ତାଞ୍ଜାନିଆରେ ବସ୍ ଦୁର୍ଘଟଣା, ୩୮ ମୃତ, ୨୮ ଗୁରୁତର ଆହତ
ଶନିବାର (୨୮ ଜୁନ୍ ୨୦୨୫) ସନ୍ଧ୍ୟାରେ ତାଞ୍ଜାନିଆର କିଲିମାଞ୍ଜାରୋ ଅଞ୍ଚଳର ସବସାବା ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏକ ବସ୍ ଟାୟାର ପମ୍ପଚର ହୋଇ ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା…