Below header
Browsing Tag

Tiger Shroff

ଫିଲ୍ମ ‘ଗଣପତ୍‌’ରେ ପୁଣିଥରେ ଟାଇଗର ଶ୍ରଫ୍‌ଙ୍କ ସହ ନଜର ଆସିବେ କୃତି ସାନନ୍‌, ସାମ୍ନାକୁ ଆସିଲା ମୋଶନ୍‌ ପୋଷ୍ଟର

ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫ୍‌ଙ୍କ ସହ ପୁଣିଥରେ ଏକାଠି ନଜର ଆସିବେ କୃତି ସାନନ୍‌। ହିରୋପନ୍ତୀରେ ଟାଇଗରଙ୍କ ସହ ଡେବ୍ୟୁ କରିବା ପରେ ଏବେ ପୁଣିଥରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କୃତି। ଫିଲ୍ମ ‘ଗଣପତ୍‌’ରେ ଏହି ଦୁଇ ଷ୍ଟାରଙ୍କୁ ଦର୍ଶକେ ପୁଣି ଏକାଠି ଦେଖିବାକୁ ପାଇବେ।…

ଟାଇଗର ଶ୍ରଫଙ୍କ ନୂଆ ଗୀତରେ ଧମାକେଦାର ଡ୍ଯାନ୍ସ କଲେ ଦିଶା ପଟାନୀ, ଭିଡିଓ ଭାଇରଲ

ବଲିଉଡର ହଟ୍ ଏବଂ ଲୋକପ୍ରିୟ ଅଭିନେତ୍ରୀ ଦିଶା ପଟାନୀଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ସେ ଟାଇଗର ଶ୍ରଫଙ୍କ ନୂଆ ଗୀତ ‘ କାସନୋଭା ’ରେ ନାଚୁଥିବା ନଜର ଆସିଛନ୍ତି। ଫ୍ଯାନଙ୍କୁ ଦିଶାଙ୍କ ଏହି ଅନ୍ଦାଜ ବେଶ ପସନ୍ଦ ଆସୁଛି। ସୂଚନାଯୋଗ୍ଯ, ‘ କାସନୋଭା ’ରେ ଟାଇଗର…

ଫିଲ୍ମ ‘ଗଣପତ’ରେ ନଜର ଆସିବେ ଟାଇଗର ଶ୍ରଫ୍‌, ରିଲିଜ୍‌ ହେଲା ପୋଷ୍ଟର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ଆକ୍ସନ୍‌ ପାଇଁ ଜଣାଶୁଣା ଲୋକପ୍ରିୟ ଅଭିନେତା ଟାଇଗର ଶ୍ରଫ୍‌ ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ରିପୋର୍ଟ ଅନୁଯାୟୀ ଗତକାଲି ନିଜର ନୂଆ ଫିଲ୍ମ ‘ଗଣପତ’ର ମୋସନ ପୋଷ୍ଟର ଇଣ୍ଟରନେଟ୍‌ ରେ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଜାରି କରାଯାଇଥିବା ପୋଷ୍ଟରକୁ…

ସ୍ପୋର୍ଟସ ଡ୍ରାମା ଫିଲ୍ମ ପାଇଁ ୩୦ କୋଟି ଟଙ୍କା ଫିସ ନେବେ ଟାଇଗର ଶ୍ରଫ, ଏମିତି କରୁଛନ୍ତି ପ୍ରସ୍ତୁତି

ବଲିଉଡ ଅଭିନେତା ଟାଇଗର ଶ୍ରଫ ନିଜ ଆଗାମୀ ସ୍ପୋର୍ଟସ ଡ୍ରାମା ଫିଲ୍ମ ପାଇଁ ୩୦ କୋଟି ଟଙ୍କା ଫିସ ନେଇପାରନ୍ତି। ଟାଇଗର ଫିଲ୍ମ 'ଗଣପତ'ରେ କାମ କରିବାକୁ ଯାଉଛନ୍ତି। କୁହାଯାଉଛି, ଏହି ଫିଲ୍ମରେ ସେ ଜଣେ ବକ୍ସରଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ବିକାଶ ବହଲ ଦେଉଥିବା ବେଳେ…

ଚଟାଣରେ ଶୋଇଥିଲେ ଟାଇଗର୍, ପୁଅକୁ ଏଭଳି ଅବସ୍ଥାରେ ଦେଖି ଭାବୁକ ହେଲେ ମା’

ଟାଇଗର ଶ୍ରଫ୍ ଙ୍କ ମା’ ଆୟଶା ଶ୍ରଫ୍ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍ ରହିଥାନ୍ତି। ଆୟଶା ଦିଶା ପଟ୍ଟାନୀଙ୍କ ସହ ଖାସ୍ ବନ୍ଧୁତ୍ବ ଥିବା ମଧ୍ଯ ସେୟାର କରିଥାନ୍ତି। କିଛି ସମୟ ପୂର୍ବରୁ ଆୟଶା ଜୈକି ଶ୍ରଫ୍ ଙ୍କ ସହ ଫଟୋ ମଧ୍ଯ ସେୟାର କରିଛନ୍ତି। ଏହାବ୍ଯତୀତ ଆୟଶା ଇନଷ୍ଟାଗ୍ରାମରେ ଟାଇଗର ଏବଂ…

ଟାଇଗର ଶ୍ରଫ ସେୟାର କଲେ ନିଜ ସାର୍ଟଲେସ୍‌ ଫଟୋ, ଯାହାକୁ ଦେଖି ଅନୁପମ ଖେର କହିଲେ ‘ହାଡ ବାହାରି ଗଲାଣି’

ଟାଇଗର ଶ୍ରଫ ବଲିଉଡର ଫିଟେଷ୍ଟ ଅଭିନେତାଙ୍କ ମଧ୍ୟରୁ ଜଣେ। ପ୍ରାୟ ସମୟରେ ତାଙ୍କ ହଟ୍‌ ଲୁକର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଏବେ ପୁଣି ଥରେ ଟାଇଗରଙ୍କ ସାର୍ଟଲେସ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସିକ୍ସ ପ୍ୟାକ ଏବ୍ସରେ ନଜର ଆସୁଛନ୍ତି। କିନ୍ତୁ ଏଥର କଥା ଟିକେ ଅଲଗା। ଟାଇଗର ନିଜର…

ଚଳନ୍ତା ଗାଡି ଆଗକୁ ଚାଲି ଆସିଲେ ଟାଇଗର ଶ୍ରଫ୍‌, ଆଉ ତାପରେ କଣ ହେଲା ଦେଖନ୍ତୁ ଛାତିଥରା ଭିଡିଓ

ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫ୍‌ ଅନ୍ୟ କଳାକାରଙ୍କ ଭଳି ଲକଡାଉନରେ କାରଣରୁ ଘରେ ସମୟ ବିତାଉଛନ୍ତି। ସେଥିପାଇଁ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ ନିଜ ଫ୍ୟାନ୍ସଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ନେଇ ଆସୁଛନ୍ତି। ଟାଇଗର ଶ୍ରଫ ଏବେ ଏକ ଭିଡିଓ…

ଶ୍ରଦ୍ଧାଙ୍କ ଜନ୍ମଦିନରେ ଜବରଦସ୍ତ ସରପ୍ରାଇଜ୍‌ ଦେଲେ ଟାଇଗର ଶ୍ରଫ୍‌, ହଠାତ୍‌ ଫ୍ୟାନମାନଙ୍କ ସହ ପହଞ୍ଚି ‘ବାଗୀ ୩’…

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ୩ ମାର୍ଚ୍ଚରେ ନିଜର ୩୩ତମ ଜନ୍ମଦିନ ପାଳନ କରିଥିଲେ। ଏହି ସ୍ପେଶାଲ ଡେ’ରେ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ଖାସ୍‌ କଥା ହେଉଛି, ରାସ୍ତାରେ ଫ୍ୟାନ୍‌ମାନଙ୍କ ଡ୍ୟାନ୍ସ ପରେ ଶ୍ରଦ୍ଧାଙ୍କ ପଛପଟରୁ ଆସି ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌…

ରିଲିଜ୍‌ ହେଲା ଟାଇଗର ଶ୍ରଫଙ୍କ ‘ହିରୋପନ୍ତି ୨’ର ପୋଷ୍ଟର, ଷ୍ଟୋରି କପି ହୋଇଥିବା ନେଇ ଉଠିଲା ଅଭିଯୋଗ

ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ହିରୋପନ୍ତି ୨ର ପୋଷ୍ଟର ରିଲିଜ ହୋଇଛି। ଫିଲ୍ମ ପୋଷ୍ଟରରେ ଟାଇଗରଙ୍କୁ ବିନ୍ଦାସ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ପୋଷ୍ଟରରୁ ଜଣାପଡ଼ୁଛି ଯେ ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଯେ ଟାଇଗର ହିରୋପନ୍ତି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ…

କୁନି ପ୍ରଶଂସକଙ୍କ ପାଇଁ ଏମିତି କିଛି କଲେ ଟାଇଗର ଶ୍ରଫ୍‌, ଭାଇରାଲ ହେଉଛି ଭିଡିଓ

ଟାଇଗର ଶ୍ରଫ୍‌ ଏବେ ନିଜ ଫିଲ୍ମ ‘ବାଗୀ ୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ସେ ମୁମ୍ବାଇରେ ଫିଲ୍ମର ପ୍ରମୋଶନ କରୁଛନ୍ତି। ନିକଟରେ ଫିଲ୍ମର କଳାକାରମାନେ ମୁମ୍ବାଇରେ ପ୍ରମୋଶନ ପାଇଁ ବାହାରିଥିବା ବେଳେ ସେମାନଙ୍କୁ କିଛି କୁନି ଫ୍ୟାନ୍‌ ମିଳିଯାଇଥିଲେ। ଏହି ମୁହୂର୍ତ୍ତ ବହୁତ କ୍ୟୁଟ୍‌…

‘ବାଗୀ ୩’ର ଫାଷ୍ଟଲୁକ୍‌ ଜାରି, ଫିଲ୍ମରେ ୩ଗୁଣ ଅଧିକ ଆକ୍ସନ ମୋଡ୍‌ରେ ନଜର ଆସିବେ ଟାଇଗର ଶ୍ରଫ୍‌

ବାଗୀ ଓ ବାଗୀ ୨ର ଅପୂର୍ବ ସଫଳତା ପରେ ପୁଣିଥରେ ପରଦାକୁ ଆସିବାକୁ ଯାଉଛି ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ ‘ବାଗୀ ୩’। ଏହି ଫିଲ୍ମର ଟ୍ରେଲର ଆସିବା ପୂର୍ବରୁ ଜାରି ହୋଇଛି ପୋଷ୍ଟର। ଫିଲ୍ମ ନିର୍ମାତା ଆଜି ବାଗୀ ୩ର ପ୍ରଥମ ପୋଷ୍ଟର ଜାରି କରିଛନ୍ତି। ଆଉ ପୂର୍ବଥର ଭଳି ଏହି ପୋଷ୍ଟରର ଲୁକ୍‌…

ଟାଇଗର ସ୍ରଫ୍‌ଙ୍କୁ ଗିରଫ କଲା ପୋଲିସ, ‘ବାଗୀ ୩’ ସେଟ୍‌ରୁ ଲିକ୍‌ ହେଲା ଏହି ଫଟୋ

ବଲିଉଡ୍‌ରେ ଶାନଦାର ଆକ୍ସନ ଏବଂ ଡ୍ୟାନ୍ସିଂ ସ୍କିଲ୍‌ରେ ଦର୍ଶକଙ୍କ ମନରେ ଘର କରିଥିବା ଅଭିନେତା ଟାଇଗର ସ୍ରଫ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଟାଇଗରଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୋଲିସ ଅଧିକାରୀ ତାଙ୍କୁ ଗିରଫ୍‌ କରୁଥିବାର ନଜର…