Below header
Browsing Tag

uttar pradesh

ୟୁପି: ଅଟୋରେ ଗଙ୍ଗା ସ୍ନାନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୧୨ ଜଣଙ୍କ ମୃତ୍ୟୁ

ଘନ କୁହୁଡି ଯୋଗୁ ଉତ୍ତର ପ୍ରଦେଶର ଶାହଜହାଁପୁରରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଜାତୀୟ ରାଜପଥରେ ଏକ ଅଟୋକୁ ଟ୍ରକ୍‌ ଧକ୍କା ଦେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଶ୍ରଦ୍ଧାଳୁ ଅଟୋ ଯୋଗେ ଗଙ୍ଗା ସ୍ନାନ କରିବାକୁ ଯାଉଥିଲେ । ଦୁର୍ଘଟଣା ପରେ ରାସ୍ତା ଉପରେ ମୃତଦେହଗୁଡ଼ିକ…

ଜାନୁୟାରୀ ୨୨ କାର୍ଯ୍ୟକ୍ରମ ପାଇଁ ବାଉଁଶ ଲଦି ଅଯୋଧ୍ୟା ଯାଉଥିବା ଗାଡ଼ି ଓଲଟିଲା, ୨ ଶ୍ରମିକ ମୃତ; ୭ ଆହତ

ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ଡିସିଏମ୍‌ ଗାଡ଼ିରେ ବାଉଁଶ ଓ କାଠ ବୋଝେଇ କରି ଅଯୋଧ୍ୟା ଯାଉଥିଲେ । ୨୮ ନଂ. ଜାତୀୟ ରାଜପଥର ଅମହଟ ବ୍ରିଜ୍‌…

ଯମୁନା ଏକ୍ସପ୍ରେସ ୱେରେ ଦୁଇ ବସ୍‌ ମୁହାଁମୁହିଁ, ୪୦ ଆହତ

ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୩ ଟା ସମୟରେ ଯମୁନା ଏକ୍ସପ୍ରେସୱେରେ ଦୁଇଟି ବସ୍ ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନ ଆହତ…

ଷ୍ଟେଟ ବ୍ୟାଙ୍କ ଭିତରେ ପଶିଲା ଷଣ୍ଢ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଦିନ ଦିପହରେ ବ୍ୟାଙ୍କ ଭିତରେ ପଶିଲା ଷଣ୍ଢ । ଏକଥା ଶୁଣି ଆପଣମାନଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସତ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ବ୍ୟାଙ୍କ ଭିତରେ ଷଣ୍ଢକୁ ଦେଖି ଗ୍ରାହକମାନେ ଖୁବ ଭୟଭୀତ ହୋଇଯାଇଥିବା ବେଳେ ଅନ୍ୟ କିଛି ଲୋକେ ଏହି ଦୃଶ୍ୟର…

ୟୁପିରେ ଅନରକିଲିଂ: ରାତିରେ ଝିଅକୁ ପ୍ରେମିକ ସହିତ ଦେଖି ରାଗିଗଲା ବାପା, ଦୁଇ ଜଣଙ୍କୁ କୋଦାଳରେ ହାଣି ହତ୍ୟା କଲା

ଉତ୍ତରପ୍ରଦେଶର ବନ୍ଦାୟୁରୁ ଅନରକିଲିଂର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ଯାଇଥିଲେ। ସେହି ସମୟରେ ଯୁବତୀଙ୍କ ବାପା ସେମାନଙ୍କୁ ଦେଖି ନେଇଥିଲେ। ଏଥିରେ ରାଗିଯାଇ ସେ ନିଜ ଝିଅ ଏବଂ ତା’ ପ୍ରେମିକକୁ କୋଦାଳରେ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ…

ଉତ୍ତର ପ୍ରଦେଶ: ଜଙ୍ଗଲରୁ ବାହାରି ରାତିରେ ଗାଁରେ ପଶିଲା ବାଘ, ପାଚେରୀ ଉପରେ ବସିଲା ୮ ଘଣ୍ଟା

ଉତ୍ତର ପ୍ରଦେଶର ପିଲିଭିତ୍‌ରେ ବାଘ ଆତଙ୍କ। ବିଳମ୍ବିତ ରାତିରେ ଏକ ମହାବଳ ବାଘ ପାଖ ଜଙ୍ଗଲରୁ ବାହାରି ଜନବସତି ଭିତରକୁ ପଶି ଆସିଛି। ଗ୍ରାମବାସୀଙ୍କ ନଜର ଯେତେବେଳେ ବାଘ ଉପରେ ପଡ଼ିଥିଲା, ସମସ୍ତଙ୍କ ହୋଶ୍‌ ଉଡ଼ିଯାଇଥିଲା। ଏବେ ବାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…

