Browsing Tag

state government

ଡ୍ରାଇଭରଙ୍କ ସମସ୍ୟା ପାଇଁ ଗଠନ ହେବ କମିଟି, ରିପୋର୍ଟର ୩ ମାସ ମଧ୍ୟରେ ପଦକ୍ଷେପ: ପରିବହନ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଡ୍ରାଇଭରଙ୍କ ୧୧ ଦଫା ଦାବିକୁ ନେଇ ରାଜ୍ୟ ସରକାର କମିଟି ଗଠନ ହେବ। ଏହି କମିଟି ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟ ଗସ୍ତ କରି ଡ୍ରାଇଭରଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି କମିଟିରେ ପରିବହନ,ଶ୍ରମ,ଅର୍ଥ ଓ ପୋଲିସ ବିଭାଗର ମିଳିତ ଭାବେ କମିଟି ହେବ।…

ବସ୍ତିବାସିନ୍ଦାଙ୍କ ପାଇଁ ଖୁସି ଖବର: ଏଣିକି ୪୫ ବର୍ଗମିଟର ଯାଏ ମାଗଣାରେ ଜମି ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ): ମହାନଗର ନିଗମ ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଖୁସି ଖବର । ଏଣିକି ସେମାନଙ୍କୁ ମାଗଣାରେ ଜମି ଯୋଗାଇବେ ରାଜ୍ୟ ସରକାର । ସେମାନେ ରହୁଥିବା ସ୍ଥାନରେ ଜମି ଅଧିକାର ମିଳିବ । ଏସମ୍ପର୍କିତ ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି…

ଗ୍ରାମାଞ୍ଚଳରେ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ : ୨୦୨୪ ସୁଦ୍ଧା ସବୁ ଘରକୁ ପାଣି

ଭୁବନେଶ୍ୱର (କେନ୍ୟୁଜ): ୨୦୨୪ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ପୌରାଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଆଜି ବିଧାନସଭା ପ୍ରଶ୍ନକାଳରେ ପାନୀୟ ଜଳ ସମ୍ପର୍କିତ…

ୟୁକ୍ରେନରେ ଫସିରହିଥିବା ଓଡିଆ ପୁଅ ପ୍ରଳୟ କୁମାରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କଲେ…

ଯାଜପୁର (କେନ୍ୟୁଜ): ଦୀର୍ଘଦିନ ଧରି ତିକ୍ତତା ଲାଗିରହିବା ପରେ ଆଜି ଋଷ୍ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଏହାରି ଭିତରେ ଭାରତୀୟ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଉଡ଼ାଣ ଭରିଥିବା ଏୟାରଇଣ୍ଡିଆ ବିମାନ ମଧ୍ୟ…

ଅଙ୍ଗଦାନ ଓ ଅଙ୍ଗପ୍ରତିରୋପଣ ପ୍ରସଙ୍ଗ: ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ

କଟକ(କେନ୍ଯୁଜ୍): ମାନବ ଶରୀରରେ ଅଙ୍ଗ ପ୍ରତିରୋପଣ ଓ ଅଙ୍ଗଦାନ ପ୍ରସଙ୍ଗକୁ ନେଇ ବିଚାରାଧୀନ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି । ଏହି ଜବାବ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ…

ଓଡ଼ିଶା ଫେରିଲେ ତାମିଲନାଡୁର ରାମେଶ୍ଵରମରେ ଫସିଥିବା ୧୬ ଓଡ଼ିଆ ତୀର୍ଥ ଯାତ୍ରୀ

ବେଙ୍ଗାଳୁରୁ (କେନ୍ୟୁଜ ): ତାମିଲନାଡୁରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ ଟ୍ରେନ ବାତିଲ ହୋଇଛି । ତେବେ ଏହି ସମୟରେ ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ଅଂଚଳର ୧୬ ଜଣ ଓଡ଼ିଆ ତୀର୍ଥ ଯାତ୍ରୀ ରାମେଶ୍ଵରମ ରେ ଫସିଥିଲେ । ଟ୍ରେନ ବାତିଲ…

