Browsing Tag

tiktok

ବିକ୍ରି ହେବ ନାହିଁ ଟିକଟକ, ମାଇକ୍ରୋସଫ୍ଟର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ବାଇଟଡାନ୍ସ

ଚାଇନିଜ୍ କମ୍ପାନୀ ବାଇଟଡାନ୍ସ ମୋବାଇଲ୍ ଆପ୍ ଟିକଟକ ପରିଚାଳନାର ମାଲିକାନା ଅଧିକାରକୁ ମାଇକ୍ରୋସଫ୍ଟକୁ ବିକ୍ରୟ କରିବ ନାହିଁ । ନିକଟରେ ମାଇକ୍ରୋସଫ୍ଟ ଦ୍ୱାରା ଏହି ସୂଚନା ପ୍ରକାଶ ପାଇଛି । ମାଇକ୍ରୋସଫ୍ଟର କହିବା ଅନୁଯାୟୀ ଟିକଟକକୁ କିଣିବା ପାଇଁ ବାଇଟଡାନ୍ସକୁ ଦିଆଯାଇଥିବା ଅଫରକୁ ସେ…

ହାତରେ ଲାଗିଲା ଚିନ୍ମୟୀଙ୍କ ଟିକଟକ୍‌ ଭିଡ଼ିଓ, ବାହାଘର ଦିନ ପ୍ରୋଜେକ୍ଟର ଲଗାଇ ବଦନାମ କରିବାକୁ ଦେଉଛନ୍ତି ଧମକ

ବାଲେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ବଡ଼ ଖୁଲାସା। ଭାଇରାଲ୍ ହେଉଛି ଚିନ୍ମୟୀ ମହାପାତ୍ରଙ୍କ ଟିକଟକ୍‌ ଭିଡ଼ିଓ । ଯାହାକୁ ଦେଖିଲେ ଜଣାପଡୁଛି, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ବଳିଷ୍ଠ ପ୍ରମାଣ ଥିବା ଦାବି କରିଛନ୍ତି ଚିନ୍ମୟୀ । ଏହାସହ ବାହାଘର ଦିନ ପ୍ରୋଜେକ୍ଟର ଲଗାଇ…

ଟିକ୍‌ଟକ୍‌ ୟୁଜର୍ସଙ୍କ ପାଇଁ ଖୁସିଖବର, ଖୁବଶୀଘ୍ର ଫେସବୁକ୍‌ ଆଣିପାରେ ‘ସର୍ଟ ଭିଡିଓ’ ଆପ୍‌

ଟିକ୍‌ଟକ ୟୁଜରଙ୍କ ପାଇଁ ଖୁସି ଖବର। ଏବେ ଫେସବୁକ୍‌ରେ କରିପାରେ ସଟ୍‌ ଭିଡିଓ ରେକର୍ଡିଂ। ଫେସବୁକ ନିଜ ଆପ୍‌ରେ ଟିକଟକ ଭଳି ଏକ ସର୍ଟ ଭିଡିଓ ଫିଚର ଟେଷ୍ଟ କରୁଛି। ଫେସବୁକ୍‌ ଆପରେ ଏହା ପାଇଁ ଅଲଗା ‘ସଟ୍‌ ଭିଡିଓ’ ନାମରେ ଏକ ସେକ୍ସନ ମଧ୍ୟ ରହିଛି। ସବୁଠାରୁ ଖାସ୍‌ କଥା ହେଲା ଏଥିରେ…

ଭାରତ ପରେ ଅଷ୍ଟ୍ରେଲିଆ ଓ ଆମେରିକାରେ ବ୍ୟାନ୍‌ ହେବ ଟିକ୍‌ଟକ୍‌ ଆପ୍‌

ସିଡ୍‌ନୀ : ଭାରତ ପରେ ଏବେ ଅଷ୍ଟ୍ରେଲିଆରେ ଚାଇନା ଆପ୍‌ ଟିକ୍‌ଟକ୍‌ କୁ ବ୍ୟାନ୍‌ କରାଯାଉଛି । ଦେଶର ସୂରକ୍ଷା ଦୃଷ୍ଟିରୁ ଅଷ୍ଟ୍ରେଲିଆରେ ଏହି ଆପ୍‌କୁ ବ୍ୟାନ୍‌ କରାଯାଉଛି ବୋଲି ଅଷ୍ଟ୍ରେଲିଆ ସରକାର କହିଛନ୍ତି । ଚାଇନା ଆପ୍‌ ଟିକ୍‌ଟକ୍‌ ବ୍ୟବହାର ଦ୍ୱାରା ଦେଶର ଗୁରୁତ୍ତ୍ୱପୂର୍ଣ୍ଣ ଡାଟା…

ଚୀନ୍‌ ଉପରେ ଡବଲ୍‌ ଡିଜିଟାଲ୍‌ ଷ୍ଟ୍ରାଇକ୍‌ ! ଭାରତ ପରେ ଆମେରିକାରେ ବ୍ୟାନ୍‌ ହୋଇପାରେ ଚାଇନା ଏପ୍ସ

ଓ୍ଵାଶିଂଟନ୍‌ : ଭାରତ ଟିକ୍‌ଟକ୍‌ ସହ ୫୯ଟି ଚାଇନା ଏପ୍ସ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ଆମେରିକା ମଧ୍ୟ ଚାଇନା ଏପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛି । ଏଥି ନେଇ ଆମେରିକାର ସାଂସଦମାନେ ସରକାରଙ୍କୁ ଏ ଉପରେ ବିଚାର କରିବାକୁ କହିଛନ୍ତି । ଏହି ଛୋଟ ଭିଡିଓ ଏପ୍‌ଗୁଡିକ…

ଇନ୍‌ଷ୍ଟଲ୍‌ ଥିଲେ ବି ଆଉ ଦେଖିପାରିବେନି ଟିକ୍‌ଟକ୍‌, ଫୋନ୍‌ରେ ହେଲା ବ୍ୟାନ୍‌

ସରକାରଙ୍କ ନିର୍ଦ୍ଦେଶ ପରେ ୟୁଜରଙ୍କ ଫୋନ୍‌ରୁ ବି କଟିଲା ଟିକ୍‌ଟକ୍‌। ଗତକାଲି ୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ଆପ୍‌ ମଧ୍ୟରେ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ ବି ରହିଛି। ସରକାରୀ ଘୋଷଣା ପରେ ୟୁଜରମାନେ ଭାବିଥିଲେ ଯେ ଫୋନ୍‌ରେ ଥିବା ଟିକ୍‌ଟକ୍‌କୁ…

ବାହାରିଲା ଟିକ୍‌ଟକ୍‌ର ବିକଳ୍ପ, କୋଟିଏରୁ ଊର୍ଦ୍ଧ୍ୱ ଲୋକ ଲୋଡ୍‌ କରିସାରିଲେଣି ଏହି ଦେଶୀ ଆପ୍‌

ଚୀନ୍‌ର ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ମାତ୍‌ ଦେବା ପାଇଁ ନିର୍ମିତ ହୋଇଥିବା ଆପ୍‌ ମିତ୍ରୋ ଲଞ୍ଚ୍‌ ହେବାର ଦୁଇ ମାସ ଭିତରେ ହିଁ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଏହା ବ୍ୟତୀତ ଚିଙ୍ଗାରୀ ଆପ୍‌ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ମିତ୍ରୋ ଆପ୍‌କୁ ଏବେ ପ୍ରାୟତଃ…

କେବଳ ଟିକ୍‌ଟକ୍‌ ବନ୍ଦ ହେଲେ ଚୀନ୍‌ର ହେବ ୧୦୦ କୋଟିର ଘାଟା, ଚିନ୍ତା କରନ୍ତୁ ୫୯ ଆପ୍‌ ବ୍ୟାନ୍‌ ହେଲେ କେତେକ କ୍ଷତି…

କେନ୍ଦ୍ର ସରକାର ସୋମବାର ଦିନ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ୫୯ ଜଣ ଚୀନୀ ଆପ୍‌କୁ ବ୍ୟାନ୍‌ କରି ଦେଇଛନ୍ତି। ଏହା ଦ୍ୱାରା ସମ୍ପୃକ୍ତ ଆପ୍‌ କମ୍ପାନୀ ସମେତ ଚୀନ୍‌କୁ ମଧ୍ୟ ବଡ଼ ଆର୍ଥିକ କ୍ଷତି ହେବ। କେବଳ ଟିକ୍‌ଟକ୍‌ ବ୍ୟାନ୍‌ ହେବା ଦ୍ୱାରା କମ୍ପାନୀକୁ ୧୦୦ କୋଟି ଟଙ୍କାର କ୍ଷତି ହେବ।…

