Browsing Tag

taliban

ତାଲିବାନୀ ଆଦେଶ! ଏଣିକି ସରକାରୀ ପୁରୁଷ କର୍ମଚାରୀ ରଖିବେ ଦାଢ଼ି, ପାଳନ କରିବେ ଡ୍ରେସ୍ କୋଡ୍ ନିୟମ

ଆଫଗାନିସ୍ତାନରେ ଲୋକେ ତାଲିବାନୀ ଶାସନ ପ୍ରଣାଳୀକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ ତଥା ଅସନ୍ତୁଷ୍ଟ ଅଛନ୍ତି। ଦେଶରେ ତାଲିବାନୀ ଶାସନ ଆସିବା ପରଠାରୁ ଲଗାତାର କଠୋରବାଦୀ ଆଦେଶ ଜାରି ହୋଇ ଚାଲିଛି। ଏହାରି ଭିତରେ ତାଲିବାନ ଆଉ ଏକ ନୂଆ ଆଦେଶ ଜାରି କରିଛି। ଏହି ଆଦେଶ ମୁତାବକ, ଏଣିକି ସମସ୍ତ ସରକାରୀ…

ତାଲିବାନର ଆଦେଶ! ଆଫଗାନିସ୍ତାନ ମହିଳାଙ୍କୁ ପରଦା ତଳେ ହିଁ ରହିବାକୁ ପଡ଼ିବ; ହିଜାବ ନ ପିନ୍ଧିଲେ ମିଳିବ ନାହିଁ ଶିକ୍ଷା…

କର୍ଣ୍ଣାଟକରେ ମୁସଲମାନ ଝିଅମାନେ ହିଜାବ୍‌ ପିନ୍ଧି ସ୍କୁଲ ଆସିବାକୁ ନେଇ ବିବାଦ ଲାଗି ରହିଛି। ଏହାରି ଭିତରେ ତାଲିବାନ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛି। ତାଲିବାନ କହିଛି ଯେ ଆଫଗାନିସ୍ତାନର ମହିଳାମାନଙ୍କୁ ପରଦା ତଳେ ହିଁ ରହିବାକୁ ପଡ଼ିବ। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି…

ସାମ୍ନାକୁ ଆସିଲା ତାଲିବାନର କ୍ରୁରତା, ଚାକିରି-ଶିକ୍ଷା ମାଗୁଥିବା ମହିଳାଙ୍କ ଉପରେ ସ୍ପ୍ରେ କଲା ଗୋଲମରିଚ ଗୁଣ୍ଡ;…

ପୁଣିଥରେ ତାଲିବାନର ଆଉ ଏକ କ୍ରୁରତାର ଚିତ୍ର ସାମ୍ନାକୁ ଆସିଛି, ଯାହା ପ୍ରମାଣିତ କରୁଛି ଯେ ତାଲିବାନ୍‌ କେତେ ଭୟଙ୍କର ଓ ନିର୍ମମ। ମହିଳାଙ୍କୁ ସବୁ ବେଳେ ନିର୍ଯାତନା ଦେଇ ଆସୁଥିବା ତାଲିବାନ୍‌ ପୁଣିଥରେ ମହିଳା ଆନ୍ଦୋଳନ କାରୀଙ୍କୁ ଆକ୍ରମଣ କରିଛି। ଏଥରକ ଅସ୍ତ୍ର ଶସ୍ତ୍ର ନୁହେଁ, ବରଂ…

ଆଫଗାନିସ୍ତାନରେ ମଦ ବିକ୍ରି ଉପରେ ତାଲିବାନ ସରକାରଙ୍କ କଡ଼ା ନିୟମ, କେନାଲରେ ଢାଳିଦେଲେ ୩୦୦୦ ଲିଟର ମଦ

