Browsing Tag

strike

ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଜାରି, ଆଜି ସବୁ ଜିଲ୍ଲା ସଦର ମହକୁମାରେ ୧୨ ଘଣ୍ଟିଆ ଅନଶନ

ଭୁବନେଶ୍ବର(କେନ୍ଯୁଜ୍) : ଆଜିଠୁ ଅନଶନରେ ବସିବେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାଚୀ ମିଳିତ ମଞ୍ଚ। ୩୦ଟି ଜିଲ୍ଲାର ସଦର ମହକୁମାରେ ୬୦ ହଜାର ଶିକ୍ଷକ ନିଜର ହକ୍‌ ପାଇଁ ଲଢେଇ କରିବେ । ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯାଳୟ ସମେତ ଭୁବନଶ୍ୱର ପିଏମଜିରେ ଶିକ୍ଷକ ଧାରଣା ଦେବେ । ୪୮ ଦିନ…

କାମ ନାହିଁ ତ ଦରମା ନାହିଁ, କଡା ଆଭିମୁଖ୍ୟ ଗ୍ରହଣ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର(କେନ୍ଯୁଜ୍) : କାମ ନକଲେ ମିଳିବନାହିଁ ଦରମା। ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆନ୍ଦୋଳନରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏପରି କାର୍ଯ୍ଯନୁଷ୍ଠାନ ପାଇଁ ବିଭାଗ ନିଷ୍ପତ୍ତି ନେଇଛି।…

ସେମିଳିଗୁଡ଼ାକୁ ସବ୍‌ଡିଭିଜନ ମାନ୍ୟତା ଦାବିରେ କୋରାପୁଟର ୩ଟି ବ୍ଲକରେ ୯ ଘଣ୍ଟିଆ ବନ୍ଦ ଡାକରା

କୋରାପୁଟ(କେନ୍ଯୁଜ୍) : ସେମିଳିଗୁଡ଼ାକୁ ସବ୍‌ଡିଭିଜନ ମାନ୍ୟତା ଦାବିରେ ବନ୍ଦ ଡାକରା। କୋରାପୁଟର ୩ଟି ବ୍ଲକରେ ନାଗରିକ କମିଟି ପକ୍ଷରୁ ୯ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌  ହୋଇଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନ  ସରକାରୀ ବେସରକାରୀ…

ଅନୁଗୁଳ : ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଜୁଭେନାଇଲ୍‌ ଅନ୍ତେବାସୀ

ଅନୁଗୁଳ(କେନ୍ଯୁଜ୍) : ଅନୁଗୁଳ ଜୁଭେନାଇଲ୍‌ ଜେଲ୍‌ ତଥା ଉପଖଣ୍ଡ ପରିବୀକ୍ଷଣ ଛାତ୍ରାବାସରେ ଅନ୍ତେବାସୀଙ୍କ ଆନ୍ଦୋଳନ । ହଷ୍ଟେଲରେ ସଠିକ୍‌ ଖାଦ୍ୟ ଖାଇବାକୁ ନଦେବା, ପରିବିକ୍ଷଣ ଅଧିକାରୀଙ୍କ ଅନ୍ତେବାସୀଙ୍କୁ ଦୁବ୍ୟର୍ବହାର, ଅନ୍ତେବାସୀଙ୍କୁ ମାଡ଼ ଆଦି ୧୫ ଦଫା ଦାବି ନେଇ ଆନ୍ଦୋଳନ…

ବିପଦ ଆଣୁଛି ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର(କେନ୍ଯୁଜ୍) : ଗତକାଲି ଠାରୁ ଆରମ୍ଭ ହୋଇଛି ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ । ଯେଉଁ ଆନ୍ଦୋଳନ ସାଧାରଣ ଲୋକଙ୍କ ପାଇଁ ବିପଦ ଆଣିଛି ।  ନିଆଁ ଲିଭା କାମ ହେଉ କି ଉଦ୍ଧାର କାର୍ଯ୍ଯ ହେଉନାହିଁ । କୌଣସି ପରିସ୍ଥିତରେ ମଧ୍ଯ କର୍ମଚାରୀମାନେ ସହଯୋଗ କରୁନାହାନ୍ତି । ଜିଦ୍‌ ପାଇଁ…

