Browsing Tag

thief

ଜଳେଶ୍ୱର: ଚୋରି ଅଭିଯୋଗରେ ଯୁବକକୁ ରଶିରେ ବାନ୍ଧି ନିର୍ଧୁମ ଛେଚିଲେ ଲୋକେ

ଜଳେଶ୍ୱର: ଚୋରି ଅଭିଯୋଗରେ ଯୁବକକୁ ରଶିରେ ବାନ୍ଧି ନିର୍ଧୁମ ଛେଚିଲେ ଲୋକେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଅଞ୍ଚଳର ଏକ ଇଟା ଭାଟିରେ କେହି ନ ଥିଲା ବେଳେ ଯୁବକ ଜଣକ ଭାଟି ପାଖରେ ଥିବା ଘର ଭିତରେ ପଶି ଚୋରି କରୁଥିବା ବେଳେ ଯୁବକ ଜଣକୁ ଦେଖି ସ୍ଥାନୀୟ ଲୋକ ମାନେ…

ଦୋକାନ ସାମ୍ନାରେ ବିକ୍ରୀ ପାଇଁ ଥୁଆ ହୋଇଥିବା ଫ୍ଯାନ୍ ନେଇ ଚମ୍ପଟ ମାରିଲା ଚୋର, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଖୋର୍ଦ୍ଧା: ଦିନକୁ ଦିନ ଆମ ସମାଜରେ ବଢିଚାଲିଛି ଅପରାଧ । ଚୋରି,ଡକାୟତି,ଛିନତାଇ ଆଉ ମର୍ଡର, ଏସବୁ ପାଲଟିଛି ବର୍ତ୍ତମାନର ନିତିଦିନିଆ ଘଟଣା । ଯାହା ଯୁବପୀଢିଙ୍କ ସଉକ୍ ପୁରଣ କରିବାର ଏକ ଟ୍ରେଣ୍ଡ ପାଲଟିଯାଇଛି । ବିନା ଭୟରେ ଏମାନେ ପୋଲିସ୍ ପ୍ରଶାସନକୁ ଚାଲେଞ୍ଜ ଉପରେ ଚାଲେଞ୍ଜ ଦେଇ…

ଫାର୍ମହାଉସ୍‌ରେ ଚୋରି କଲା ଚୋର, କିନ୍ତୁ ମାଲିକ ତାକୁ ହିଁ ଦେଇଦେଲେ ଚାକିରି; କାରଣ ଥିଲା ଏମିତି

କୁହାଯାଏ, ପଶ୍ଚାତାପଠୁ ବଡ଼ ପ୍ରାୟଶ୍ଚିତ ଆଉ କିଛି ନାହିଁ। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ମିରଠରେ। ଏଠାରେ ଏକ ଚୋରକୁ ମାଲିକ ଜଣକ ଚୋରି କରିଥିବା ଫାର୍ମହାଉସ୍‌ରେ ହିଁ ଚାକିରି ଦେଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏଠାରେ ଏକ ଚୋର ଚୋରି କରିବା ପରେ ହଠାତ୍‌…

ମାଲିକ ସାମ୍ନାରେ ହିଁ ଅତି ଚତୁରତାର ସହ କାରରୁ ବ୍ୟାଗ୍‌ ଚୋରାଇନେଲା ଯୁବକ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ;…

କଥାରେ ଅଛି, ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯାଏ। ଅର୍ଥାତ୍‌ ପୋଲିସ ଯେତେ ଚତୁର ହେଲେ ବି ଚୋର ତା’ଠାରୁ ଦି’ ପାଦ ଆଗକୁ ଯାଇ ଚୋରି କରିଥାଏ । ଏବେ ସେଭଳି ଏକ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଚୋରର ଟେକ୍ନିକ୍‌ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ଚକିତ…

ଡକାୟତି ଯୋଜନା କରୁଥିବା ବେଳେ ଭୁଲରେ ଡାଏଲ୍‌ ହୋଇଗଲା ପୋଲିସ ନମ୍ବର, ତା’ପରେ ଆଉ ତ୍ରାହି ନାହିଁ

କଥାରେ ଅଛି, ‘ଚୋର ଘର ସବୁବେଳେ ଅନ୍ଧାର ନଥାଏ’। ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଘଟଣା ଘଟିଛି ଷ୍ଟେଫୋର୍ଡଶାୟରଠାରେ। ଏଠାରେ ଦୁଇ ଜଣ ଚୋର ଚୋରି କରିବାକୁ ଯୋଜନା କରୁଥିବା ବେଳେ ଭୁଲରେ ପୋଲିସ କଣ୍ଟ୍ରୋଲ ରୁମ୍‌ର ନମ୍ବର ଡାଏଲ୍‌ କରି ଦେଇଥିଲେ। ଫଳସ୍ୱରୂପ ଡକାୟତି ଯୋଜନା କରୁଥିବା…