ବଢ଼ିବ ମୂର୍ତ୍ତି ଉଚ୍ଚତା ! ରାଜ୍ୟ ସରକାର-ପୂଜା କମିଟି ଆଲୋଚନା ସକାରାତ୍ମକ, ୨ଦିନ ମଧ୍ୟରେ ନିଷ୍ପତ୍ତି

(କେନ୍ୟୁଜ): ରାଜ୍ୟ ସରକାର ଓ ପୂଜା କମିଟି ମଧ୍ୟରେ ଆଲୋଚନା ସକରାତ୍ମକ । ପାର୍ବଣରେ କେତେ ରହିବ ମୂର୍ତ୍ତି ଉଚ୍ଚତା। ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନେବେ ସରକାର। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଅନୁମତି ମିଳିବ କି ନାହିଁ। କରୋନା ସ୍ଥିତି ଦେଖି ସେନେଇ ମଧ୍ୟ ବିଚାର କରାଯିବ। ପୂଜା ବେଳେ…

ରାଜ୍ୟ ସରକାରଙ୍କ ପାଖକୁ ପୁଣି ଫେରିବ SEBC ଚୟନ କ୍ଷମତା

ନୂଆଦିଲ୍ଲୀ: SEBC ଚୟନ ନେଇ ଆସୁଛି ବଡ଼ ନିଷ୍ପତ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାର ଲୋକସଭାରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍‌କୁ ଆଗତ କରିଛନ୍ତି । ଏହି ବିଲ ପାସ ହେଲେ ରାଜ୍ୟ ସରକାରଙ୍କ ପାଖକୁ ପୁଣି ଫେରିବ SEBC ଚୟନ କ୍ଷମତା । SEBC ହେଉଛି ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ…

ଗୁଜରାଟ: ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା ଆଲିଶାଙ୍କୁ ମିଳିଲା ପରିଚୟ ପତ୍ର

ଗୁଜରାଟ: ଗୁଜରାଟର ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଲିଶା ପଟେଲଙ୍କୁ ରାଜ୍ୟ ସରକାର ସ୍ୱୀକୃତି ପ୍ରାପ୍ତ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଆଲିଶା କହିଛନ୍ତି ସେ ଜେଣ୍ଡର ଡିସଫୋରିଆ ରୋଗରେ ଆକ୍ରାନ୍ତ ହେବା ପରେ ପରିବର୍ତ୍ତନ ପ୍ରକ୍ରିୟା ପାଇଁ ତାଙ୍କୁ ୩ ବର୍ଷ ଲାଗିଥିଲା ।…

ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

କଟକ: ବର୍ତ୍ତମାନ ଓ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ତଲବ । ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ପ୍ରସ୍ତାବ ଉପରେ ସରକାର ପରବର୍ତ୍ତୀ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହି ବଣ୍ଟନ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲେ ରାଜ୍ୟ ସରକାର

କେନ୍ୟୁଜ: ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଣ୍ଟିବା ପାଇଁ ନିୟମାବଳୀ ଜାରି କରାଯାଇଛି । ଅଭିଭାବକମାନେ ବହି ଆଣିବା ପାଇଁ ସ୍କୁଲକୁ ଯିବେ । ଏହି ସମୟରେ ଅଭିଭାବକମାନେ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍‌ ଲାଇନ୍‌ ଅନୁସାରେ ମାସ୍କ ପିନ୍ଧିବେ କିମ୍ବା ମୁହଁକୁ କପଡାରେ ଘୋଡାଇବେ ।…

ଏଣିକି ଆଉ କୌଣସି ବିଭାଗ ପାଇଁ କିଣାଯିବନି ନୂଆଗାଡି, ଖର୍ଚ୍ଚକାଟ ଉପରେ ଗୁରୁତ୍ୱ ଦେଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ଖର୍ଚ୍ଚକାଟ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଏଣିକି ଆଉ କୌଣସି ବିଭାଗ ପାଇଁ କିଣାଯିବନି ନୂଆଗାଡି । ଆବଶ୍ୟକ ପଡିଲେ ଭଡାରେ ଗାଡି ଅଣାଯିବ । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗାଡଇଲାଇନ ଜାରି କରାଯାଇଛି । ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । ଏ ନେଇ ମୁଖ୍ୟ ଶାସନ ସଚିବ…