ଆଜି ଗୁରୁ ଗର୍ଜନ, ମହାସମାବେଶରେ ଯୋଗଦେବେ ୫୦ ହଜାରରୁ ଅଧିକ ଶିକ୍ଷକ

ଭୁବନେଶ୍ବର(କେନ୍ଯୁଜ୍) : ଆଜି ମହାସମାବେଶ କରିବେ ବ୍ଲକଗ୍ରାଣ୍ଟ ଶିକ୍ଷକ । ଲୋୟର ପିଏମ୍‌ଜିରେ ୫୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ ବହୁ ଜନସାଧାରଣ ସାମିଲ ହେବେ । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ୩୬ ଦିନରେ ପହଞ୍ଚିଛି । ରାସ୍ତାରେ…

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ, ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ସାମିଲ

ବାଲିଗୁଡ଼ା(କେନ୍ଯୁଜ୍) : ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାରୋକ। କନ୍ଧମାଳ ଜିଲ୍ଲା ବାଲୁଗୁଡ଼ା ବ୍ଲକ ପରମପାଙ୍ଗା ଓ ଦଡ଼କଙ୍ଗିଆ ଗ୍ରାମବାସୀଙ୍କ ଦ୍ୱାରା ଏହି ରାସ୍ତାରୋକ କରାଯାଇଛି । ପରମପାଙ୍ଗା ହାଇସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷକ ପଦ ଖାଲି ପଡିଛି। ଏଠାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ…

ଜୟପୁର ନାବାଳିକା ଅପହରଣ ଘଟଣା, ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ

ଜୟପୁର (କେନ୍ୟୁଜ୍) : ନାବାଳିକା ଅପହରଣ ଘଟଣାରେ ପୋଲିସର କାର‌୍ୟ୍ୟାନୁଷ୍ଠାନ ଦାବିରେ ୧୨ ଘଣ୍ଟିଆ ଜୟପୁର ଜିଲ୍ଲା ବୋରିଗୁମ୍ମା ବନ୍ଦ । ବ୍ୟବସାୟୀ ସଂଘ, ବିଶ୍ୱହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସକାଳା ୬ରୁ ସଂନ୍ଧା ଛଅଟା ପର‌୍ୟ୍ୟନ୍ତ ବନ୍ଦ ଡକରା ଦିଆଯାଇଛି । ଦୋକାନ…

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ମୟୂରଭଞ୍ଜ(କେନ୍ଯୁଜ୍) : ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଂଜ ପାଳନ କରାଯାଉଛି । ବାରିପଦାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଏବଂ ମୟୂରଭଞ୍ଜ…

ନୂଆପଡ଼ା : ୬ ଘଣ୍ଟିଆ ବନ୍ଦ, ଚାଷୀଙ୍କୁ ଫସଲ ବୀମା ଟଙ୍କା ଦାବିରେ BJP ପକ୍ଷରୁ ବନ୍ଦ ଡାକରା

ନୂଆପଡ଼ା (କେନ୍ଯୁଜ୍) : ୬ ଘଣ୍ଟିଆ ବନ୍ଦ। ଚାଷୀଙ୍କୁ ଫସଲ ବୀମା ଟଙ୍କା ଦାବିରେ BJP ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ ଦିନ ୧ଟା ଯାଏ ନୂଆପଡ଼ା ବନ୍ଦ ରହିବ। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି। କର୍ମୀମାନେ…

ବରଗଡ଼ : ୧୨ଘଣ୍ଟିଆ ବରପାଲି ବନ୍ଦ

ବରଗଡ଼ (କେନ୍ୟୁଜ୍) : ୧୨ଘଣ୍ଟିଆ ବରପାଲି ବନ୍ଦ। ବରଗଡ଼ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ସ୍ଥାପନ , ବରପାଲିକୁ ସବ୍ଡିଭିଜନ ମାନ୍ୟତା ଆଦି ଦାବିରେ ଏହି ବନ୍ଦ ଡକାର ଦିଆଯାଇଛି। ବରପାଲି ବଣିକ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ…

ବିନିକାରେ ଘନେଇଲା ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି : ଆନ୍ଦୋଳନକାରୀ-ପୋଲିସ ମୁହାଁମୁହିଁ

ସୁବର୍ଣ୍ଣପୁର : ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ସ୍ଥାୟୀ ନିଯୁକ୍ତି ଦାବିରେ ସରକାରୀ ଅଫିସ ବନ୍ଦ କଲେ ସ୍ଥାନୀୟ ଲୋକ । ହଜାର ହଜାର ଲୋକ ଏକାଠି ହୋଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତହସିଲ କାର୍ୟ୍ୟାଳୟରେ ଧସେଇ ପଶିବା ବେଳେ…