ତେଲଙ୍ଗାନାରେ ଅଧରାତିରେ ଭୂକମ୍ପ ଝଟକା, ତୀବ୍ରତା ୩.୮
ତେଲଙ୍ଗାନା : ତେଲଙ୍ଗାନା ଭଦ୍ରାଦୀକୋଠାଗୁଡେମରେ ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଅନୁଭୂତ । ରବିବାର ବିଳମ୍ବିତ ୨ଟା ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୮ ରହିଥିଲା । ଭୂକମ୍ପ ତୀବ୍ରତାରେ କିଛି କ୍ଷୟକ୍ଷତି ହୋଇନାହିଁ । ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ଝଟକା…