ୱେଲ୍‌ ଗେଟ୍‌ ଅପ୍‌ରେ ଯୁବତୀଙ୍କ ଚୋରି ଉଦ୍ଯମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଜୟପୁର: ୱେଲ୍‌ ଗେଟ୍‌ ଅପ୍‌ରେ ଚୋରି । ସିସିଟିଭିରେ କଏଦ ହେଲା ଯୁବତୀଙ୍କ ସ୍କୁଟି ଚୋରି ଉଦ୍ୟମର ଦୃଶ୍ୟ । ଏ ହେଉଛି ଜୟପୁରରେ ଥିବା ଏକ ଆପାର୍ଟମେଣ୍ଟର ଦୃଶ୍ୟ । ଯୁବତୀ ଜଣକ ଦିନ ଦ୍ୱିପହରରେ ଆପାର୍ଟମେଣ୍ଟରେ ଥିବା ସ୍କୁଟି ଗୁଡିକୁ ନକଲି ଚାବି ଦ୍ୱାରା ଖୋଲିବାକୁ ଚେଷ୍ଟା କରିଥିଲେ…

ଜଳେଶ୍ବର: ରାତିରେ ଚୋରି କରୁଥିବାବେଳେ ଚୋରକୁ କାବୁ କରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡେମ୍ବୁରିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ ଜଣ ଚୋର ଏହି ଗ୍ରାମର ଅନେକ ଲୋକଙ୍କ ଘରେ ପଶି ଟଙ୍କା, ମୋବାଇଲ ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ। ଠିକ୍ ସେହି ସମୟରେ ଜଣେ ଚୋରକୁ କାବୁ କରି…

ଅନୁଗୁଳ ବସଲା ସାହିରେ କଙ୍ଗାରୁ କୋର୍ଟ, ପାଇପ୍‌ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗାଁରେ ଅଭାବନୀୟ ଘଟଣା। ପାଇପ୍‌ ଚୋରି କରିବା ଅଭିଯୋଗରେ ଗାଁର ଜଣେ ଯୁବକଙ୍କୁ ବସଲା ସାହିର କିଛି ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି ଗାଁରେ ବୁଲାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକ ଜଣକ ଟ୍ରକରେ ହେଲପର…

ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର, ହାତ ବାନ୍ଧି ରାସ୍ତାରେ ଚଲାଇବା ପରେ ପୋଲିସ୍ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ଚୋରକୁ ରାସ୍ତାରେ ବାନ୍ଧି ଚଲାଇବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର । ଭିଲାଇ ଗାଁର ଗଣେଶ ମାଝୀ ଚୋରି କରୁଥିବା ବେଳେ ଗାଁ ଲୋକେ ତାଙ୍କୁ ଧରିଥିଲେ । ଗଣେଶର ଦୁଇ ହାତକୁ ବାନ୍ଧି ରାସ୍ତାରେ…

ଅନୁଗୁଳ: ଡାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଲା ରୋଗୀ

ଅନୁଗୁଳ: ଡାକ୍ତରଙ୍କ କ୍ଲିନିକରୁ ଚୋରି । ଡାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଛି ରୋଗୀ । ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ। ଅନୁଗୁଳର ଡାକ୍ତର ଦୀପକ ଗଡ଼ନାୟକଙ୍କ ବାସଭବନରେ ଚୋରି ହୋଇଛି । ଜଣେ ମହିଳା ତାଙ୍କ କ୍ଲିନିକକୁ…

ଚୋରି କରିବାକୁ ଆସି ଘରର ସୋଫାରେ ହିଁ ଶୋଇଗଲା ଚୋର, ଆଉ ତା’ ପରେ…

କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ରେ ଏକ ଏମିତି ଘଟଣା ଘଟିଛି, ଯାହା ଶୁଣିବା ପରେ ଆପଣ ହସି ହସି ଗଡ଼ିଯିବେ। ଏଠାରେ ଏକ ଚୋର ଜଣଙ୍କ ଘରକୁ ଚୋରି କରିବାକୁ ଆସି ଶୋଇପଡ଼ିଥିବା ଦେଖାଯାଇଛି। ଚୋର ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ଘର ମାଲିକ ଆସି ତାକୁ ନିଦରୁ ଉଠାଇ କାବୁ କରିଥିଲେ। ଓପ୍ପିନ୍ଦଗଡ଼ି…

ଏମିତି ଏକ ଚୋର, ଯିଏ ଦୀର୍ଘ ଦୁଇ ମାସ ଧରି ବିଚାରପତିଙ୍କ ସିଟରେ ବସି ଶୁଣାଉଥିଲା ରାୟ

ଚୋର ଯେ ଜର୍ଜଙ୍କ ସିଟରେ ବସି ୨ ମାସ ପର୍ଯ୍ୟନ୍ତ ଫୈସଲା ଶୁଣାଉଥିବ ଏ ପରି ଘଟଣା ହୁଏତ କେହି ବିଶ୍ୱାସ କରିବେ ନାହିଁ । କିନ୍ତୁ ବାସ୍ତବରେ ଏହି କଥାଟି ଶତ ପ୍ରତିଶତ ସତ । ଧନୀ ରାମ ମିତ୍ତଲ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଚୋରି ତ କରୁଥିଲେ । କିନ୍ତୁ ନିଜର କୁବୁଦ୍ଧି ବଳରେ ଏହି ଚୋର…