର୍ଟି କିମ୍ବା ଫଙ୍କସନ୍‌, ସବୁ ଜାଗାରେ ଆବଶ୍ୟକ ପଡ଼ିଥାଏ ସୁନା। କିନ୍ତୁ ଆପଣ ଜାଣିଛନ୍ତି କି, ଜଣା ଅଜାଣତରେ ଆମେ ସୁନା ସହ ଜଡ଼ିତ ଟ୍ୟାକ୍ସର ନିୟମଗୁଡ଼ିକୁ…

ଗାର୍ଲଫ୍ରେଣ୍ଡ ପାଇବା ପାଇଁ ଏଠାରେ ଛାତ୍ରମାନେ କରନ୍ତି ‘ଭର୍ଜିନିଟି ଟ୍ରି’ର ପୂଜା, ନିଆଯାଏ ଦମଦମୀ ମାଇଙ୍କ ଆଳତି

ଦିଲ୍ଲୀ ୟୁନିଭର୍ସିଟିର ହିନ୍ଦୁ କଲେଜରେ ରହିଛି ଏକ କଇଁଆ ଗଛ, ଯାହାକୁ ଏଠାକାର ଛାତ୍ରମାନେ ‘ଭର୍ଜିନ୍‌ ଟ୍ରି’ କୁହନ୍ତି। ଲଭର୍ସ ପଏଣ୍ଟ ପାଇଁ ଜଣାଶୁଣା ଏହି ଗଛକୁ ଭାଲେଣ୍ଟାଇନ୍‌ ଡେ’ ଦିନ ଖାସ୍‌ ପୂଜା କରାଯାଇଥାଏ। କେମିତି କରାଯାଏ ଗଛର ପୂଜା ଭାଲେଣ୍ଟାଇନ୍‌ ଡେ’ରେ ଏହି ଗଛକୁ ପାଣିରେ…

ହିମାଚଳ ପ୍ରଦେଶର ମା’ ଚିନ୍ତାପୂର୍ଣ୍ଣିଙ୍କ  ମନ୍ଦିର, ଯେଉଁଠାରେ ଦେବୀ ଦର୍ଶନ ଦିଅନ୍ତି ନିଆଁ ରୂପରେ

ହିମାଳୟ ପର୍ବତର ପଶ୍ଚିମ ପାର୍ଶ୍ୱରେ ହିମାଚଳ ପ୍ରଦେଶ ଅବସ୍ଥିତ । ପାହାଡିଆ ଅଂଚଳରେ ବସବାସ କରୁଥିବାରୁ ଏଠାକାର ଲୋକ ଯେତିକି ସରଳ ସେତିକି ଈଶ୍ବର ବିଶ୍ୱାସୀ ମଧ୍ୟ । ଏହି ରାଜ୍ୟରେ ବହୁ ଦେବା ଦେବୀଙ୍କ ମନ୍ଦିର ଥିଲେ ମଧ୍ୟ ମା' ଚିନ୍ତାପୂର୍ଣ୍ଣିଙ୍କ ମନ୍ଦିର ବେଶ ପ୍ରସିଦ୍ଧ।ପାହାଡ ପର୍ବତର…

ପୂର୍ବତନ ପ୍ରେମିକଙ୍କୁ ଭେଟିବା ପାଇଁ ସାରା ସହରର କାନ୍ଥକୁ ରଙ୍ଗେଇ ଦେଲେ ଏହି ମହିଳା, ମା’ ହେବାକୁ ଯାଉଥିବା ନେଇ…

ଅଷ୍ଟ୍ରେଲିଆର ଜଣେ ମହିଳା ନିଜ ପୂର୍ବତନ ପ୍ରେମିକଙ୍କୁ ଭେଟିବା ପାଇଁ ଏକ ଅଜବ ଢଙ୍ଗରେ ମେସେଜ୍‌ ଦେଇଛନ୍ତି। ସେ ଫ୍ରେଙ୍କଷ୍ଟନ୍‌ ସହରର କାନ୍ଥବାଡ଼ରେ ଏତେ ସାରା ମେସେଜ୍‌ ଲେଖିଛନ୍ତି ଯେ ଯାହାକୁ ନେଇ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରକୃତ କଥା ହେଉଛି, ମହିଳା ଜଣକ ଏବେ ମା’ ହେବାକୁ…