Browsing Tag

suicide attempt

ମୋବାଇଲ ଟାଓ୍ଵାର ଉପରେ ଯୁବକଙ୍କ ହାଇ ଡ୍ରାମା, ଗୋଟିଏ ଜିଦ୍‌ ଆତ୍ମହତ୍ୟା କରିବି

ନୂଆପଡା (କେନ୍ୟୁଜ): ମୋବାଇଲ ଟାଓ୍ଵାର ଉପରେ ଯୁବକଙ୍କ ହାଇ ଡ୍ରାମା। ଯେତେ କହିଲେ ବି ଶୁଣୁ ନାହାଁନ୍ତି କି ବୁଝୁ ନାହାଁନ୍ତି। ଗୋଟିଏ ଜିଦ୍‌ ଆତ୍ମହତ୍ୟା କରିବି। ଟାଓ୍ଵାର ଉପରୁ ଡେଇଁ ମରିବି। କାହା କଥା ଶୁଣିବିନି, ଆଜି ମରିବି ତ ମରିବି। ଏମିତି କହି ଏକଦମ୍‌ ଟାଓ୍ଵାରର ଶୀର୍ଷରେ ଚଢ଼ି…

ଆଧାର କାର୍ଡ ପାଇଁ ହୀନସ୍ତା ହେଲେ, ଶେଷରେ ଉପଜିଲ୍ଲାପାଳଙ୍କ ଅଫିସରେ କଲେ ଆତ୍ମହତ୍ୟା ଉଦ୍ୟମ

କେନ୍ୟୁଜ୍(ବ୍ୟୁରୋ):ଆଧାର କାର୍ଡ ପାଇଁ ଆତ୍ମହତ୍ୟା ଉଦ୍ୟମ। ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ଆଦିବାସୀ ଯୁବକଙ୍କ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା…

ପାରିବାରିକୁ ଅଶାନ୍ତିରୁ ମାନସିକ ଅସ୍ଥିରତା, ଯୁବକ ଡେଇଁଲେ ବୈତରଣୀକୁ

ଆନନ୍ଦପୁର (କେନ୍ୟୁଜ୍‌) : ବୈତରଣୀ ପୋଲ ଉପରୁ ଡେ଼ଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କଲା ଅଗ୍ନିଶମ ବାହିନୀ । ଯୁବକ ଜଣକ ଆନନ୍ଦପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ଫକୀରପୁରର ରଞ୍ଜନ କୁମାର ସାହୁ ବୋଲି…

ପୁଣି ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ମହାନଦୀକୁ ଡେଇଁଲେ ଯୁବକ, ବର୍ତ୍ତମାନ ସୁଦ୍ଧା ମିଳୁନି ପତ୍ତା

କଟକ(କେନ୍ୟୁଜ୍): ପୁଣି ମୁଣ୍ଡଳୀ ବ୍ରିଜ୍ ନିକଟରେ ଅଘଟଣ।  ମୁଣ୍ଡଳୀ ବ୍ରିଜରେ ଗାଡ଼ି ରଖି ମହାନଦୀକୁ ଡେଇଁଲେ ଜଣେ ଯୁବକ।  ବର୍ତ୍ତମାନ ସୁଦ୍ଧା ଯୁବକ ଜଣକ ନିଖୋଜ ଥିବା ସୂଚନା ମିଳିଛି। ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଛି। ଏହି ଘଟଣାର ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ…

ସୋଲେ ଷ୍ଟାଇଲରେ ଆତ୍ମହତ୍ୟା କରିବାକୁ ପାଣି ଟାଙ୍କି ଉପରକୁ ଚଢ଼ିଗଲେ ବ୍ୟକ୍ତି

(କେନ୍ୟୁଜ) : ସାଲେପୁର କିଶନ ନଗର ତହସିଲ୍ ଅଧୀନ ଅରିଲୋ ପଞ୍ଚାୟତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀ ଦୀପକ ରଞ୍ଜନ ଖଣ୍ଡୁଆଳଙ୍କ ବକେୟା ପଇସା ନ ଦେବାରୁ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ ଘଟଣା ବେଶ ରୋଚକ ସୃଷ୍ଟି କରିଛି। ଦୀପକ ୨୦୧୮-୧୯ ମସିହାରେ ଗ୍ରାମ୍ୟ ଜଳ…

କୋରାପୁଟ: ସ୍ୱାମୀ ସହ ଝଗଡ଼ାକରି ଜଲାପୁଟ ଜଳଭଣ୍ଡାରକୁ ଡେଇଁପଡିଲା ସ୍ତ୍ରୀ,ଚାଲିଛି ଖୋଜାଖୋଜି

କୋରାପୁଟ(କେନ୍ୟୁଜ୍):  ଜଲାପୁଟ ଜଳ ଭଣ୍ଡାରକୁ  ଡେଇଁ  ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ଚମ୍ପାପୁଟ ପୋଲ ନିକଟରେ ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପଡିଥିବା ଅଭିଯୋଗ ହୋଇଛି। ପାଡୁଆ ପୋଲିସ ଓ ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଚଲାଇଛନ୍ତି। ସ୍ୱାମୀ ସହ ବାଇକରେ…

