Below header
Browsing Tag

twitter

ଟ୍ଵିଟର କହିଲା ‘ବନ୍ଦ ହୋଇଯିବ ଆମ ଧନ୍ଦା’, କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ବ୍ଲକିଂ ନିର୍ଦ୍ଦେଶ ଯୋଗୁ…

ଦୁନିଆର ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ବ୍ଲକିଂ ନିର୍ଦ୍ଦେଶ ଯୋଗୁ ଟେନ୍ସନ୍‌ରେ। ତାଙ୍କ ସମସ୍ୟା ଏତେ ବଢ଼ିଯାଇଛି ଯେ ଏବେ ସେମାନେ କହିଛନ୍ତି ଯେ ତାଙ୍କ ଧନ୍ଦା ବନ୍ଦ ହୋଇଯିବ। ରିପୋର୍ଟ ମୁତାବକ, ମଙ୍ଗଳବାର କର୍ଣ୍ଣାଟକ…

ଟ୍ୱିଟର କିଣିବା ନେଇ ନିଜ ତରଫରୁ ଡିଲକୁ ରଦ୍ଦ କଲେ ଏଲନ୍ ମସ୍କ, କଂପାନୀ କରିବ ମକଦ୍ଦମା

ନୂଆଦିଲ୍ଲୀ: ଏଲନ୍ ମସ୍କ, ଟ୍ୱିଟର ବୁଝାମଣା ନିଜ ତରଫରୁ ବାତିଲ କରିଦେଇଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଗତ ଏପ୍ରିଲ ୨୫ ତାରିଖରେ ଟୁଇଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ଦେଇଥିଲା । ମାତ୍ର ପରେ ଏହା ୪୪ ବିଲିୟନ ଡଲାରକୁ ଖସିଥିଲା । ଶୁକ୍ରବାର ମସ୍କ କହିଛନ୍ତି ଯେ ସେ…

ପୁଣି ଥରେ ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ବଡ ଝଟକା, ରାତା ରାତି ବ୍ୟାନ ହେଲା ଲକ୍ଷ ଲକ୍ଷ ଆକାଉଣ୍ଟ

Twitter ଏକ ଉତ୍ତମ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ଯେଉଁଥିରେ ଆପଣ ଆପଣଙ୍କ ନିଜର କଥା ଖୁବ ସହଜରେ ସେୟାର କରିପାରିବେ । ନିଜ ମତ ରଖିବାକୁ ଟ୍ୱିଟର ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି । କିନ୍ତୁ ଏହି ସବୁ ସ୍ୱାଧୀନତାର ଯେବେ ଭୁଲ ଫାଇଦା ଉଠାଯାଏ ସେସମୟରେ ଟ୍ୱିଟର ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ…

ଟ୍ୱିଟର ଆକାଉଣ୍ଟ ବ୍ଲକ୍‌କୁ ବିରୋଧ କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କଲା ପାକିସ୍ତାନ, କହିଲା ଲଗାମ ଲଗାଇବାକୁ…

ନୂଆଦିଲ୍ଲୀ : ନିକଟ ଅତୀତରେ ନିର୍ଦ୍ଦିଷ୍ଟ କେତେକ ପାକିସ୍ତାନୀ ଟୁଇଟର୍‌ ହ୍ୟାଣ୍ଡଲ୍‌ଗୁଡ଼ିକୁ ଭାରତରେ ବ୍ଲକ୍‌ କରାଯାଇଥିବାରୁ ତୀବ୍ର ପ୍ରତିବାଦ ବ୍ୟକ୍ତ କରିବା ଲାଗି ଶୁକ୍ରବାର ଦିନ ଇସ୍‌ଲାମାବାଦସ୍ଥିତ ‘ଇଣ୍ଡିଆନ୍‌ ଚାର୍ଜ ଡି’ଆଫେୟାର୍ସ’ ସୁରେଶ କୁମାରଙ୍କୁ ପାକିସ୍ତାନ ଡକାଇଥିଲା। ଏହା…

ଟ୍ଵିଟର ଆଣୁଛି ବଢ଼ିଆ ଫିଚର! ଏଣିକି ସମସ୍ତଙ୍କୁ ଦେଖାଯିବ ନାହିଁ ଆପଣଙ୍କ ଟ୍ଵିଟ, ଜାଣନ୍ତୁ କେମିତି

ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟ୍ଵିଟର ଏକ ନୂଆ ଫିଚର ଟେଷ୍ଟିଙ୍ଗ କରୁଛି। ଟ୍ଵିଟରର ଏହି ଫିଚରର ନାମ ସର୍କଲ। ଟ୍ଵିଟରର ଏହି ସର୍କଲ ଫିଚର ଆସିବା ପରେ ଆପଣ ନିଜେ ବାଛିପାରିବେ ଯେ ଆପଣଙ୍କ ଟ୍ଵିଟ କିଏ ଦେଖିବ ଏବଂ କିଏ ନାହିଁ। ଟ୍ଵିଟରର ଏହି ଫିଚର ଆପଣଙ୍କୁ ଗୃପ କିମ୍ବା ସର୍କଲ ବନାଇବାର ସୁବିଧା…

ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କଲା ଟ୍ବିଟର , ଦେବାକୁ ହେବ ୧୫ କୋଟି ଡଲାର ଜରିମାନା

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ୟୁଜରଙ୍କ ଗୋପନୀୟତା ପରିପ୍ରକାଶ କରିବାର ଅଭିଯୋଗ ଆସିଛି । ଏହି କାରଣରୁ ଟ୍ୱିଟର ଉପରେ ୧୫ କୋଟି ଡଲାର ଜରିମାନା କରାଯାଇଛି। ଏହା ସହିତ କମ୍ପାନୀକୁ ଏହାର ଉପଭୋକ୍ତାମାନଙ୍କ ତଥ୍ୟର ସୁରକ୍ଷା ପାଇଁ ମାନକ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।…

ଟ୍ଵିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ, ଘୋଷଣା କଲେ ନୂଆ ମାଲିକ ଏଲନ୍‌ ମସ୍କ

ଶେଷରେ ଟ୍ଵିଟରକୁ ପୁଣିଥରେ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ଵିଟରର ନୂଆ ମାଲିକ ଏଲନ୍‌ ମସ୍କ ଏ ନେଇ ଘୋଷଣା କରିଛନ୍ତି। ମସ୍କ ଘୋଷଣା କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଟ୍ଵିଟର ବ୍ୟାନ୍‌ ହଟାଇଛି। ଏଲନ୍‌ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ଡୋନାଲ୍ଡ…

ଟ୍ଵିଟର ୟୁଜର୍ସଙ୍କୁ ବଡ଼ ଝଟକା ଦେଲେ ଏଲନ ମସ୍କ, ଏବେ ବ୍ୟବହାରକାରୀଙ୍କୁ ଦେବାକୁ ହେବ ପଇସା

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ ଲଗାତର ଚର୍ଚ୍ଚାରେ ରହୁଛନ୍ତି ।ଏହାମଧ୍ୟରେ ଏଲନ ମସ୍କ ଏବେ ଟ୍ଵିଟ୍‌ କରି ଯାହା କରିଛନ୍ତି, ତାହା ଜାଣିବା ପରେ ଟ୍ଵିଟର ୟୁଜର୍ସ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଆଗାମୀ ଦିନରେ ଟ୍ୱିଟର ବ୍ୟବହାର ପାଇଁ…

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ଵିଟର’କୁ କିଣିଲେ ବିଶ୍ୱର ସବୁଠୁ ଧନୀ ବ୍ଯକ୍ତି ଏଲନ ମସ୍କ

ଟ୍ଵିଟରକୁ କିଣିଲେ ଏଲନ ମସ୍କ । ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଲଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । କିଛିଦିନ…

ଟ୍ବିଟରର ମାଲିକ ହେବାକୁ ଚାହୁଁଛନ୍ତି ଏଲନ୍ ମସ୍କ: ୧୦୦% ଅଂଶଧନ କିଣିବାକୁ ଦେଲେ ପ୍ରସ୍ତାବ

ସୋସିଆଲ୍‌ ମିଡିଆ ସାଇଟ ଟ୍ବିଟରକୁ କିଣିବାକୁ ଆଗ୍ରହୀ ଟେସଲାର ସିଇଓ ତଥା ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କ । ମସ୍କଙ୍କ ଏହି ଘୋଷଣା ପରେ ଟ୍ୱିଟର ନିବେଶକଙ୍କ ଟେନସନ ବୃଦ୍ଧି ପାଇଛି। 13D ଫାଇଲ୍ ମାଧ୍ୟମରେ ଟ୍ୱିଟରର ୧୦୦% ଅଂଶଧନ କିଣିବାକୁ ମସ୍କ ପ୍ରସ୍ତାବ…

PM ମୋଦିଙ୍କୁ ଭେଟି ମାତ୍ର କିଛି ସମୟ ମଧ୍ୟରେ ସୁପରଷ୍ଟାର ପାଲଟିଗଲେ ଆୟୁଷ କୁଣ୍ଡଳ, ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ : ଦୃଢ ମନବଳ ଥିଲେ ବିଫଳତା କେବେ ହେଲେ ଜଣେ ବ୍ୟକ୍ତିକୁ ସ୍ପର୍ଶ କରିପାରେ ନାହିଁ । ଏହା କଥାଟି ନିରାଟ ସତ୍ୟ । ଏହାର ସଦ୍ୟ ପ୍ରମାଣ ଦେଖିବାକୁ ମିଳିଛି ଜଣେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ । ଆମେ କହୁଛୁ ମଧ୍ୟପ୍ରଦେଶର ଆୟୁଷ କୁଣ୍ଡଳଙ୍କ ବିଷୟରେ ଯାହାଙ୍କ ପାଇଁ ଆଜି ବିଶ୍ୱର ସବୁଠାରୁ…

ରୁଷ୍‌ର ଧମକ! ଟ୍ଵିଟରରେ ନିଜ ନାଁ ବଦଳାଇ Elona କଲେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ

ଟ୍ଵିଟରରେ ନିଜ ନାଁ ବଦଳାଇଛନ୍ତି ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ (Elon Musk)। ସେ ନିଜ ନାଁକୁ ବଦଳାଇ ଏଲୋନା ମସ୍କ (Elona Musk) କରିଦେଇଛନ୍ତି। ଏଥିସହ ସେ ଚେଚେନ୍‌ ରିପବ୍ଲିକ୍‌ (Chechen Republic)ର ମୁଖ୍ୟ ରମ୍‌ଜାନ୍‌ କାଡରୋଭ୍‌ (Ramzan Kadyrov)ଙ୍କର ଏକ ଟେଲିଗ୍ରାମ୍‌…