Browsing Tag

technology

ଆଣ୍ଡ୍ରୋଏଡ ଫୋନ୍‌ରେ ଭୁଲରେ ବି କରନ୍ତୁନି ଏହି ସବୁ ଭୁଲ୍‌, ଡିଭାଇସ୍‌ ହୋଇପାରେ ହ୍ୟାକ୍‌; ଏହି ଟିପ୍ସରୁ ରୁହନ୍ତୁ…

ଯଦି ଆପଣ ଆଣ୍ଡ୍ରୋଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି, ତା’ ହେଲେ ଅନେକ କଥା ଉପରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ। ଏହା ମଧ୍ୟ ଧ୍ୟାନରେ ରହିବା ଜରୁରୀ କି, ଆପଣ କ’ଣ ଡାଉନଲୋଡ କରୁଛନ୍ତି ଏବଂ କେଉଁ ଆପ୍ ପାଖରେ କେତେ ପରମିଶନ୍ସ ରହିଛି। ଆଣ୍ଡ୍ରୋଏଡ୍‌ ବହୁତ ଲୋକପ୍ରିୟ OS। ଏକ ଲୋକପ୍ରିୟ…

Apple iPhone 13 ସିରିଜରେ ରହିଛି ଜବରଦସ୍ତ ଅଫର, ଶୀଘ୍ର କିଣନ୍ତୁ

Apple iPhone 13 ସିରିଜ ଲଞ୍ଚ ହେବା ପରେ ସମସ୍ତଙ୍କ ନଜର ଏବେ ଏହାର ଦାମ ଉପରେ। ଭାରତରେ ଏହା ଲଞ୍ଚ ହୋଇସାରିଛି। ତେବେ ଗ୍ରାହକଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଏଥିରେ ଦିଆଯାଇଛି ଜବରଦସ୍ତ ଡିସକାଉଣ୍ଟ। ସୂଚନା ଅନୁଯାୟୀ ଭାରତରେ କମ୍ପାନୀ iPhone 13 କୁ ୭୯,୯୦୦ ଟଙ୍କାରେ ବଜାର ପ୍ରବେଶ…

ମୋବଇଲ ନମ୍ବର ୧୦ ଡିଜିଟ ରହିବା ପଛରେ ଅଛି ଏହି କାରଣ

ଭାରତରେ ୧୦ ଅଙ୍କର ମୋବାଇଲ ନମ୍ବର ହେବା ପଛରେ ରହିଛି ଏନଏନପି। ଏବେ ଏହି ଏନ୍‌ଏପି କଣ । ସରକାରଙ୍କ ରାଷ୍ଟ୍ରୀୟ ନମ୍ବରିଂ ଯୋଜାନ ବା ଏନଏନପି । ଯଦି ମୋବାଇଲ ନମ୍ବର ଗୋଟିଏ ଡିଜିଟର ହେବ ତେବେ ତାହା ଶୂନରୁ ୯ ପର୍ଯ୍ୟନ୍ତ କେବଳ ୧୦ଟି ଭିନ୍ନ ଭିନ୍ନ ନମ୍ବର ହେବ। ଯାହା ପରେ ଏହି ୧୦ଟି ନମ୍ବରକୁ…

ସାମସଙ୍ଗର ଏହି ୪ଟି ଲାଟେଷ୍ଟ ମଡେଲରେ ରହିଛି ପୂଜାର ବେଷ୍ଟ ଅଫର

ଆସିଯାଇଛି ଫେଷ୍ଟିିଭ ସିଜିନ୍‌। ଯାହାକୁ ନେଇ ଏବେ ପୁରା ବଜାର ଚଳଚଞ୍ଚଳ ହୋଇଉଠିଛି। ଖାସ୍‌ କରି ଏହି ସିଜିନ୍‌କୁ ଲୋକମାନେ ଆଗ୍ରହ ସହକାରେ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ସମୟରେ ବେଷ୍ଟ ଫେଷ୍ଟିଭ ଅଫର ଚାଲିଥାଏ। ତେବେ ଏହି ଦିନ ମାର୍କେଟରେ କେବଳ ଡ୍ରେସ ନୁହେଁ ବରଂ ଇଲେକଟ୍ରୋନିକ୍ସ…

ବ୍ୟାଟେରୀ ସେଭିଙ୍ଗ୍‌ ଓ ଆଖିକୁ ଆରାମ ଦେଉଥିବା ଡାର୍କ ମୋଡ୍‌ ଏବେ Google Searchରେ, ଜାଣନ୍ତୁ କେମିତି କରିବେ…

ଗୁଗଲ କ୍ରୋମ ବ୍ରାଉଜରର ୟୁଜରବେସ୍‌ ଭାରତରେ ପାଖାପାଖି ୬୦ ପ୍ରତିଶତରୁ ବି ଅଧିକ ରହିଛି। ଏବେ ଏହି କ୍ରୋମ ବ୍ରାଉଜର ପାଇଁ କମ୍ପାନୀ ନୂଆ ଫିଚର ଲଞ୍ଚ୍‌ କରିଛି। ଏହି ଫିଚରର ନାମ ଡାର୍କ ମୋଡ୍‌, ଯାହାକି ଖାସ୍‌ ରୂପେ ୟୁଜରଙ୍କ ଆଖିକୁ ଆରାମ ଦେବା ସହିତ ଡିଭାଇସ୍‌ରେ ବ୍ୟାଟେରୀ ସେଭିଙ୍ଗ୍‌ ବି…