ଚାଇନାକୁ ଚାପୁଡା, ୫୯ଟି ଚାଇନା ମୋବାଇଲ୍ ଆପ୍‌କୁ ବ୍ୟାନ୍ କଲେ ଭାରତ ସରକାର

ନୂଆଦିଲ୍ଲୀ : ଭାରତରେ ଚାଇନିଜ୍‌ ଟିକ୍‌ଟକ୍‌ ଆପ୍‌ ବ୍ୟାନ୍‌ । ଚୀନ୍‌ ସହ ମୁହାଁମୁହିଁ ସ୍ଥିତି ବେଳେ ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର । ଦେଶର ସାର୍ବଭୌମତ୍ୱ ଓ ଏକତା ପ୍ରତି ହାନୀକାରକ ଦର୍ଶାଇ ଏହି ସବୁ ଆପ୍‌କୁ ନିଷିଦ୍ଧ କରାଯାଇଛି । ଏହି ୫୯…

ଲକ୍ଷ ଲକ୍ଷ ଲୋକଙ୍କ ଡାଟା ଚୋରି କରୁଛି ଟିକଟକ , iOS 14 କଲା ନୂଆ ଖୁଲାସା

ନିକଟରେ iOS 14 ଅପଡେଟ୍ ବିଷୟରେ ସୂଚନା ଦେବାବେଳେ ଆପଲ୍ କହିଛି ଯେ ଏହା ସେହିସବୁ ଆପ୍ସକୁ ଚିହ୍ନଟ କରିପାରିବ ଯାହା ବ୍ୟବହାରକାରୀଙ୍କ ଡାଟା ଆକ୍ସେସ କରିଥାଏ । ଏହି ଫିଚର ସାହାଯ୍ୟରେ ଜଣାପଡିଛି ଯେ ଚାଇନିଜ୍ ଆପ୍ ଟିକଟକ୍ ଦୀର୍ଘ ଦିନ ଧରି ଲକ୍ଷ ଲକ୍ଷ ଆଇଫୋନ୍ ବ୍ୟବହାରକାରୀଙ୍କ ଡାଟା ଉପରେ…

ଏହି ୫୨ଟି ଚାଇନିଜ୍‌ ଆପ୍‌କୁ ତୁରନ୍ତ ଅନ୍‌ଇନ୍‌ଷ୍ଟଲ କରିବାକୁ ଚିଠି ଲେଖିଲା ଗୁଇନ୍ଦା ସଂସ୍ଥା, ବ୍ୟକ୍ତିଗତ ଡାଟା…

ଚାଇନିଜ୍‌ ଆପ୍‌ ସହ ଗୋପନୀୟତାକୁ ନେଇ ସବୁବେଳେ ସମସ୍ୟା ଲାଗିରହିଛି। ଭାରତ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସବୁ ଦେଶ ପ୍ରାୟତଃ ଚୀନ୍‌ ଆପ୍‌କୁ ନେଇ ସଚେତନ କରିଥାନ୍ତି। ଏବେ ଭାରତୀୟ ଗୁଇନ୍ଦା ବିଭାଗ ଭାରତ ସରକାରଙ୍କୁ ୫୨ଟି ଚାଇନିଜ୍‌ ମୋବାଇଲ ଆପ୍‌କୁ ବ୍ଲକ୍‌ କରିବାକୁ କହିଛି।…

ମନ୍ଦିରରେ ମଦ ଧରି ଟିକ୍‌ଟକ୍‌, ୟାଙ୍କୁ କରୋନା ଡର ନାହିଁ କି ଠାକୁରଙ୍କୁ ସମ୍ମାନ ନାହିଁ

ନିଆଳି (କେନ୍ୟୁଜ୍‌) : କରୋନା ପାଇଁ ସାରା ଦେଶ ଓ ବିଶ୍ୱ ଚିନ୍ତିତ। ହେଲେ ମଦୁଆଙ୍କ ଚିନ୍ତା କେବଳ ମଦ ପାଇଁ । ମଦ ପାଇଁ ଯୁବ ପିଢ଼ି କେମିତି ବାୟା ହେଉଛନ୍ତି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ । ମନ୍ଦିର ନିକଟରେ ମଦ ବୋତଲ ଧରି ଟିକ୍‌ଟକ୍ କରିଛନ୍ତି…