Browsing Tag

subarnapur news

ବରଯାତ୍ରୀରୁ ଶେଷ ଯାତ୍ରା: ବାହାଘର ସାରି ଫେରୁଥିବାବେଳେ ବୋଲେରୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା, ୫ମୃତ

ସୋନପୁର(କେନ୍ଯୁଜ୍): ବରଯାତ୍ରୀରୁ ଶେଷ ଯାତ୍ରା । ବରଯାତ୍ରୀ ଗାଡ଼ି ଦୁର୍ଘଟଣା ଘଟି ଗଲା ୫ ଜୀବନ । ଆଉ ୫ଜଣ ଗୁରୁତର ହୋଇଛନ୍ତି । ସୋନପୁର ମହାନଦୀ ବ୍ରିଜ୍‌ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଲୁଣ୍ଡା ବ୍ଲକ ନିମ୍ନା ଗାଁରୁ ବରଯାତ୍ରୀ ହୋଇ ବିନିକା କଉଡିଆମୁଣ୍ଡାକୁ ଯାଇଥିଲେ । ଫେରିବା…

ଚର୍ଚ୍ଚାରେ ରମେଶ, ୭୬ ବର୍ଷ ବୟସରେ ପାସ କଲେ MA

ସୁବର୍ଣ୍ଣପୁର (କେନ୍ୟୁଜ) : ୭୬ ବର୍ଷ ବୟସରେ ଏମଏ ପାସ କରିଛନ୍ତି। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ । ସବୁ କାମରେ ବୟସ ଯେ ପ୍ରତିବନ୍ଧକ ନୁହେଁ ତାହା ପ୍ରମାଣ କରିଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ରମେଶ ପ୍ରସାଦ…

ସୁବର୍ଣ୍ଣପୁର: ଟାୟାର ବ୍ଲାଷ୍ଟ ହେବାପରେ ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଗାଡିରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର

ସୁବର୍ଣ୍ଣପୁର: ଚଳନ୍ତା ହାଇୱାରେ ଲାଗିଲା ନିଆଁ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଛକ ସରସ୍ୱତୀ ଶିଶୁ ମନ୍ଦିର ରାସ୍ତାରେ ଏକ ହାଇୱା ଯାଉଥିବାବେଳେ ହତାଠ୍‌ ନିଆଁ ଲାଗିଯାଇଥିଲା। ତେବେ ଡ୍ରାଇଭର ଜଣକ ନିଆଁ ଲାଗିବା ଦେଖି ଗାଡିରୁ ଡେଇଁ ପଡିବା ଫଳରେ ଅଳ୍ପକେ ବର୍ତ୍ତି…

ସୁବର୍ଣ୍ଣପୁରରେ ୫୦ଟିକିଆ ହାତୀ ପଲଙ୍କ ଉପଦ୍ରବ: ଧାନ ଚାଉଳ ଖାଇବା ସହ ନଷ୍ଟ କରିଦେଉଛନ୍ତି ଘରଦ୍ବାର, ଭୟରେ ମସାଲ ଧରି…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ କମୁନାହିଁ ହାତୀ ଉପଦ୍ରବ । ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ଜିଲ୍ଲାରେ ବଢିବଢି ଚାଲିଛି ହାତୀ ଉପଦ୍ରବ । ପ୍ରଥମେ ଧାନ ଫସଲ ଆଉ ଘରମୁହାଁ ହୋଇଛନ୍ତି ହାତୀପଲ । ଘର ଭାଙ୍ଗିବା ସହ ଖାଇଯାଉଛନ୍ତି ଧାନ ଚାଉଳ । ନଷ୍ଟ କରିଦେଉଛନ୍ତି ଘରର ଆସବା ପତ୍ର । ଭୟ…

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଚେରୁପାଲି ଗ୍ରାମ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ

ସୁବର୍ଣ୍ଣପୁର : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ଗ୍ରାମ ପଂଚାୟତରେ କାର୍ଯ୍ୟାରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯ୍ୟଧନ ମେହେର ଘରେ ଚାଲିଛି ଏହି ରେଡ୍…

ଘର ଭାଙ୍ଗୁଛନ୍ତି ଓ ଫସଲ ନଷ୍ଟ କରୁଛନ୍ତି ୪୨ଟି ବଣୁଆ ହାତୀ, ଭୟରେ ସୁବର୍ଣ୍ଣପୁର ବିନିକା ଅଞ୍ଚଳ ବାସିନ୍ଦା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ହାତୀ ଉପଦ୍ରବ । ୪୨ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଏକର ଏକର ଚାଷ ନଷ୍ଟ କରୁଛନ୍ତି ହାତୀ । ଅମଳ ସମୟରେ ହାତୀ ଚାଷ ନଷ୍ଟ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି…

ସୁବର୍ଣ୍ଣପୁର ଉଲୁଣ୍ଡା ଅଂଚଳରେ ବଢିବାରେ ଲାଗିଛି ହାତୀଙ୍କ ପ୍ରାଦୁର୍ଭାବ: ସପ୍ତାହକ ଭିତରେ ଭାଙ୍ଗି ସାରିଲେଣି ୫ ବଖରା…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଉଁରା ଭଉଁରା ପଂଚାୟତର ଅଗନା ଅଗନି ଜଙ୍ଗଲ ଭିତରେ ରହିଥିବା ହତୀ ପାହୁଲ ଗାଁର । ଗାଁର ଉଗ୍ରେସେନ ଭୋଇ ଏବଂ ତାଙ୍କର ଦୁଇ ବଡ ପୁଅ ଧାନ ଜଗିବାକୁ ସିହାସନ ଜଙ୍ଗଲରେ ଥିବା ବିଲକୁ ଯାଇଥିଲେ । ହାତୀ ଘଉଡାଇଲାବେଳେ ହାତୀ ହାବୁଡରେ…

