Browsing Tag

supreme court

ନିଟ୍‌ ମାମଲାରେ ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ହେରଫେର ହୋଇଥିଲେ ସମୟ ପୂର୍ବରୁ ସୁଧାରନ୍ତୁ

ନିଟ୍‌ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ଧରୁନି । ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କେନ୍ଦ୍ର ଓ ଏନଟିଏକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜୁଲାଇ ୮ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନିୟମିତତା ସମ୍ପୂର୍ଣ୍ଣ…

NEETର ୧,୫୬୩ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍‌ ମାର୍କ ହେବ ରଦ୍ଦ, ପୁଣିଥରେ ଦେବାକୁ ପଡ଼ିବ ପରୀକ୍ଷା

ମେଡିକାଲ୍ ପ୍ରବେଶିକା ପରୀକ୍ଷା (NEET)ରେ ୧,୫୬୩ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସ୍‌ ମାର୍କ ରଦ୍ଦ ହେବ । କେନ୍ଦ୍ର ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । NEETର ଏହି ସମସ୍ତ ୧,୫୬୩ ପ୍ରାର୍ଥୀଙ୍କ ସ୍କୋରକାର୍ଡକୁ ରଦ୍ଦ କରାଯିବ । ଗୁରୁବାର କୋର୍ଟଙ୍କୁ ଦିଆଯାଇଥିବା ବିବୃତ୍ତିରେ…

NTA କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ୮ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

NEET ପରୀକ୍ଷାକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ ହୋଇଛି । NEET କାଉନସେଲିଂ ଉପରେ ରୋକ୍ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ NTA କୁ ନୋଟିସ୍…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ଜୁନ୍ ୨ ରେ ହିଁ ଜେଲ୍ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅରବିନ୍ଦ କେଜ୍ରିଓ୍ଵାଲ, ଅନ୍ତରୀଣ ଜାମିନକୁ ୭ ଦିନ ବଢାଇବାକୁ କଲେ ଆବେଦନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେଜ୍ରିଓ୍ଵାଲ ଦିଲ୍ଲୀ ଅବକାରୀ ନୀତି ମାମଲାରେ କୋର୍ଟରେ ଯାଚିକା ଦାଖଲ କରି ଅନ୍ତରୀଣ ଜାମିନକୁ ୭ ଦିନ ବଢାଇବାକୁ ଆବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଆବେଦନ କରିଛନ୍ତି…

ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ, ଦୌଡ଼ରେ ଅଛନ୍ତି ୪ ଓଡ଼ିଆ

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ। ବିଭିନ୍ନ ପଦ ପଦବି ପାଇଁ ଚାଲିଛି ଭୋଟ ଗ୍ରହଣ। ସୁପ୍ରିମକୋର୍ଟ ବାର ଆସୋସିଏସନରେ ପ୍ରାୟ ୨୦ ହଜାର ସଦସ୍ୟ ଅଛନ୍ତି । କିନ୍ତୁ ନିର୍ବାଚନରେ ୩ ହଜାରରୁ ଊର୍ଦ୍ଧ୍ବ ଭୋଟର ଅଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ନିର୍ବାଚନରେ ୪…

ବିଭ୍ରାନ୍ତିକର ବିଜ୍ଞାପନ ମାମଲା : ସୁପ୍ରିମକୋର୍ଟ ବର୍ଷିବା ପରେ ବାବା ରାମଦେବ ମାଗିଲେ କ୍ଷମା, ଛପାଇଲେ ବଡ…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବର୍ଷିବା ପରେ ପତଞ୍ଜଳି ତରଫରୁ ଆଜି ସମାଦପତ୍ରରେ ନୂଆ କ୍ଷମା ପ୍ରାର୍ଥନା କରିଛନ୍ତି । ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନା ବିଜ୍ଞାପନର ଆକାରକୁ ନେଇ ସୁପ୍ରିମକୋର୍ଟ ଗତକାଲି ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ…

‘ଯେତିକି ବଡ଼ ବିଜ୍ଞାପନ ଦେଇଥିଲ, ସେତିକି ବଡ଼ କ୍ଷମା ପ୍ରାର୍ଥନା ଦିଅ’, ପତଞ୍ଜଳିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ସହିତ ଜଡିତ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ସଂସ୍ଥାର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ କୋର୍ଟରେ ହାଜର ହୋଇଥିଲେ । ଜଷ୍ଟିସ ହେମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଶୁଣାଣି…

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏବେ ଯୋଗ ଶିବିର ପାଇଁ ଦେବାକୁ ହେବ ସର୍ଭିସ ଟାକ୍ସ

ଯୋଗଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରୁ ବଡ୍‌ ଝଟକା ଲାଗିଛି । ଏବେ ବାବା ରାମଦେବଙ୍କୁ ଯୋଗ ଶିବିର ପାଇଁ ସର୍ଭିସ ଟାକ୍ସ ଦେବାକୁ ହେବ । ସ୍ୱାମୀ ବାବା ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂସ୍ଥା ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’ ଏହି ସର୍ଭିସ ଟାକ୍ସ ଅର୍ଥାତ୍‌ ସେବା ଶୁଳ୍କ ଦେବ ।…

ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ କେଜ୍ରିଓ୍ଵାଲ, ତୁରନ୍ତ ଶୁଣାଣି…

ଇଡି ଗିରଫକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନକୁ ଖାରଜ ହେବା ପରେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିଓ୍ଵାଲ । କେଜ୍ରିଓ୍ଵାଲଙ୍କ ଓକିଲ ମୁଖ୍ୟ ବିଚାରପତିଙ୍କୁ କୋର୍ଟରେ ତୁରନ୍ତ ଶୁଣାଣି କରିବା ପାଇଁ ଦାବି କରିଛନ୍ତି । ଆଜିଠାରୁ କୋର୍ଟ ୪ ଦିନ ବନ୍ଦ ରହିବ ।…

ମୁଖତାର ଅନସାରୀଙ୍କ କବରରେ ଫାତିହା ପଢିବାକୁ ଯିବେ ପୁଅ ଅବାସ ଅନସାରୀ, ସୁପ୍ରିମକୋର୍ଟ ଦେଲେ ଅନୁମତି

ଅବାସ ଅନସାରୀକୁ ବାପା ମୁଖତାର ଅନସାରୀଙ୍କ କବରରେ ଫାତିହା-ଖ୍ଵାନୀ ପଢିବା ପାଇବା ପାଇଁ ଜେଲରୁ ବାହାରକୁ ଆସିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ସନ୍ଧ୍ୟା ୫ଟା ପୂର୍ବରୁ କାସଗଂଜରୁ ଗାଜିପୁର ଯିବାକୁ ଅନୁମତି ମିଳିଛି । ଆସନ୍ତାକାଲି ସକାଳ ଫାତିହା ପଢିସାରିବା ପରେ ତାଙ୍କୁ…

ଗୁଜରାଟ ୟୁନିଭରସିଟି ମାନହାନି ମାମଲାରେ ସଞ୍ଜୟ ସିଂହଙ୍କୁ ଝଟକା, ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଟିପ୍ପଣୀ କରୁଥିବା ମାମଲାରେ ଆପ୍‌ ନେତା ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ଗୁଜରାଟ ୟୁନିଭରସିଟି ମାନହାନି ମାମଲାରେ ସଞ୍ଜୟ ସିଂଙ୍କ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ…