Browsing Tag

Telangana

ତେଲେଙ୍ଗାନା: BRSର ରୋଡ୍‌ ଶୋ’ରେ ଦୁର୍ଘଟଣା, ଚଳନ୍ତା ଗାଡ଼ିରୁ ଖସିପଡ଼ିଲେ ମନ୍ତ୍ରୀ କେଟିଆର୍‌

ତେଲେଙ୍ଗାନାରେ ନଭେମ୍ବର ୩୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର ଜୋର୍‌ଦାର ଚାଲିଛି। ନେତାମାନେ ନିର୍ବାଚନ ରାଲି ଏବଂ ରୋଡ୍ ଶୋ’ ମାଧ୍ୟମରେ ଜନସାଧାରଣଙ୍କ ସମର୍ଥନ ହାସଲ କରୁଛନ୍ତି। ଏହାରି ଭିତରେ ରାଜ୍ୟ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ରୋଡ ଶୋ’ ବେଳେ…

ତେଲେଙ୍ଗାନା: ନିର୍ବାଚନ ପ୍ରଚାର ବେଳେ ବିଆର୍‌ଏସ୍‌ ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ, ପେଟରେ ଛୁରୀ ଭୁସିଦେଲେ ଅଜଣା ଯୁବକ

ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ଏଠାରେ ନିର୍ବାଚନ ପ୍ରଚାର ବେଳେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ସାଂସଦ କୋଠା ପ୍ରଭାକର ରେଡ୍ଡୀଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି। ସୂଚନା ଅନୁସାରେ, ଜଣେ ଅଜଣା ଯୁବକ ସାଂସଦଙ୍କ ପେଟରେ ଛୁରୀ ଭୁସି…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଧରାପଡିଲା ୭୫୦ କୋଟି ଟଙ୍କା, ପରେ ଜଣାପଡିଲା ପ୍ରକୃତ ସତ

ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଧରାପଡିଲା ୭୫୦ କୋଟି ଟଙ୍କା ଥିବା ଟ୍ରକ । ପ୍ରଥମେ ଏହା ନିର୍ବାଚନ ଟଙ୍କା ବୋଲି ସନ୍ଦେହ କରାଯାଇ ପୋଲିସ ଆକ୍ସନ ନେବାକୁ ଯାଉଥିଲା । ହେଲେ ପରେ ତାହା ବ୍ୟାଙ୍କ ଟଙ୍କା ବୋଲି ଜଣାପଡ଼ିଥିଲା । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଟଙ୍କା କେରଳରୁ…

ତେଲେଙ୍ଗାନା: ବ୍ୟାଙ୍କରୁ ଚୋରି କରିବାରେ ବିଫଳ ହେଲା ଚୋର, ଯିବା ପୂର୍ବରୁ ଚିଠିରେ ଲେଖିଲା, ‘ଉତ୍ତମ ବ୍ୟାଙ୍କ…’

ବ୍ୟାଙ୍କରୁ ଚୋରି କୌଣସି ନୂଆ କଥା ନୁହେଁ। ହେଲେ ଚୋର କେତେବେଳେ ଏଥିରେ ସଫଳ ହୁଏ ତ କେତେବେଳେ ବିଫଳ। ବେଳେବେଳେ ବିଫଳତା ପରେ ନିରାଶ ହୋଇ ଚୋର ଏକ ଚିଠି ମଧ୍ୟ ଛାଡ଼ିଯାଏ। ଠିକ୍‌ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ଏଠାରେ ମଞ୍ଚେରିୟଲ୍‌ ଜିଲ୍ଲାରେ ଏକ ବ୍ୟାଙ୍କରୁ ଚୋରି…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମିଳିଲା ନାହିଁ ଟିକେଟ୍‌, ସମର୍ଥକଙ୍କୁ ଦେଖି କାନ୍ଦିବାକୁ ଲାଗିଲେ ପୂର୍ବତନ…

ବିଧାନସଭା ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ କାନ୍ଦି ପକାଇଥିଲେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ୍‌। ଘଟଣା ତେଲେଙ୍ଗାନାର ଜନଗାଁ ଅଞ୍ଚଳର। ପୂର୍ବତନ ଡେପୁଟି ସିଏମ୍‌ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା ଥତିକୋଣ୍ଡା ରାଜୈୟା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଘନପୁର…

ଭୀଷଣ ବର୍ଷା ଯୋଗୁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି, ହେଲିକପ୍ଟର ଦ୍ୱାରା ଚାଲିଛି ଉଦ୍ଧାର

ତେଲେଙ୍ଗାନା: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ହେଲେ ବିଗତ କିଛି ଦିନ ହେବ ତେଲେଙ୍ଗାନାରେ ଭୀଷଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ରାସ୍ତା ଭାଙ୍ଗି ଗାଁ ଜଳମଗ୍ନ ହୋଇଛି । ଏଭଳି ପରିସ୍ଥିତିରେ ଏଠାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ଛଡା ଲୋକଙ୍କ ଘର…