ସୁବର୍ଣ୍ଣପୁର: ନିଜ କାମ ନିଜେ କରି ପ୍ରଶଂସିତ ହେଲେ ଯୁବପିଢୀ, ଆରଡି ରୁ ହିଲୁଙ୍ଗ ପର୍ଯ୍ୟନ୍ତ ରାସ୍ତାକୁ କଲେ ସଫା

ସୁବର୍ଣ୍ଣପୁର: ନିଜ କାମ ନିଜେ କରି ପ୍ରଶଂସା ସାଉଁଟିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜାପୁର ବ୍ଲକ ହିଲୁଙ୍ଗ ଗାଁର ଯୁବଗୋଷ୍ଠୀ। ଗାଁ ରାସ୍ତା ସଫା କରିବା ସହିତ ଅଳିଆ ଆବର୍ଜନା ହୋଇ ପଡିରହିଥିବା ଆରଡି ରୁ ହିଲୁଙ୍ଗ ପର୍ଯ୍ୟନ୍ତ ରାସ୍ତାକୁ ଏମାନେ ସଫା କରିଛନ୍ତି। ମହାମାରୀ କରୋନାକୁ…

ବନ୍ଦ କୋଠରୀରେ ପ୍ରିୟାନ୍ସୁର ଭବିଷ୍ଯତ, ବାହାରେ ବିଧବା ମା ଚାହିଁବସିଛି ସହାୟତାକୁ

ସୁବର୍ଣ୍ଣପୁର : ସବୁ ବାପା ମାଆଙ୍କ ଅନେକ ସ୍ୱପ୍ନ । ଘରେ ପୁଅଟିଏ ଜନ୍ମ ହେବ ଏବଂ ବୃଦ୍ଧକାଳେ ସେମାନଙ୍କୁ ସାହା ହେବ । ହେଲେ ପୁଅ ଜନ୍ମହୋଇ ବଡ ହେଲାପରେ ଯଦି ମାନସିକ ବିକୃତି ହୋଇଯାଏ ଏବଂ ତାକୁ ବନ୍ଦ କୋଠରୀରେ ରଖିବାକୁ ପଡେ ତାହେଲେ ବାପା ମାଆଙ୍କ ଦୁଃଖ କହିଲେ ନସରେ । ଏବେ ଏଭଳି ଅବସ୍ଥା…

ପୋଲିସର ଦାଦାଗିରି : ଜଳଖିଆ ଦୋକାନ ଭିତରେ ପଶି ତତଲା ତେଲ କଡେଇକୁ ମାରିଲେ ଶକ୍ତ ପାହାର, ଗରମ ତେଲ ଛିଟିକି ଦୋକାନୀ ଆହତ

ସୁବର୍ଣ୍ଣପୁର : କରୋନା କଟକଣା ନାଁରେ ପୋଲିସର ଦବଙ୍ଗଗିରି। ପୋଲିସର ଦବଙ୍ଗଗିରି ପାଇଁ ଦୋକାନୀ ଦେହରେ ପଡ଼ିଲା ତତଲା ତେଲ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟା ପ୍ରାୟ ସାଢେ ସାତଟା ବେଳେ ବୀରମହାରାଜପୁର ପୋଲିସ ପିସିଆର ଭ୍ୟାନ…

ସୁବର୍ଣ୍ଣପୁର ମହାନଦୀରୁ ଉଦ୍ଧାର ହେଲେ ମହିଳା, ବ୍ରିଜ ଉପରୁ ହଠାତ୍ ତଳକୁ ଖସିପଡିଥିଲେ

ସୁବର୍ଣ୍ଣପୁର: ଭରାନଦୀରୁ ଉଦ୍ଧାର ହେଲେ ମହିଳା। ସୁବର୍ଣ୍ଣପୁର ମହାନଦୀ ବ୍ରିଜ ଉପରୁ ଖସି ପଡ଼ିଲା ପରେ ତାଙ୍କୁ ନଦୀରୁ ଉଦ୍ଧାର କରିଛନ୍ତି ନାଉରିଆ। ଗତ ସନ୍ଧ୍ୟାରେ ଏକ ଦମ୍ପତି ମହାନଦୀ ବୁଲିବାକୁ ଯାଇଥିବା ବେଳେ ବ୍ରିଜ ଉପରୁ ମହିଳା ଜଣକ ଖସି ପଡିଥିଲେ। ଭରାନଦୀରେ ଜଳସ୍ରୋତରେ ଭାସିଯାଉଥିବା…

ସୁବର୍ଣ୍ଣପୁରର ‘ପାତାଳୀ ଶ୍ରୀକ୍ଷେତ୍ର’, ଯେଉଁଠି ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ପୂଜା ପାଆନ୍ତି…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ତ୍ରିକୁଟ କନ୍ଦରକୁ କୁହାଯାଏ ପାତାଳୀ ଶ୍ରୀକ୍ଷେତ୍ର । ଏହିଠାରେ ଦାରୁବ୍ରହ୍ମ ମାନଙ୍କୁ ୧୪୪ ବର୍ଷ ପାତାଳୀ କରି ରଖାଯାଉଥିଲା । ଅତିତରେ ଯବନ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ଦାରୁବ୍ରହ୍ମଙ୍କୁ କେତେବେଳେ ଚିଲିକାର କୂଳ ତ କେବେ…