ମିଷ୍ଟର ଇଣ୍ଡିଆ ବିଜେତା ମନୋଜ ପାଟିଲଙ୍କ ଆତ୍ମହତ୍ୟା ଉଦ୍ୟମ, ସୁଇସାଇଡ୍‌ ନୋଟ୍‌ରେ ସାହିଲ ଖାନ୍‌ଙ୍କୁ କଲେ ଦାୟୀ

ନିଜ ଜୀବନ ନେବାକୁ ଚେଷ୍ଟା କରିଛନ୍ତି ମିଷ୍ଟର ଇଣ୍ଡିଆ ବିଜେତା ବଡି ବିଲ୍ଡର ମନୋଜ ପାଟିଲ। ମୁମ୍ବାଇରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଏହି ସେଲିବ୍ରିଟି। ରିପୋର୍ଟ ମୁତାବକ, ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ପୂର୍ବରୁ ମନୋଜ ଏକ ନୋଟ୍‌ ଲେଖିଛନ୍ତି। ସେଥିରେ ସେ ଅଭିନେତା ତଥା…

ପ୍ରେମରେ ବିଫଳ ପ୍ରେମିକର ଆତ୍ମହତ୍ଯା ଉଦ୍ୟମ, ମରୁ ମରୁ ଅଳ୍ପକେ ବଞ୍ଚିଗଲେ

ସୋର(କେନ୍ଯୁଜ୍): ପ୍ରେମରେ ବିଫଳ ପ୍ରେମିକର ଆତ୍ମହତ୍ଯା ଉଦ୍ୟମ। ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନ୍ ରୁ କିଛି ଦୁରରେ ଘଟିଛି ଏହି ଘଟଣା ।ଗତକାଲି ରାତିରେ  ଜଣେ ଯୁବକ ଟ୍ରେନ ଲାଇନ୍ କଟି ଗୁରୁତର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ…

ବରଗଡ: କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବରଗଡ(କେନ୍ଯୁଜ୍): ଗତକାଲି କିରୋସିନି ଢାଳିହୋଇ  ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ । ସୂଚନା ମୁତାବକ ଗତକାଲି ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ ବରଗଡ ମୁଖ୍ଯ ଚିକିତ୍ସାଳୟ ଏବଂ ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଥିଲା । ତେବେ ସେଠାରେ…

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର(କେନ୍ଯୁଜ୍): କୁଆଖାଇ ବ୍ରିଜ୍ ଉପରୁ ନଦୀକୁ ଡେଇଁ  ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍‌ ରେ ଦେଖିବାକୁ ମିଳିଥିଲା ଏହି ହାଇଡ୍ରାମା।  ହଠାତ୍‌ ଜଣେ ଯୁବତୀ ଦୌଡ଼ି ଦୌଡ଼ି  ଭୁବନେଶ୍ୱର ହଂସପାଳ ନିକଟ କୁଆଖାଇ ବ୍ରିଜ୍ ନିକଟକୁ ଯାଇଥିଲେ ଏବଂ ନଦୀକୁ…

ଯାଜପୁର:  ରଗଡ଼ି ଜେଲର ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର ଟାଉନ(କେନ୍ୟୁଜ୍):  ରଗଡ଼ିସ୍ଥିତ ଯାଜପୁର ରୋଡ଼ ସବ ଜେଲ କର୍ତୁପକ୍ଷଙ୍କ ବେଫିକର ନୀତି କାରଣରୁ ସୁରକ୍ଷା ସଂପୂର୍ଣ୍ଣ ହୁଗୁଳା ହୋଇପଡ଼ିଛି । ମାସକ ତଳେ ଏହି ଲେରେ ଜଣେ ବିଚାରଧିନ ବନ୍ଦୀ ଆତ୍ମହତ୍ୟା କରିଥିବା ବେଳେ ଆଜି ଜଣେ ବିଚାରଧିନ ବନ୍ଦୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା…

ବାସୁଦେବପୁର: ଦରମା ନପାଇବାରୁ କିରୋସିନ ଢାଳି କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବାସୁଦେବପୁର(କେନ୍ଯୁଜ୍): ଦରମା ନପାଇବାରୁ ଆତ୍ମହତ୍ୟା ଉଦ୍ୟମ। ଭଦ୍ରକ ଜିଲ୍ଲା ବାସୁଦେବପୁର ଜଳସେଚନ ବିଭାଗରେ ଦୀର୍ଘ ୫ବର୍ଷ ହେଲା କାମ କରୁଥିଲେ ଦିବାକାର ଦାସ । ୧୯୮୩ ମସିହାରୁ ୧୯୮୯ ପର୍ଯ୍ୟନ୍ତ ଚାକିରି ପରେ ଛଟେଇ କରିଦିଆଯାଇଥିଲା। ପୁଣି ୨୦୧୬ରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ…