Odisha News
Browsing Tag

tsunami

୨୦୫୦ ବେଳକୁ ପୃଥିବୀ ବ୍ୟାପି ହୋଇପାରେ ସୁନାମି, ବୁଡିପାରେ ଅନେକ ସ୍ଥଳ ଭାଗ

କେନ୍ୟୁଜ୍(ବ୍ୟୁରୋ): ମାଡି ଆସୁଛି ଜଳ ପ୍ରଳୟ । ଚଳିତ ଶତାବ୍ଦୀର ମଧ୍ୟ ଭାଗ ଆଡକୁ ପୃଥିବୀର ଅନେକ ସ୍ଥଳଭାଗ ବୁଡିଯିବ। ଏଭଳି ଭବିଷ୍ୟବାଣୀ ଶୁଣାଇଛି କ୍ଲାଇମେଟ୍‌ ସେଣ୍ଟ୍ରାଲ ନାମକ ସଂସ୍ଥା । ୨୦୫୦ ମସିହା ବେଳକୁ ଭୂଭାଗ ଆଡକୁ ସମୁଦ୍ର ମାଡ଼ି ଆସିବ । ପୃଥିବୀର ତାପମାତ୍ରା କ୍ରମାଗତ ଭାବେ…

ଇଣ୍ଡୋନେସିଆରେ ତାଣ୍ଡବ ରଚିଛି ଭୟଙ୍କର ସୁନାମି , ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା

ଇଣ୍ଡୋନେସିଆ(କେନ୍ୟୁଜ୍) : ଇଣ୍ଡୋନେସିଆରେ ଭୟଙ୍କର ସୁନାମି ତାଣ୍ଡବ ରଚିଛି । ଏପର‌୍ୟ୍ୟନ୍ତ ୨୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ୭ଶହରୁ ଅଧିକ ଆହତ ହୋଇଥିବା ବେଳେ ବହୁ ନିଖୋଜ ଅଛନ୍ତି । ଫଳରେ ଆଗକୁ ବଢ଼ିପାରେ ମୃତ୍ୟୁ ସଂଖ୍ୟା । ଜାଭା ଓ ସୁମାତ୍ରର ଅନେକ ଉପକୂଳ ଅଂଚଳରେ ପାଣିର ତାଣ୍ଡବ…

ଉତ୍ତର ଇଣ୍ଡୋନେସିଆରେ ଭୂମିକମ୍ପ ପରେ ସୁନାମୀ

ଉତ୍ତର ଇଣ୍ଡୋନେସିଆ(କେନ୍ଯୁଜ୍) : ଭୂମିକମ୍ପ ପରେ ଇଣ୍ଡୋନେସିଆରେ ପ୍ରଳୟ ରଚିଛି ସୁନାମୀ । ଭୟଙ୍କର ରୂପ ଧାରଣ କରିଛି । ସୁନାମୀରେ ବର୍ତ୍ତମାନ ସୁଦ୍ଧା ୩୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଗତକାଲି ୭ ଦଶମିକ ୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ…