Browsing Tag

sundargarh news

ବୀରମିତ୍ରପୁର ଥାନାରେ ହାଜତ୍‌ ମୃତ୍ୟୁକୁ ନେଇ ଉତ୍ତେଜନା, ଅଭିଯୋଗକୁ ଖଣ୍ଡନ କଲେ ଏସପି ସାଗରିକା ନାଥ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ହାଜତରେ ଅପରାଧୀର ମୃତ୍ୟୁ ଅଭିଯୋଗ । ମୃତ ଯୁବକଙ୍କ ନାଁ ସାରିକ ସଲିମ। ହାଜତ ମୃତ୍ୟୁ ଅଭିଯୋଗରେ ଥାନା ଘେରାଉ । ହାଜତ ମୃତ୍ୟୁକୁ ନେଇ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଥାନା ଭିତରକୁ ଧସେଇ ପଶିବା…

ଆଜି ଓଡ଼ିଶା ଫେରୁଛନ୍ତି ସୁନ୍ଦରଗଡ଼ର ବିର‌ଜୁ, ଅମୃତସରରୁ ବାହାରି ସାରିଛି ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍‌

ସୁନ୍ଦରଗଡ଼: ଆଜି ଓଡ଼ିଶା ଫେରୁଛନ୍ତି ସୁନ୍ଦରଗଡ଼ର ବିର‌ଜୁ । ତାଙ୍କୁ ଘରକୁ ଫେରାଇ ଆଣିବାକୁ ଅମୃତସରରୁ ବାହାରିଛି ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍‌ । ଏକ ସ୍ୱତନ୍ତ୍ର ଗାଡ଼ିରେ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାତ୍ରା କରି ବିରଜୁଙ୍କୁ ଘରକୁ ଆଣୁଛନ୍ତି । ଦୀର୍ଘ…

ସୁନ୍ଦରଗଡ: ମାସକ ମଧ୍ୟରେ ୪୦ ହଜାର ଲିଟରରୁ ଉର୍ଦ୍ଧ୍ବ ଚୋରା ପିଡିଏସ କିରୋସିନ ଜବତ, ୪ ଗିରଫ

ସୁନ୍ଦରଗଡ : କେଉଁଠି ଖାଉଟିଙ୍କୁ କିରୋସିନ ମିଳୁନାହିଁ ତ ଅ।ଉ କେଉଁଠି ଖାଉଟି ମାନଙ୍କ ପାଇଁ ଉଦ୍ଦିଷ୍ଠ କିରୋସିନ ଚୋରାଚାଲାଣ ହେଉଛି । ବେଳେ ବେଳେ ପୋଲିସ ହାତରେ ଏହି ଦଲାଲ ମାନେ ଧରା ବି ପଡୁଛିନ୍ତି । ତେବେ ଏହାରି ଭିତରେ ଏମିତି ଏକ ତଥ୍ଯ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ଯ ଚକିତ…

୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ରହିବା ପରେ ଘରକୁ ଫେରିବେ ସୁନ୍ଦରଗଡ଼ର ବିରଜୁ କୁଲୁ

ସୁନ୍ଦରଗଡ଼: ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ରହିବା ପରେ ଘରକୁ ଫେରିବେ ବିରଜୁ କୁଲୁ । ସୁନ୍ଦରଗଡ଼ର କୁତ୍ର। ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ଯୁବକ ବିରଜୁ କୁଲୁ । ମିଳିଥିବା ସୂଚନା ଅନୁଯାୟୀ ବିରଜୁ ଘର ଛାଡ଼ି ପଳାଇଥିଲେ ଏବଂ ଭୁଲ ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଦେଇଥିଲେ ।…

୪ ମାସର ଗର୍ଭବତୀ ଥିବା ନାବାଳିକା ପ୍ରେମିକାକୁ କିରୋସିନ ଢାଳି ଜାଳିଦେଲା ପ୍ରେମିକ, ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେଗା ପୋଷ୍ଟ ଅଫିସ ପଡାର ଘଟିଛି ଏହି ଘଟଣା। ନାବାଳିକା ଜଣଙ୍କ ଯୁବକଙ୍କ ସହ ଏକ ଭଡା ଘରେ ରହୁଥିଲେ । ଉଭୟ ପରସ୍ପରକୁ ଭଲ ପାଉଥିଲେ। ଏହି ଯୁବକ ଜଣଙ୍କର ନା ହେଉଛି ଶ୍ରୀକାନ୍ତ ପ୍ରଧାନ। ତେବେ…

ହନୁମାନ ପଇସା ନଦେବାରୁ ଅପହରଣ! ୭ ଜଣଙ୍କୁ ଗିରଫ କଲା ପୋଲିସ୍

ସୁନ୍ଦରଗଡ : ହନୁମାନ ପଇସା ନାଁରେ ଠକେଇ । ହନୁମାନ ପଇସା ନଦେବାରୁ ଅପହରଣ ଅଭିଯୋଗରେ ୭ ଜଣ ଗିରଫ । ଏହାସହ ପଇସା ଦେବାକୁ କହି ଠକିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅପହରଣରେ ବ୍ୟବହୃତ କାର, ପଲସର ବାଇକ ସହ ୨ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ପୋଲିସ । ସୁନ୍ଦରଗଡ ସୁବଳୟା…

