Browsing Tag

uttar pradesh

ଫିରୋଜାବାଦ ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ବସ୍‌, ୧୪ ମୃତ

ଉତ୍ତର ପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏକ ଡବର ଡେକାା ଭଲ୍‌ବୋ ବସ୍‌ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେବାରୁ ୧୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୪ରୁ ଊର୍ଦ୍ଧ୍ୱ ଗୁରୁତର…

ଉତ୍ତର ପ୍ରଦେଶରେ ଜାରି ହେଲା ନୂଆ ନିୟମ, କରବା ଚୋୖଥ ସେଲ୍ଫି ଉଠାଇ ପଠାଇଲେ ଘରେ ତିଆରି ହେବ ପାଇଖାନା

ସାଧାରଣତଃ ଗୋଟେ ଝିଅ ନିଜ ଜୀବନ ସାଥି ଠାରେ କେଉଁ କେଉଁ ଗୁଣ ଖୋଜିଥାଏ । ତା ସ୍ୱାମୀ ବହୁତ ସୁନ୍ଦର ହୋଇଥିବ, ବୁଝିବା ଶକ୍ତି ଥିବା ଓ ପରିସ୍ଥିତିକୁ ସମ୍ଭାଳି କାମ କରିପାରୁଥିବ, ଅଥବା ଭଲ ଚାକିରୀ କରୁଥିବ । କିନ୍ତୁ କେହି ମଧ୍ୟ ପ୍ରତିଦିନର ସୁବିଧା ସୁଯୋଗ ଉପରେ ସେତେଟା ଗୁରୁତ୍ୱ…

ଉତ୍ତର ପ୍ରଦେଶରେ ଗୁଳିକାଣ୍ଡ : ଜମି ଚାଷକୁ ବିରୋଧ କରିବାରୁ ୯ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା

ଚାଷ ଜମିକୁ ନେଇ ପୂର୍ବ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲା ଉଭା ଗାଁରେ ଘଟିଛି ଏକ ଜଘନ୍ୟ ଗୁଳିକାଣ୍ଡ। ଏଥିରେ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ଆଉ ୧୯ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ୨ଜଣଙ୍କୁ ଗିରଫ କରିଛି। ସୋନଭଦ୍ର ପୋଲିସ…

ନିଆରା ଏକ ବିବାହ : ଆଜିର ସମୟରେ ଏମିତି କରିବା ପାଇଁ ଧନ ନୁହେଁ ଆବଶ୍ୟକ ମନ, ବିଶ୍ବାସ ହେଉନି ? ଦେଖନ୍ତୁ ଫଟୋ

ନିଆରା ଏକ ବିବାହର ମୁକସାକ୍ଷୀ ପାଲଟିଲା ବୁନ୍ଦେଲଖଣ୍ଡ । ବରଯାତ୍ରୀ ଏମିତି ଯେ ନଜର ହଟାଇପାରିଲେନି ଦେଖିବା ଲୋକ । ଏମିତି ହେଲା ସ୍ବାଗତ ଯେ ପ୍ରଶଂସା କରି କରି ମଧ୍ୟ ଥକିଲେ ନାହିଁ ଲୋକ । ଏହି ବିବାହ କୌଣସି ରାଜାରାଜୁଡା କିମ୍ବା କୋଟିପତିଙ୍କର ନଥିଲା । ବରଂ ଥିଲା ଦୁଇ ହୃଦୟବାନ୍ ପରିବାରର…

ନାବାଳକର ଗୁପ୍ତାଙ୍ଗରେ ଇଟା ବାନ୍ଧି ଗାଁ ସାରା ବୁଲାଇଲେ, ଜାଣନ୍ତୁ କେଉଁଠି ଘଟିଛି ଏହି ଲୋମଟାଙ୍କୁରା ଘଟଣା

ସଭ୍ୟ ସମାଜର ଅସଭ୍ୟ ଚେହେରା । ନାବାଳକର ଗୁପ୍ତାଙ୍ଗରେ ଇଟା ବାନ୍ଧି ବୁଲାଇଲେ ଦୁର୍ବୃତ୍ତ । କେବଳ ସେତିକି ନାବାଳକକୁ ପିଟି ପିଟି ସାରା ଗାଁରେ ବୁଲାଇଛନ୍ତି । ଘଟଣାଟି ଘଟିଛି ଉତ୍ତର ପ୍ରଦେଶଣ ଶାହାଜାହାଁପୁରରେ । ତେବେ ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ…

