Browsing Tag

tweet

ଏହି ସିଙ୍ଗର ଜଣକ କଲେ ଏମିତି ଟୁଇଟ୍‌, ଏବେ ଜୀବନସାରା ମାଗଣାରେ ଖାଇବେ ଚିକେନ ସ୍ୟାଣ୍ଡିଓ୍ଵିଚ୍‌

କେହି ଏତେ ଭାଗ୍ୟଶାଳୀ ହୋଇ ନ ଥାଆନ୍ତି କି, ତାଙ୍କୁ କେବଳ ଏକ ଟୁଇଟ୍‌ କରିବାରେ ଜୀବନସାରା ମିଳିଯିବ ମାଗଣା ଭୋଜନ। ତାହା ପୁଣି ଚିକେନ୍‌ ସ୍ୟାଣ୍ଡଓ୍ଵିଚ୍‌। କିନ୍ତୁ ହଁ, ଆମେରିକାରେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆମେରିକାର ଜଣେ ଯୁବତୀଙ୍କୁ କଲମ୍ବିଆର ଏକ ରେଷ୍ଟୁରାଣ୍ଟ ଖାଦ୍ୟ ଏତେ…

ଅଦନାନ୍‌ ସାମିଙ୍କ ଟୁଇଟକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା: ଲେଖିଲେ, ‘ଭାରତରେ ଖୋଲାରେ ଗୋରୁ ମାଂସ ମିଳେ, ଯେଭଳି…

ସିଙ୍ଗର ଅଦନାନ୍‌ ସାମିଙ୍କ ଏକ ଟୁଇଟ୍‌ ସୋସିଆଲ ମିଡିଆରେ ଖୁବ୍‌ ହଙ୍ଗାମା ମଚେଇଛି। ଅଦନାନ୍‌ ଏହି ଟୁଇଟରେ ଭାରତ ଏବଂ ପାକିସ୍ତାନକୁ ନେଇ କିଛି କଥା କହିଛନ୍ତି, ଯାହାକୁ ନେଇ ତାଙ୍କୁ ଅନେକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଛି। ସେ ଟୁଇଟ କରିଛନ୍ତି ଯେ ଭାରତରେ ଗୋରୁ ମାଂସ ଏବଂ…

ଜୋମାଟୋ କରିଲା କିଛି ଏମିତି ମଜେଦାର ଟ୍ବିଟ କି ଫଲୋ କରିବା ଆରମ୍ଭ କଲେ ଅନେକ ବିଶିଷ୍ଟ କମ୍ପାନୀ, ଶେଷକୁ ଫୁଡ ଡେଲିଭେରୀ…

ଫୁଡ ଡେଲିଭେରୀ କମ୍ପାନୀ ଜୋମାଟୋ ଦ୍ବାରା କରାଯାଇଥିବା ଏକ ଟ୍ବିଟର ଖୁବ ମଜା ଉଡାଇଛନ୍ତି ଅନ୍ୟ ବ୍ରାଣ୍ଡ କମ୍ପାନୀ । ଜୋମାଟୋ ନିଜର ଏକ ଟ୍ବିଟରେ ଲେଖିଥିଲା, “ସାଙ୍ଗମାନେ, କେବେ କେବେ ନିଜ ଘରେ ମଧ୍ୟ ଖାଇବା ପ୍ରସ୍ତୁତ କରିବା ଦରକାର”। ଏହି ଟ୍ବିଟକୁ ପାଖାପାଖି ୧୯ ହଜାର ଲୋକ ଲାଇକ କରିଥିବା…

ଅମିତାଭ ବଚ୍ଚନଙ୍କ ପରେ ଏବେ ଆଦନାନ୍ ସାମୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍, ଶେୟାର ହେଲା ପାକିସ୍ତାନୀ ପତାକାର ଫଟୋ

ମୁମ୍ବାଇ : ବଲିଉଡର ସେହେନ୍ସା ଅମିତାଭ ବଚ୍ଚନ ଟ୍ବିଟର ଆକାଉଣ୍ଟ ସୋମବାର ହ୍ୟାକ ହୋଇଯାଇଥିଲା। ହ୍ୟାକର ଜଣଙ୍କ ତାଙ୍କ ପ୍ରୋଫାଇଲ ଫଟୋ ବଦଳି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଲଗାଯାଇଥିଲେ। ଏହା ବ୍ୟତୀତ ତାଙ୍କ ବାୟୋକୁ ବଦଳି ‘ଲଭ ପାକିସ୍ତାନ’ ଲେଖିଦେଇଥିଲେ। ତେବେ ଅମିତାଭଙ୍କ…

ନିର୍ବାଚନ ତାରିଖ ଘୋଷଣା ପରଠାରୁ କେଉଁ ଦଳର ମୁଖିଆ କେତେଥର କରିଛନ୍ତି ଟ୍ଵିଟ୍‌ : ପଢନ୍ତୁ କଣ କହୁଛି ସର୍ଭେ