କାବୁଲ : ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବର୍ତ୍ତମାନ ଇସଲାମ ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ରବିବାର ଦିନ ତାଲିବାନର ଗୁପ୍ତଚର ଏଜେଣ୍ଟଙ୍କ ଏକ ଟିମ୍ କାବୁଲରେ ହଜାର ହଜାର ଲିଟର ମଦ ଜବତ କରିଛନ୍ତି। ଏହି ଏଜେଣ୍ଟମାନେ ଜବତ ହୋଇଥିବା ମଦକୁ କ୍ୟାମେରା ଆଗରେ କାବୁଲର…

ପାକିସ୍ତାନ ଅପେକ୍ଷା ଭାରତ ଉପରେ ଅଧିକ ଭରସା! ସହାୟତାକୁ ସ୍ୱାଗତ କଲା ତାଲିବାନ; ଅଟାରୀ ରାସ୍ତାରେ ପଠାଯିବ ଗହମ ଓ ଔଷଧ

ତାଲିବାନ ଭାରତର ସହାୟତାକୁ ସ୍ୱାଗତ କରିଛି। ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନର ସେହି ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରିଛି, ଯେଉଁଥିରେ ପାକ୍‌, ଭାରତକୁ ଆଫଗାନିସ୍ତାନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ରାସ୍ତାକୁ ବ୍ୟବହାର ଲାଗି ଅନୁମତି ଦେଇଛି। କହି ରଖୁଛୁ ଯେ ଭାରତ,…

ତାଲିବାନର ନୂଆ ଆଦେଶ! ଟିଭିରେ ପ୍ରସାରଣ ହେବ ନାହିଁ ଗୋଟିଏ ବି ମହିଳାକେନ୍ଦ୍ରିତ ଧାରାବାହିକ; କମେଡି କାର୍ଯ୍ୟକ୍ରମ…

ଆଫଗାନିସ୍ତାନରେ ଗତ ଅଗଷ୍ଟରେ ଯେବେଠାରୁ ତାଲିବାନ ଦେଶର ଶାସନ ଭାର ନିଜ ହାତକୁ ନେଇଛି, ସେବେଠାରୁ କେତେକ ନିୟମ ଜାରି କରି ଦେଇଛି। ଏବେ ତାଲିବାନ ଆଉ ଏକ ନିୟମ ଆଣିଛି, ଯେଉଁଥିରେ ଆଫଗାନିସ୍ତାନରେ ମହିଳାକେନ୍ଦ୍ରିତ ଧାରାବାହିକଗୁଡ଼ିକ ଟିଭିରେ ପ୍ରସାରଣ ହେବ ନାହିଁ। ଏହା ଉପରେ ତାଲିବାନ ରୋକ୍‌…

ଭବିଷ୍ୟତ ସହ ଖେଳ! ଆଫଗାନିସ୍ତାନରେ କୋମଳମତି ପିଲାଙ୍କୁ ପାଠ ବଦଳରେ ଚିହ୍ନା ଯାଉଛି ଅସ୍ତ୍ରଶସ୍ତ୍ର, ଲ୍ୟାଣ୍ଡ ମାଇନ୍ସ

ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବାରେ ୧୦୦ ଦିନ ପୂରଣ କରିବାକୁ ଯାଉଛି ତାଲିବାନ। ବର୍ତ୍ତମାନ ସେଠାରେ ତାଲିବାନ ରାଜ୍‌ କରୁଛି। ଏହାରି ଭିତରେ ଦକ୍ଷିଣ ହେଲମଣ୍ଡ ଅଞ୍ଚଳରେ ନାଦ-ଏ-ଅଲୀ ସମେତ କିଛି ଗାଁ ଏମିତି ରହିଛି, ଯେଉଁଠି ପିଲାମାନେ ପାଠ ପଢ଼ିବା ପରିବର୍ତ୍ତେ ନିଜ ଜୀବନ ବଞ୍ଚେଇବା ପାଇଁ…

ପ୍ରଥମ ଥର ଲୋକଙ୍କ ସାମ୍ନାକୁ ଆସିଲେ ଆଫଗାନିସ୍ତାନର ସର୍ବୋଚ୍ଚ ନେତା ହୈବତୁଲ୍ଲାହ ଅଖୁନ୍ଦଜାଦା, ଅତୀତରେ ମୃତ୍ୟୁ ଖବର…