Apple iPhoneର ଜବରଦସ୍ତ ସେଲ, ଗୋଟିଏ ସେକେଣ୍ଡରେ ହେଲା ୧୧୫ କୋଟିର ଲାଭ

Apple iPhone ନିଜ ସ୍ମାର୍ଟଫୋନ ସେଲ କରିବା ଦିଗରେ ନେଇଛି ଏକ ବଡ଼ ପଦକ୍ଷେପ । Apple iPhone ସେଲରେ ଜବରଦସ୍ତ ରେକର୍ଡ଼ ବନେଇଛି । JD.com ଡାଟା ଅନୁଯାୟୀ ଚୀନରେ 618 ସେଲର ଶେଷ ଦିନରେ ଏକ ସେକେଣ୍ଡରେ ୧୦୦ ମିଲିୟନ ୟୁଆନ ବା ୧୧୫ କୋଟି ଟଙ୍କାର iPhones ସେଲ କରିଛି । ସେଲରେ ଅନ୍ୟ କମ୍ପାନୀ…

Jio ସହ ଟକ୍କର ଦେବା ପାଇଁ Airtel ଆଣିଲା ଜବରଦସ୍ତ ପ୍ଲାନ, ଦିନକୁ ବ୍ୟବହାର କରିପାରିବେ 50GB ଡାଟା

ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ମଧ୍ୟରେ କଡାଟକ୍କର ଆରମ୍ଭ ହୋଇଛି । ୟୁଜର୍ସଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି କମ୍ପାନୀ ତରଫରୁ ବେଷ୍ଟ ବେନିଫିଟ ପ୍ଲାନ ଅଫର ଆସୁଛି । ସବସ୍କ୍ରାଇବର ବେସକୁ ବଢ଼ାଇବା ପାଇଁ ଜୋରଦାର ପ୍ରୟାସ ଚାଲିଛି । କିଛିଦିନ ପୂର୍ବେ ଜିଓ ୪୪୭ ଟଙ୍କା ନୋ ଡାଟା…

ଫେକ CoWinHelp ଆପଠୁ ରୁହନ୍ତୁ ସତର୍କ, ନଚେତ ହୋଇପାରେ ଆପଣଙ୍କ ସମ୍ପୂର୍ଣ୍ଣ ତଥ୍ୟ ଲିକ

କରୋନା ସମୟରେ ଏବେ ସମସ୍ତେ ପ୍ରାୟ ଘରୁ କାମ କରୁଛନ୍ତି । ଡିଜିଟାଲ ମାଧ୍ୟମରେ ସବୁ କାମ ଏବେ ସହଜ ରୂପେ ହୋଇପାରୁଛି । କେବଳ ଅଫିସ କାମ ନୁହେଁ ବରଂ ଅନ୍ୟ ସମସ୍ତ କାମ ମଧ୍ୟ ଡିଜିଟାଲ ମାଧ୍ୟମରେ ହେଉଛି । ଯାହାର ଖରାପ ଫାଇଦା ହାକର୍ସ ମାନେ ଉଠାଉଛନ୍ତି । ଏଭଳି ଅନେକ ଆପ ରହିଛି ଯାହା ମାଧ୍ୟମରେ…

Battlegrounds Mobile Indiaର ପ୍ରି-ରେଜିଷ୍ଟ୍ରେସନ ପାଇଁ ଜାଣନ୍ତୁ ପଦ୍ଧତି

ବ୍ୟାଟେଲ ଗ୍ରାଉଣ୍ଡସ୍ ମୋବାଇଲ ଇଣ୍ଡିଆ (ଦେଶୀ ପବଜି)ର ପ୍ରି-ରେଜିଷ୍ଟ୍ରେସନ ଗୁଗୁଲ ପ୍ଳେ ଷ୍ଟୋରରେ ଆରମ୍ଭ ହୋଇସାରିଛି । ଏହି ଗେମ୍ କ୍ରାଫଟନ ଦ୍ୱାରା ଡେଭଲପ ହୋଇଛି । ଏହା ପବଜି ଗେମର ବକଳ୍ପ ରୂପେ ବଜାରକୁ ପ୍ରବେଶ କରିଛି । ତେବେ କ୍ରାଫଟନ ତରଫରୁ ଏହି ଗେମର ରିଲିଜ ସଂପର୍କରେ କିଛି ସୂଚନା…

ଭାରତରେ ଆସନ୍ତା ୧୩ ମଇରେ ଲଞ୍ଚ ହେବ ରେଡମିର ପ୍ରଥମ ସ୍ମାର୍ଟୱାଚ

ଚିନର ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଜିଓମି ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟୱାଚ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇସାରିଛି । ଆସନ୍ତା ୧୩ ମଇରେ ଲଞ୍ଚ ହେବାକୁ ଯାଉଛି । ସୋସିଆଲ ମିଡିଆରେ କମ୍ପାନୀ ତରଫରୁ ଏହାର ପ୍ରଥମ ଝଲକ ମଧ୍ୟ ଜାରି କରିଛି ।…

ଅପ୍ରେଲ ୨୧ରେ ଭାରତୀୟ ବଜାରରେ ପ୍ରବେଶ କରିବ Poco M2 Reloaded, ଦାମ ରହିଛି ସବୁଠୁ ଶସ୍ତା

ପୋକୋ ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଏହି ସଂପର୍କରେ କମ୍ପାନୀ ପକ୍ଷରୁ ଟ୍ଵିଟ ଯୋଗେ ସୂଚିତ କରାଯାଇଛି। ପୋକୋର ନୂଆ ସ୍ମାର୍ଟଫୋନ Poco M2 Reloaded ଅପ୍ରେଲ ୨୧ରେ ଭାରତୀୟ ବଜାରରେ ପ୍ରବେଶ କରିବ । Poco M2 Reloaded କିଛି ଦିନ ପୂର୍ବରୁ ଲଞ୍ଚ ହୋଇଥିବା…