ନିର୍ବାଚନ ସମୟରେ ସୋସିଆଲ ମିଡିଆ ଭୂମିକା ବଢିବାରେ ଲାଗିଛି। ଲୋକଙ୍କ ପାଖରେ ପହଞ୍ଚିବାକୁ ସହଜ ମାଧ୍ୟମ ପାଲଟିଛି। ନିର୍ବାଚନ ତାରିଖ ଘୋଷଣା ପରଠାରୁ କେଉଁ ଦଳର ମୁଖିଆ କେତେଥର ଟ୍ଵିଟ୍‌ କରିଛନ୍ତି ସେଥିରେ ଅଧିକ ସକ୍ରିୟ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେର ସର୍ଭେରୁ…

କର୍ତ୍ତବ୍ୟ ସହ ମା’ର ଦାୟିତ୍ୱ, ମାତୃ ଦିବସରେ ମହିଳା କନେଷ୍ଟବଳଙ୍କ ଫଟୋ ଭାଇରାଲ

ଗତକାଲି ସାରା ବିଶ୍ବ ପାଳନ କରିଥିଲା ମାତୃ ଦିବସ । ଲୋକମାନେ ନିଜ ନିଜ ମା’ଙ୍କ ସହ ଫଟୋ ଉଠାଇ ସୋସିଆଲ୍ ମିଡିଆରେ କରୁଥିଲେ ସେୟାର୍ । ଏହା ମଧ୍ୟରେ ଗୋଟିଏ ଟୁଇଟ୍ କରିଥିଲା ଉତ୍ତରପ୍ରଦେଶ ପୋଲିସ୍ । ଯାହା ଖୁବ୍ ପ୍ରଶଂସନୀୟ ହେବାରେ ଲାଗିଛି । ଏହି ଟୁଇଟରେ କିଛି ମହିଳା କନେଷ୍ଟବଳ ଡ୍ୟୁଟି…

ଟ୍ବିଟରର ଏହି ପ୍ରାଙ୍କ ଚକ୍କରରେ ପଡନ୍ତୁ ନାହିଁ, ନଚେତ୍ ବ୍ଳକ୍ ହୋଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ : ସୋସିଆଲ ମିଡିଆର ଚାହିଦା ବଢ଼ିବା ସହ ବଢ଼ିଛି ଏନେଇ ପ୍ରାଙ୍କ୍। ଏହି ସମ୍ବନ୍ଧୀୟ ଅନେକ ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖିଥିବେ। ଆପଣଙ୍କୁ କହିବାକୁ ଚାହିଁବୁ, ପ୍ରାଙ୍କ ଏକ ପ୍ରକାର ଭିଡିଓ ଯେଉଁଥିରେ ଲୋକଙ୍କର ମଜାକ୍ ଉଡାଇବା ସହ ଭିଡ଼ିଓ ପ୍ରସ୍ତୁତ କରାଯାଇଥାଏ। ଏବେ ଏହି ଭଳି…

ଜାପାନୀ କୋଟିପତିଙ୍କ ଗୋଟିଏ ଟ୍ବିଟ, ୩ ଦିନରେ ରିଟ୍ବିଟ ଟପିଲାଣି ୪୯ ଲକ୍ଷ, ଲାଇକ୍ ୧୨ ଲକ୍ଷ

ଟୋକିଓ : ଜାପାନର ଜଣେ କୋଟିପତି ବିଜନେସମ୍ୟାନ୍ ୟୁସାକୁ ମାଏଜାବାଙ୍କର ଏକ ଟ୍ବିଟ ସବୁଠୁ ଅଧିକ ଥର ରିଟ୍ବିଟ ହେବାର ୱାର୍ଲଡ ରେକର୍ଡ କରିଛି। ୫ ଜାନୁୟାରୀରେ ତାଙ୍କ ଦ୍ବାରା ହୋଇଥିବା ଏକ ଟ୍ବିଟକୁ ସୋମବାର ପର୍ଯ୍ୟନ୍ତ ୪୯ ଲକ୍ଷରୁ ଅଧିକ ଥର ରିଟ୍ବିଟ କରାଯାଇସାରିଛି। ଏହି ଟ୍ବିଟକୁ ୧୨ ଲକ୍ଷ…

ଭୋକ ମେଂଟାଏ ମାଟିର ରୁଟି : ଦାରିଦ୍ର୍ୟ କଣ ଏହି ଭିଡିଓ ଦେଖିବା ପରେ ଆପଣ ଜାଣି ପାରିବେ

ଭୋକ ଏବଂ ଦାରିଦ୍ର୍ୟ କଣ ହୋଇଥାଏ ତାହା ଆପଣ ଏହି ଭିଡିଓକୁ ଦେଖିବା ପରେ ଜାଣି ପାରିବେ। ବର୍ତ୍ତମାନ ମଧ୍ୟ ଏମିତି ଦେଶ ଅଛି ଯେଉଁଠି ଲୋକମାନେ ଭୋକ ମେଂଟାଇବା ପାଇଁ ଖାଉଛନ୍ତି ମାଟିର ରୁଟି । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିବ। କିନ୍ତୁ ଏମିତି କିଛି ଦେଶ ରହିଛି, ଯାହା ଦାରିଦ୍ର୍ୟ…