ଅଦ୍ଭୁତ ଏ ଗ୍ରାମ : ଏମିତି ଏକ ଗାଁ ଯେଉଁଠାରେ ଆଜି ଯାଏଁ ହୋଇନାହିଁ ଗୋଟିଏ ବି ମମଲା ରୁଜୁ

ଓରେୟା : ବର୍ତ୍ତମାନ ସମୟରେ ରାମରାଜ୍ୟର ବିଚାର ମନକୁ ଆଣିବା ଏକ ଭ୍ରାନ୍ତଧାରଣା ସ୍ବରୁପ। କାରଣ କଲିଯୁଗରେ ନିୟମିତ ପ୍ରତ୍ୟେକ ମିନିଟରେ ଘଟିଚାଲିଛି ଅଘଟଣ। ଯାହାକୁ ନିୟନ୍ତ୍ରିତ କରିବା ପାଇଁ ରହିଛି ଅନେକ ଆଇନକାନୁନ୍। କିନ୍ତୁ ଅମ ଦେଶର ରହିଛି ଏପରି ୧୧ଟି ଗ୍ରାମ ରହିଛି ଯେଉଁଠାରେ ଆଜି ଯାଏଁ…

ଭାରତର ଏପରି ଏକ ସ୍ଥାନ ଯେଉଁଠାରେ ମାନସିକ ରୋଗୀଙ୍କୁ ଶିକୁଳିରେ ବାନ୍ଧି ରଖାଯାଏ

ନୂଆଦିଲ୍ଲୀ : ଦେଶରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଗୋରୁଗାଇ ଭଳି ବନ୍ଧା ଯାଉଛନ୍ତି ମାନସିକ ରୋଗୀ। ଉତ୍ତର ପ୍ରଦେଶର ବଦାୟୁ ଅଞ୍ଚଳରେ ପୁରୁଷରୁ ଆରମ୍ଭ କରି ମହିଳା ଏବଂ ଶିଶୁରୁ ଆରମ୍ଭ କରି ବୃଦ୍ଧା ପର‌୍ୟ୍ୟନ୍ତ ରାସ୍ତା କଡ଼ରେ ଧୂଳି ଧୂସରରେ ସମସ୍ତେ ଶିକୁଳି ଏବଂ ଏକ ବଡ଼ ତାଲାରେ ବନ୍ଧା…

ମରିନି ମାନବିକତା , କାନ୍ଧରେ ବୋହି ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ଏହି ପୋଲିସ୍ କର୍ମୀ

ନିଜର ଖରାପ ବ୍ୟବହର ଏବଂ ଦାଦାଗିରି ପାଇଁ ଅନେକ ସମୟରେ ନିନ୍ଦିତ ଉତ୍ତର ପ୍ରଦେଶ ପୋଲିସ୍ । ରକ୍ଷକ ବେଶରେ ଥିବା ଭକ୍ଷକଙ୍କ ଚେହେରାର ଭିଡିଓ ମଧ୍ୟ ବହୁ ସମୟରେ ଭାଇରାଲ୍ ହୋଇଛି । କିନ୍ତୁ ସେହି ୟୁପି ପୋଲିସର ମଣିଷ ପଣିଆର ଚେହେରା ମଥୁରାରେ ଦେଖିବାକୁ ମିଳିଛି । ଦେବଦୂତ ସାଜି ଜଣେ ଗର୍ଭବତୀ…

ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଜାରି : ୨୪ ଘଣ୍ଟାରେ ମଲେଣି ୨୭ ଜଣ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ୧୧ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ହାଲର୍ଟ ଜାରି କରାଯାଇଛି । ବିଶେଷ କରି ପଶ୍ଚିମ ଉତ୍ତର ପ୍ରଦେଶରେ ସବୁଠାରୁ…

ଯୋଗୀ ରାଜ୍ୟରେ ଅସୁରକ୍ଷିତ ମହିଳା : ପୀଡିତାଙ୍କୁ ଘୋଷାଡ଼ି ଘୋଷାଡ଼ି ଜଙ୍ଗଲ ଭିତରକୁ ନେଲେ ତିନି ଯୁବକ

ଉତ୍ତରପ୍ରଦେଶ : ଯୋଗୀ ରାଜ୍ୟରେ ଅସୁରକ୍ଷିତ ମହିଳା । ଉତ୍ତରପ୍ରଦେଶର ଉନ୍ନାଓରେ ପୁଣି ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି । ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଲଜ୍ଜାଜନକ ଓ ଚାଞ୍ଚଲ୍ୟକର ଭିଡିଓ । ଜଣେ ମହିଳାଙ୍କୁ ଜଙ୍ଗଲ ଭିତରକୁ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି ତିନି ଜଣ ଯୁବକ । ମହିଳା ଯେତେ…