ଗଭୀର ଅବପାତ ଯୋଗୁ ରାଜ୍ୟରେ ଲାଗି ରହିଛି ବର୍ଷା, ମୁକାବିଲା ପ୍ରସ୍ତୁତି ନେଇ ୩ ଜିଲ୍ଲାପାଳଙ୍କ ସହ SRCଙ୍କ ସମୀକ୍ଷା
ଡିପ ଡିପ୍ରେସନ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ତିନି ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି ଦେଓ ରଞ୍ଜନ ସିଂ। ଭୀଷଣ ବର୍ଷା ବେଳେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ଆଶଙ୍କା…