ଆଫଗାନିସ୍ତାନରେ ତାଲିବାନର ସର୍ବୋଚ୍ଚ ନେତା ହୈବତୁଲ୍ଲାହ ଅଖୁନ୍ଦଜାଦା ପ୍ରଥମ ଥର ପାଇଁ ସାର୍ବଜନିକ ରୂପେ ସାମ୍ନାକୁ ଆସିଛନ୍ତି। ମିଳିଥିବା ସୂଚନା ମୁତାବକ, ଅଖୁନ୍ଦଜାଦା ପ୍ରଥମ ଥର କନ୍ଧାରରେ ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହା ତାଙ୍କର ପ୍ରଥମ ସାର୍ବଜନିକ ଉପସ୍ଥିତି ଥିଲା।…

ତାଲିବାନୀ ବର୍ବରତା: କାଟିଲେ ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ

କାବୁଲ: ଆଫଗାନିସ୍ତାନର ଶାସନ କ୍ଷମତା ଦଖଲ କରିଥିବା ତାଲିବାନର ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସିଛି । ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ଆଫଗାନିସ୍ତାନ ଭଲିବଲ ମହିଳା ଜୁନିୟର ଖେଳାଳି ମହଜବୀନ ହାକିମିଙ୍କ ମୁଣ୍ଡ କାଟି…

ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା, ଆରଏସଏସକୁ ତାଲିବାନ ସହିତ କରିଥିଲେ ତୁଳନା

ଆରଏସଏସ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ଏହି ମାମଲା ସ୍ଥାନୀୟ ଓକିଲ ସନ୍ତୋଷ ଦୁବେଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି। ଅଭିଯୋଗ ମୁତାବକ, ଜାଭେଦ ଅଖତର ଆରଏସଏସକୁ ତାଲିବାନ ସହିତ ତୁଳନା କରିଥିଲେ।…

ବେରୋଜଗାରୀ ଆଣିଲା ତାଲିବାନ! କଲମ ଛାଡ଼ିବାକୁ ବାଧ୍ୟ ହେଲେ ସାମ୍ବାଦିକ, ଆର୍ଥିକ ସଙ୍କଟରେ ଯୁଝି ହେଉଥିବା ୧୫୦ ମିଡିଆ…

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ସାଧାରଣ ନାଗରିକମାନେ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲାଗୁଛି ଯେମିତି ତାଲିବାନ ନିଜ ସହିତ ଆଫଗାନୀମାନଙ୍କ ପାଇଁ ବେରୋଜଗାରୀ ମଧ୍ୟ ନେଇକି ଆସିଛି। ଅବସ୍ଥା ଏପରି ହୋଇଛି ଯେ କଲମ ବ୍ୟବହାର କରୁଥିବା ହାତ ଏବେ ଇଟା ଧରି ଶ୍ରମିକ କାମ…

ଭୋକ ଉପାସରେ ମରୁଛନ୍ତି ଆଫଗାନିସ୍ତାନର ୮୦ ପ୍ରତିଶତ ଲୋକ, ତଥାପି ତାଲିବାନର ଖସୁନି ଯୁଦ୍ଧ ନିଶା

ତାଲିବାନ କବ୍‌ଜାକୁ ଯିବା ପରେ ଆଫଗାନିସ୍ତାନରେ ଏବେ ହାହାକାର ସ୍ଥିତି। ଦେଶର ଅର୍ଥନୀତି ଏବେ ତଳ ମୁହାଁ। ଲୋକମାନଙ୍କର କାମ ଧନ୍ଦା ଠପ୍‌ ହୋଇଯାଇଥିବାରୁ ଦେଶର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଛି। ଏଥିସହ ଦେଶର ଟଙ୍କାକୁ ବିଦେଶୀ ସଂସ୍ଥା ଓ ଆମେରିକା ଫ୍ରିଜ୍‌ କରି ଦେଇଛନ୍ତି। ଏଭଳି…