Below header
Browsing Tag

trailer release

ସାମ୍ନାକୁ ଆସିଲା ‘ବଡେ ମିୟା ଛୋଟେ ମିୟା’ର ଟ୍ରେଲର, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ଟ୍ରେଲର ରିଲିଜ୍‌ ହୋଇଛି । ଉଭୟ ତାରକା ବହୁତ ସମୟ ଧରି ସୋସିଆଲ ମିଡିଆରେ ଏହି କଥା ପାଇଁ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଫିଲ୍ମର ବିଟିଏସ୍ ଏବଂ କେତେବେଳେ ଫିଲ୍ମର ଗୀତଗୁଡ଼ିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି…

‘ଗୁଣ୍ଟୁର କାରମ’ର ଟ୍ରେଲର ରିଲିଜ୍‌, ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ ଫିଲ୍ମ

ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କ ବୁହୁ ଚର୍ଚ୍ଚିତ ଫିଲ୍ମ ‘ଗୁଣ୍ଟୁର କାରମ’ ର ଟ୍ରେଲର ରିଲିଜ୍‌ ହୋଇଛି । ତେବେ ଟ୍ରେଲରରେ ମହେଶ ବାବୁଙ୍କ ଦମ୍‌ଦାର ଆକ୍ସନ୍‌, ଡ୍ୟାସିଂ ଲୁକ୍‌ ଓ ଧାସୁ ଏନର୍ଜି ଲୋକଙ୍କ ମନ ଜିତିଛି । ଏହା ସହ ମହେଶ ବାବୁଙ୍କ ଏହି ଫିଲ୍ମ ପାଇଁ ଦର୍ଶକ ବହୁତ ସମୟ ଧରି…

ସାମ୍ନାକୁ ଆସିଲା ଧନୁଷଙ୍କ ଫିଲ୍ମ ‘କ୍ୟାପଟେନ ମିଲର’ର ଟ୍ରେଲର, ଖୁବ୍‌ଶୀଘ୍ର ସିନେମା ହଲ୍‌ରେ ହେବ ରିଲିଜ୍‌

ସାଉଥ ସୁପରଷ୍ଟାର ଧନୁଷଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କ୍ୟାପଟେନ ମିଲର’ର ଟ୍ରେଲର ରିଲିଜ୍‌ ହୋଇଛି । ଯେଉଁଥିରେ ଅଭିନେତା ଧନୁଷଙ୍କୁ ଏକ ଦମ୍‌ଦାର ଭୂମିକାରେ ନଜର ଆସିଛନ୍ତି । ତାଙ୍କର ନୂତନ ଏବଂ ଦମ୍‌ଦାର ରୋଲ୍‌ ଦେଖିଲେ ଆପଣଙ୍କ ରୋମ ମଧ୍ୟ ଟାଙ୍କୁରି ଉଠିବ । ଏହା ବ୍ୟତୀତ ଏହି ଫିଲ୍ମରେ…

ସାମ୍ନାକୁ ଆସିଲା ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଟ୍ରେଲର, ଏଥିରେ ରହିଛି ସସପେନ୍ସ-ଥ୍ରୀଲର ସହ ରୋମାନ୍ସ

କ୍ୟାଟ୍ରିନା କୈଫ ଓ ସାଉଥ ସୁପରଷ୍ଟାର ବିଜୟ ସେଥୁପତିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ' ଖୁବ ଶୀଘ୍ର ସିନେମା ହଲକୁ ଆସିବାକୁ ଯାଉଛି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ କ୍ୟାଟ୍ରିନା ଓ ବିଜୟଙ୍କ ଜବରଦସ୍ତ ରୋମାଣ୍ଟିକ କେମେଷ୍ଟ୍ରି ସହ ସସପେନ୍ସ…

‘ଦ ଆର୍ଚ୍ଚିସ୍‌’ର ଟ୍ରେଲର ରିଲିଜ୍‌, ଡିସେମ୍ବରରେ ମୁକ୍ତିଲାଭ କରିବ ଫିଲ୍ମ

ଏହି ବର୍ଷର ମୋଷ୍ଟ ପପୁଲାର ଫିଲ୍ମ ‘ଦ ଆର୍ଚ୍ଚିସ୍‌’ର ଟ୍ରେଲର ଆଜି ରିଲିଜ ହୋଇଛି ତେବେ ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ନୂଆ ଚେହେରା ଟ୍ରେଲର ଜରିଆରେ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ଷ୍ଟାରଙ୍କ ପିଲାମାନେ ଡେବ୍ୟୁ କରିଛନ୍ତି ।…

ସାମ୍ନାକୁ ଆସିଲା ବିକି କୌଶଲଙ୍କ ଅପକମିଂ ଫିଲ୍ମ ‘ସାମ୍‌ ବାହାଦୂର’ର ଟ୍ରେଲର

ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ଅପ୍‌କମିଂ ଫିଲ୍ମ ‘ସାମ୍‌ ବାହାଦୂର’କୁ ନେଇ ଅନେକ ଦିନ ହେବ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ଅଛନ୍ତି । ଅଭିନେତାଙ୍କ ଏହି ଫିଲ୍ମର ଫ୍ୟାନ୍ସ ଉତ୍ସାହ ସହ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର ରିଲିଜ କରାଯାଇଥିଲା । ଯାହା ଫ୍ୟାନ୍ସଙ୍କୁ…

ରଜନୀକାନ୍ତଙ୍କ ଅପକମିଂ ଫିଲ୍ମ ‘ଜେଲର’ର ଟ୍ରେଲର ରିଲିଜ, ଅଗଷ୍ଟ ୧୦ରେ ମୁକ୍ତିଲାଭ କରିବ ଫିଲ୍ମ

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ମେଗାଷ୍ଟାରଙ୍କ ଅମକମିଂ ଆକ୍ସନ ଫିଲ୍ମ ‘ଜେଲର’ ର ବୁଧବାର ରାତିରେ ଟ୍ରେଲର ରିଲିଜ ହୋଇଛି । ଏବେ ପୁଣିଥରେ ରଜନୀକାନ୍ତ ସିଲଭର ସ୍କ୍ରିନ୍‌ରେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମର ଟ୍ରେଲରରେ…

‘ଓଃ ମାଇଁ ଗଡ ୨’ର ପ୍ରଥମ ଟ୍ରେଲର ରିଲିଜ, ଅଗଷ୍ଟ ୧୧ରେ ବଡ ପରଦାରେ ଦେଖିବେ ଦର୍ଶକ

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଓଃ ମାଇଁ ଗଡ ୨’ ରିଲିଜକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି । ତେବେ ଏହି ଫିଲ୍ମକୁ ନେଇ ରିଭ୍ୟୁ କମିଟି ସେନ୍ସର ବୋର୍ଡ ବି ବସାଇଥିଲା । ତେବେ ସେନ୍ସର ବୋର୍ଡ ଏହାକୁ ଏ ସାର୍ଟିଫିକେଟ ଦେବା ପରେ ଗତକାଲି ଏହାର ଟ୍ରେଲର ରିଲିଜ ହୋଇଯାଇଛି…

ସେନ୍ସର ବୋର୍ଡ ସାର୍ଟିଫିକେଟ ନଦେବା ପରେ ବି ରିଲିଜ ହେଲା ‘72 Hoorain’ ଟ୍ରେଲର

ସେନ୍ସର ବୋର୍ଡ଼ ସାର୍ଟିଫିକେଟ ନଦେବା ପରେ ମଧ୍ୟ ‘72 Hoorain’ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମର ଟ୍ରେଲର ରିଲିଜକୁ ନେଇ ଅନୁମତି ନମିଳିବା ପରେ ମଧ୍ୟ ଫିଲ୍ମ ମେକର୍ସ ଏହାର ଟ୍ରେଲରକୁ ଡିଜିଟାଲ ରିଲିଜ କରିଛନ୍ତି । ୨ ମିନିଟ ୩୧ ସେକେଣ୍ଡର ଏହି ଟ୍ରେଲରରେ ଭୟଙ୍କର ଦୃଶ୍ୟ ରହିଛି ।…

ଏଥରକ ଜୁରାସିକ୍‌ରେ ଉଡ଼ନ୍ତା ଡାଇନୋସର, ରିଲିଜ୍‌ ହେଲା ‘ଜୁରାସିକ୍‌ ଓ୍ଵାର୍ଲ୍ଡ : ଡୋମିନିୟନ୍‌’ର ଟ୍ରେଲର

ଜୁରାସିକ୍‌ ଓ୍ଵାର୍ଲ୍ଡର ଫ୍ୟାନ୍‌ଙ୍କ ଅପେକ୍ଷାର ଅନ୍ତ ଘଟିଛି। ହଲିଉଡ୍‌ର ନୂଆ ଫିଲ୍ମ ଜୁରାସିକ୍‌ ଓ୍ଵାର୍ଲ୍ଡ: ଡୋମିନିୟନ୍‌ର ପ୍ରଥମ ଟ୍ରେଲର ସାମ୍ନାକୁ ଆସିଛି। ଏହି ଫିଲ୍ମର ଟ୍ରେଲର ଇଂରାଜୀ ସମେତ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ କରାଯାଇଛି। ଜୁରାସିକ୍‌ ଓ୍ଵାର୍ଲ୍ଡର ଏହି…

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର, ହରର ଓ ଥ୍ରୀଲର ସହିତ ପାଇବେ କମେଡିର ମଜା

ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ରିଲିଜ ହୋଇଛି। ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ହରର ଫିଲ୍ମ ତାମିଲ ଫିଲ୍ମ ‘ମୁନ୍ନି:୨ କଞ୍ଚନାର ରିମେକ। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ।…