ତେଲେଙ୍ଗାନାରେ ବର୍ଷା ବିତ୍ପାତ: ଫୁଲୁଛି ଗୋଦାବରୀ ନଦୀର ଜଳସ୍ତର, ରାଜପଥ ସମ୍ପୂର୍ଣ୍ଣ ବନ୍ଦ

କାଲିମେଳା (କେନ୍ୟୁଜ): ଲଗାଣ ବର୍ଷାରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ବେହାଲ। ବଢିବାରେ ଲାଗିଛି ଗୋଦାବରୀ ନଦୀର ଜଳସ୍ତର। ଫଳରେ ସୀମାନ୍ତ ମୋଟୁ ଠାରୁ ରାଞ୍ଚି ବିଜୟୱାଡ଼ା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। କୁଇଗୁର ବ୍ରିଜ଼ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି ।…

ଟମାଟୋ ବିକି ହେଲେ କୋଟିପତି

ଟମାଟୋ ବିକି ହେଲେ କୋଟିପତି। ଯୋଗ୍ୟତାରେ ମାଟ୍ରିକ ଫେଲ। କିନ୍ତୁ ପ୍ରବଳ ଇଚ୍ଛା ଶକ୍ତି ତାଙ୍କୁ ଏହି ସଫଳତା ଆଣିଦେଇଛି। ସଫଳତା ବର୍ଷ ବର୍ଷ ର ନୁହେଁ; ମାତ୍ର କେଇ ଦିନର..ପରିଶ୍ରମ ତାଙ୍କୁ ଗୋଟିଏ ମାସରେ ଦେଢ଼ କୋଟିରୁ ବି ଅଧିକ ଟଙ୍କା ପର୍ଯ୍ୟନ୍ତ ଛୁଆଁଇଲା। ସଫଳତା କିଛି ଏଭଳି ଥିଲା ଯାହା…

ତେଲେଙ୍ଗାନାରେ ସିଏମ୍‌ କେସିଆର୍‌ଙ୍କ ଦଳକୁ ଝଟ୍‌କା, ପୂର୍ବତନ ସାଂସଦ ପିଏସ୍‌ ରେଡ୍ଡୀଙ୍କ ସମେତ ୧୦ ନେତା କଂଗ୍ରେସର…

ତେଲେଙ୍ଗାନା ସିଏମ୍‌ କେସିଆରଙ୍କ ପାର୍ଟି ‘ବିଆରଏସ’କୁ କଂଗ୍ରେସ ବଡ଼ ଝଟ୍‌କା ଦେଇଛି। ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲି କୃଷ୍ଣା ରାଓଙ୍କ ସମେତ ୧୦ ନେତା ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ଗଛରେ ଝୁଲାଇ ଦେଲେ, ଦମ୍ପତିଙ୍କୁ ନିର୍ଧୁମ୍‌ ଛେଚିଲେ ଗ୍ରାମବାସୀ

ତେଲେଙ୍ଗାନାରେ ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ିକୁ ନେଇ ଏକ ଅମାନବୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଗଛରେ ବାନ୍ଧି ନିର୍ଧୁମ୍‌ ଛେଚିଛନ୍ତି। ଦମ୍ପତିଙ୍କୁ ଅମାନୁଷିକ ଭାବେ ମାଡ଼ ମରାଯାଇଛି, ଯାହାର ଏକ ଭିଡିଓ ଏବେ ସୋସିଆଲ…

ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ହେଲେ ଗିରଫ

ହାଇଦ୍ରାବାଦ : ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ଡି ରବୀନ୍ଦର ଡଚେପଲ୍ଲୀ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । ତାଙ୍କ ହାଇଦ୍ରାବାଦ ସ୍ଥିତ ଘରୁ ତାଙ୍କୁ ଗିରଫ କରାଯାଇଛି । ଶ୍ରୀ ରବୀନ୍ଦର ଭୀମଗଲ ଠାରେ ଥିବା ଏକ କଲେଜରେ ୨୦୨୨-୨୩ ପାଇଁ ପରୀକ୍ଷା କେନ୍ଦ୍ର…

ଲୋମଟାଙ୍କୁରା ହତ୍ୟାକାଣ୍ଡ: ୧୯ ବର୍ଷୀୟା ଯୁବତୀଙ୍କ ଆଖିରେ ଫୋଡ଼ିଦେଲେ ପେଚକସ୍‌, ବ୍ଲେଡ୍‌ରେ କାଟିଦେଲେ ବେକ

ତେଲେଙ୍ଗାନାରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ରାଜ୍ୟର ବିକାରାବାଦ ଜିଲ୍ଲାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। କିଛି ଅଜଣା ଦୁର୍ବୃତ୍ତ ଯୁବତୀଙ୍କ ଆଖିରେ ପେଚକସ୍‌ ଫୁଟାଇ ତାଙ୍କ ବେକକୁ ବ୍ଲେଡ୍‌ରେ କାଟି ଦେଇଛନ୍ତି। ପୋଲିସ ଯୁବତୀଙ୍କ ମୃତଦେହକୁ…