ସୁନ୍ଦରଗଡ଼ ଦେଓ ନଦୀରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ଯ। ଜିଲ୍ଲାର ନୂଆଗାଁ ବ୍ଲକ ଦେଇ ଯାଉଥିବା ଦେଓ ନଦୀରୁ ଏକ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ମୃତଦେହ ମିଳିବା ପରେ ହାତିବାଡି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ସୂଚନା ଥାଉକି…

ସୁନ୍ଦରଗଡ: ପୋଲିସ ଓ ପାହାଡ଼ିଚିତା ଅପରାଧିକ ସଂଗଠନ ମୁହାଁମୁହିଁ: ଜଣେ ମୃତ ଜଣେ ଗୁରୁତର

ସୁନ୍ଦରଗଡ: ପୋଲିସ୍‌-ପାହାଡ଼ି ଚିତା ମୁହାଁ ମୁହିଁ । ଜଣେ ମୃତ, ଜଣେ ଗୁରୁତର । ଝାଡ଼ଖଣ୍ଡ ସୀମାନ୍ତ ସମଡେଗା ନିକଟସ୍ଥ ଡପାଟୋଲି ଗ୍ରାମ ନିକଟରେ ପୋଲିସ ଓ ପାହାଡ଼ିଚିତା ଅପରାଧିକ ସଂଗଠନ ମୁହାଁମୁହିଁ ହୋଇଥିଲେ । ଏଥିରେ ପାହାଡିଚିତା ଏରିଆ କମାଣ୍ଡରର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି…

ବାଦଲ ଫଟା ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ, ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଟ୍ରକ୍

ବଣାଇ: ଭାସିଗଲା ଅସ୍ଥାୟୀ ପୋଲ। ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ନାରାୟଣ ପୋଷ କମଣ୍ଡ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯେଉଁଠାରେ ବାଦଲ ଫଟା ବର୍ଷାରେ ପାହାଡ ଉପରୁ ପାଣି ଆସି ଭାସିଗଲା ଅସ୍ଥାୟୀ ପୋଲ। ଫଳରେ କଲଟାକୋଇଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ…

ଜାତିସଂଘ ଜଳବାୟୁ ଯୁବ ପରାମର୍ଶଦାତା ଟିମ୍‌ରେ ସ୍ଥାନ ପାଇଲେ ସୁନ୍ଦରଗଡର ଝିଅ ଅର୍ଚ୍ଚନା ସୋରେଙ୍ଗ, ଟ୍ଵିଟ୍‌ କରି…

ସୁନ୍ଦରଗଡର: ଓଡ଼ିଶା ପାଇଁ ଗୌରବ ଆଣିଲେ ସୁନ୍ଦରଗଡର ଅର୍ଚ୍ଚନା ସୋରେଙ୍ଗ । ଜାତିସଂଘ ଜଳବାୟୁ ଯୁବ ପରାମର୍ଶଦାତା ଟିମ୍‌ରେ ସ୍ଥାନ ପାଇଛନ୍ତି ଅର୍ଚ୍ଚନା । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍‌…

ନାବାଳିଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ଅଭିଯୋଗରେ ଫସିଲେ ଥାନାବାବୁ

ସୁନ୍ଦରଗଡ଼: ଫସିଲେ ଥାନାବାବୁ । ନାବାଳିଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ନେଇ ଅଭିଯୋଗ ଆସିଛି। ଏହାସହ ଗର୍ଭପାତ କରାଇଥିବା ଡାକ୍ତର ଓ ନାବାଳିକାର ସାବତ ବାପାଙ୍କ ସମେତ ୬ଜଣ ନାଁରେ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ରାଏବଗା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜା ଜନକ ଘଟଣା। ସୂଚନା…

ପାଣି ପିଇବା ବେଳେ କାଦୁଅରେ ଗୋଡ ଫଶି ଗଲା ହାତୀ ଛୁଆର ଜୀବନ

ସୁନ୍ଦରଗଡ଼: କାଦୁଅରେ ଫଶି ଗଲା ଜୀବନ। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଓ କୁଆଁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ସାନ ଡାଲାକୁଦର ଗାଁ ନିକଟସ୍ଥ ଏକ ପୋଖରୀ କାଦୁଅରେ ଫଶି ୪ମାସ ମାଇ ଛୁଆ ହାତୀର ମୃତ୍ୟୁ ହୋଇଛି। ୫ଜଣିଆ ହାତୀପଲଙ୍କ ସହ ହାତୀଛୁଆଟି ପାଣି ପିଇବାକୁ ପୋଖରୀକୁ ଆସିଥିଲା । ପାଣି…