Browsing Tag

sports news

ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ବ୍ରାଜିଲ ଏବଂ କ୍ରୋଏସିଆ

ଫିଫା ବିଶ୍ବକପ୍ କତାର ସଂସ୍କରଣର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଆଜିଠୁ ଆରମ୍ଭ ହେଉଛି। ବ୍ରାଜିଲ୍ ଓ କ୍ରୋଏସିଆ ମଧ୍ୟରେ ପ୍ରଥମ, ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଦ୍ବିତୀୟ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେହିପରି ଶନିବାର କ୍ବାର୍ଟର ଫାଇନାଲ୍ରେ ପ୍ରଥମ ମ୍ୟାଚ୍…

ଆଜି ଫିଫା ବିଶ୍ୱକପରେ ଦୁଇଟି ମୁକାବିଲା, ଟପ୍‌ ୮ ଉପରେ ରୋନାଲ୍ଡୋଙ୍କ ନଜର

କେନ୍ୟୁଜ୍‌ ବ୍ୟୁରୋ: ଫିଫା ବିଶ୍ୱକପରେ କ୍ୱାର୍ଟର ଫାଇନାଲ ଲଢ଼େଇ ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଦିନ ୧୬ ରାଉଣ୍ଡରେ ଅନ୍ତିମ ଦୁଇଟି ମ୍ୟାଚ୍‌ ହେବାକୁ ଯାଉଛି । ଟପ୍‌ ୮ରେ ଜାଗା ପକ୍କା କରିବା ପାଇଁ ଜୋର ସୋରରେ କସରତ କରିବେ ଚାରି ଟିମ୍‌ । ପ୍ରଥମ ମୁକାବିଲାରେ ସ୍ପେନ ଓ ମରକ୍କୋ…

ଫିଫା ବିଶ୍ୱକପ ୨୦୨୨: ନେମାରଙ୍କ ଦମ୍‌ଦାର ପ୍ରଦର୍ଶନ , କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ବ୍ରାଜିଲ

କେନ୍ୟୁଜ୍‌ ବ୍ୟୁରୋ: କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ୫ଥର ବିଶ୍ୱ ବିଜେତା ବ୍ରାଜିଲ । ସୋମବାର ଡିସେମ୍ବର ୬ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳା ଯାଉଥିବା ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ହରାଇ କ୍ୱାର୍ଟର ଫାଇନାଲରେ ନିଜର…

ଫିଫା ବିଶ୍ୱକପ: ପେନାଲ୍‌ଟି ଶୁଟ୍‌ ଆଉଟ୍‌ରେ ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ

କେନ୍ୟୁଜ୍‌ ବ୍ୟୁରୋ: ଫିଫା ବିଶ୍ୱକପ ୨୦୨୨ରେ କ୍ରୋଏସିଆ ଦମ୍‌ଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରି ନେଇଛି । ସୋମବାର ଦିନ ଅଲ-ଜନୌବ ଷ୍ଟାଡିୟମରେ ଖେଳା ଯାଇଛି ଜାପାନ ଏବଂ କ୍ରୋଏସିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ କ୍ରୋଏସିଆ ପେନାଲ୍ଟି ସୁଟ୍‌୍‌ଆଉଟ୍‌ରେ ଜାପାନକୁ…

ଫିଫା ବିଶ୍ୱକପ ଖେଳାଳିଙ୍କ ଘରୁ ଲୁଟିନେଲେ ଚୋର, ବିଶ୍ୱକପ ଅଧାରୁ ଘରକୁ ଗଲେ ଖେଳାଳି

କେନ୍ୟୁଜ୍‌ ବ୍ୟୁରୋ: ଫିଫା ବିଶ୍ୱକପ ୨୦୨୨ ଏବେ ଅନ୍ତିମ ସୋପାନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଜଣେ ଖେଳାଳିଙ୍କ ଘରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି । ଯହା ଫଳରେ ତାଙ୍କୁ ଟୁର୍ଣ୍ଣାମେଣ୍ଟ ଛାଡ଼ି ଯିବାକୁ ପଡ଼ିଛି । ଏହି ଘଟଣାଟି ଘଟିଛି ଇଂଲଣ୍ଡର ଖେଳାଳି ରହିମ ଷ୍ଟେର୍ଲିଙ୍ଗ୍‌ଙ୍କ ଘରେ । ସେ ଫିଫା…

ଫିଫା ବିଶ୍ୱକପ : ଆଜି ପ୍ରି-କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଜାପାନ- କ୍ରୋଏସିଆ

କେନ୍ୟୁଜ୍‌ ବ୍ୟୁରୋ: ଫିଫା ବିଶ୍ୱକପ ୨୦୨୨ରେ ପ୍ରି-କ୍ୱାର୍ଟର ଫାଇନାଲରେ ଆଜି ମୁହାଁମୁହିଁ ହେବେ ଜାପାନ ଏବଂ କ୍ରୋଏସିଆ । ପ୍ରି-କ୍ୱାର୍ଟର ଫାଇନାଲରେ ୧୬ଟି ଟିମ୍‌ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଥି ମଧ୍ୟରୁ ୪ଟି ଟିମ୍‌ ନିଜର ଧମାକାଦାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ଜାଗା…

ଆଜିଠାରୁ ଫିଫା ବଶ୍ୱକପରେ ସୁପର-୧୬ ଲଢ଼େଇ, ବିଶ୍ୱକପରୁ ବିଦା ହେଲା ୪ଥର ଚାମ୍ପିଅନ ଜର୍ମାନୀ

କେନ୍ୟୁଜ୍‌ ବ୍ୟୁରୋ: କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ରେ ଆଜିଠାରୁ ଆରମ୍ଭ ହେଉଛି ଟପ୍‌ ୧୬ ଲଢ଼େଇ । ବିଶ୍ୱକପରେ ଭାଗ ନେଇଥିବା ମୋଟ ୩୨ ଟି ଟିମ୍‌ରୁ ୧୬ଟି ଟିମ୍‌ ନକ୍‌ଆଉଟ୍‌ରେ ପ୍ରବେଶ କରିଛନ୍ତି । ଏଥର ଗ୍ରୁପ୍‌ ଷ୍ଟେଜ୍‌ରୁ ୪ଥରର ଚାମ୍ପିଅନ ଟିମ୍‌ ଜର୍ମାନୀ ଏବଂ ବିଶ୍ୱମାନ୍ୟତାର ୨ୟ…

କିମ୍ବଦନ୍ତୀ ଫୁଟ୍‌ବଲ ଖେଳାଳି ପେଲେଙ୍କୁ କ୍ୟାନ୍ସର, ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି

କେନ୍ୟୁଜ୍‌ ବ୍ୟୁରୋ: କତାରରେ ଫିଫା ବିଶ୍ୱକପ ୨୦୨୨ ଚାଲିଛି, ଅନେକ ରୋମାଞ୍ଚ ଭରା ମ୍ୟାଚ୍‌ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ, ଏହାରି ଭିତରେ ଫ୍ୟାନ୍ସମାନଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ବ୍ରାଜିଲର ମହାନ ଫୁଟ୍‌ ବଲ ଖେଳାଳି ଅସୁସ୍ଥ ହୋଇ ହସ୍ପିଟାଲରେ ବର୍ତ୍ତି ହୋଇଛନ୍ତି ।…

ଫିଫା ବିଶ୍ୱକପ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ବେଳେ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି: କତାର ଅଧିକାରୀ

କେନ୍ୟୁଜ୍‌ ବ୍ୟୁରୋ: ପୁଣି ଫିଫା ବିଶ୍ୱକପକୁ ନେଇ ବିବାଦ। ଫିଫା ବିଶ୍ୱକପ ପାଇଁ ପ୍ରସ୍ତୁତି ବେଳେ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି କତାରର ଜଣେ ଅଧିକାରୀ କହିଛନ୍ତି। କତାର ସରକାର କହିଛନ୍ତି, ଫିଫା ବିଶ୍ୱକପ ପାଇଁ ଷ୍ଟାଡିୟମ ନବୀକରଣ କାର୍ଯ୍ୟରେ ନିୟୋଜିତ ଥିଲେ ୩୦,୦୦୦ ବିଦେଶୀ…

ଫିଫା ବଶ୍ୱକପରେ ବ୍ୟାପିପାରେ କ୍ୟାମେଲ ଫ୍ଲ୍ୟୁ, WHO ଦେଲା ସତର୍କ ସୂଚନା

କେନ୍ୟୁଜ୍‌ ବ୍ୟୁରୋ: କରୋନା ଭାଇରସରେ ପୁରା ବିଶ୍ୱ ଭୟରେ ଥରିଲା, ଲୋକମାନେ ପୋକ ମାଛି ପରି ମରିଗଲେ । ତା ପରେ ପରେ ମଙ୍କିପକ୍ସ ବି  କାୟା ବିସ୍ତାର କଲା । ଏହି ସବୁ ମହାମାରୀ ସମୟରେ ଲୋକଙ୍କର ବଞ୍ଚିବା ମୁସ୍କିଲ ହୋଇଗଲା । ଏହି ସବୁ ଦୁର୍ଦ୍ଦିନରୁ ଲୋକେ ନିସ୍ତାର ପାଇନଥିବା ବେଳେ ପୁଣି ଆଉ…

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା, ୧୦ରେ ହେବ ଘୋଷଣା

କିମ୍ବଦନ୍ତୀ ଧାବିକା ପିଟି ଉଷା ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । ଅଲମ୍ପିକ ସଂଘ(ଆଇଓଏ)ର ପ୍ରଥମ ମହିଳା ସଭାପତି ହେବେ ପିଟି ଉଷା । ଏସିଆନ୍ ଗେମ୍ସରେ ଅନେକ ସ୍ବର୍ଣ୍ଣ ପଦକ ଜିତିଥିବା ଏବଂ ଅଲିମ୍ପିକରେ ଭାରତର ପରିଚୟ ହୋଇପାରିଥିବା ପିଟି ଉଷା ଏବେ ଭାରତୀୟ ଅଲିମ୍ପିକ…

ଫିଫା ବିଶ୍ୱକପରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଛାଡ଼ିଲେନି କର୍ତ୍ତୃପକ୍ଷ, କ୍ରୁସେଡର ଡେସ୍‌ ପିନ୍ଧିଥିବାରୁ ହେଲା…

କେନ୍ୟୁଜ୍‌ ବ୍ୟୁରୋ: କତାରରେ ଚାଲିଛି ଫିଫା ବିଶ୍ୱକପ ୨୦୨୨, ସମସ୍ତଙ୍କ ନଜର ଖେଳ ଉପରେ ରହିଛି । ବିଶ୍ୱକପରେ ଧମାକାଦାର ମ୍ୟାଚ୍‌କୁ ସମସ୍ତେ ଉପଭୋଗ କରୁଛନ୍ତି । କିନ୍ତୁ ଦିନକୁ ଦିନ ବିଶ୍ୱକପରେ ଏମିତି ଚାଞ୍ଚଲ୍ୟକର ଖବର ଆସୁଛି ଯାହା ଫୁଟ୍‌ବଲ ପ୍ରେମୀଙ୍କୁ ଚକିତ କରିଛି । ଆୟୋଜକ କତାରର…