ଭାଇକୁ କିଡ଼ନୀ ଦାନ କରିଲେ ବୋଲି ପତ୍ନୀଙ୍କୁ ହ୍ୱାଟ୍ସଆପରେ ତିନ ତଲାକ୍ ଦେଲେ ସ୍ୱାମୀ

ଉତ୍ତରପ୍ରଦେଶରେ ତିନ ତଲାକର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଣ୍ଡା ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହ୍ୱାଟ୍ସଆପ ମାଧ୍ୟମରେ ତିନ ତାଲାକ ଦେଇଛନ୍ତି ଓ କାରଣ ହେଉଛି ପତ୍ନୀ ତାଙ୍କ ଭାଇଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ କିଡନୀ ଦାନ କରିଥିଲେ । ସମଗ୍ର ଘଟଣା ଧନପୁର…

ଜାତୀୟ ରାଜପଥରେ ଅନିୟନ୍ତ୍ରିତ ହୋଇ ଢାବାରେ ପଶିଲା ଟ୍ରକ: ତିନି ମୃତ, ୩ ଆହତ

ଉତ୍ତରପ୍ରଦେଶ : ଇଟାଓ୍ଵା-କାନପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଢାବାରେ ଅନିୟନ୍ତ୍ରିତ ହୋଇ ଏକ ଟ୍ରକ ପଶିଯିବାରୁ ୬ ଜଣଙ୍କ ଉପରେ ଚଢିଯାଇଛି । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ରହିଛି । ଘଯଣା ଇକାଦିଲ ଥାନା ଅନ୍ତର୍ଗତ ମାନିକପୁର ମୋଡରେ ହୋଇଛି ।…

ୟୁପି: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ୨୫ ବର୍ଷ ଜେଲ୍‌, ୧୦ ଲକ୍ଷ ଜରିମାନା

ଉତ୍ତର ପ୍ରଦେଶର ସୋନଭଦ୍ରରୁ ବିଜେପି ବିଧାୟକ ରାମଦୁଲାର ଗୋଣ୍ଡଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସୋନଭଦ୍ରା ଜିଲ୍ଲାର ସ୍ୱତନ୍ତ୍ର ବିଚାରପତି ଏହସାନୁଲ୍ଲାହ ଖାନଙ୍କ କୋର୍ଟ (ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ) ଡିସେମ୍ବର ୧୨ରେ ଶୁଣାଣି ସମୟରେ ଗୋଣ୍ଡଙ୍କୁ ଦୋଷୀ…

ଉତ୍ତରପ୍ରଦେଶର ଏକ ଗାଁରୁ ୫୦ ମିଟର ଲମ୍ବର ମୋବାଇଲ୍‌ ଟାଓ୍ଵାର ନେଇ ଗଲେ ଚୋର

ବିହାରରେ ୬୦ ଫୁଟ୍‌ ଲମ୍ବର ଲୁହା ବ୍ରିଜ ଚୋରି ହେବାର ଗୋଟିଏ ବର୍ଷ ପରେ ଉତ୍ତରପ୍ରଦେଶର କୌଷିମ୍ବି ଜିଲ୍ଲାର ଉଜ୍ଜୟିନୀ ଗ୍ରାମରେ ୫୦ ଟନରୁ ଅଧିକ ଓଜନ ବିଶିଷ୍ଟ ୫୦ ମିଟର ଉଚ୍ଚ ମୋବାଇଲ ଟାଓ୍ଵାର ଚୋରି ହୋଇଛି । ସୂଚନା ମୁତାବକ, ବୁଧବାର ଅର୍ଥାତ ନଭେମ୍ବର ୨୯ରେ ଟେକ୍ନିସିଆନ ରାଜେଶ କୁମାର…

ମା’ ମୃତଦେହ ସହ ରହିଲେ ଏକ ବର୍ଷ, ପଡ଼ୋଶୀଙ୍କୁ ଲୁଚାଇବା ପାଇଁ ଘରେ ଲଗାଉଥିଲେ ଧୂପ

ମା’ର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ଦୁଇ ଝିଅ । ମା’ ଓ ସନ୍ତାନର ସମ୍ପର୍କ ସବୁଠୁ ଭିନ୍ନ ଥାଏ । ଏପରି ସ୍ଥିତିରେ ନିଜ ମା’ ମୃତ୍ୟୁକୁ କିପରି ବା ସହି ଥାନ୍ତେ ଦୁଇ ଝିଅ । ମା’କୁ ଏତେ ଅଧିକ ଭଲ ପାଉଥିଲେ ଯେ ମା’ ମୃତ ଶରୀରକୁ ବି ସଂସ୍କାର କରିବାକୁ ଚାହିଁଲେନି । ଆଉ ଦୀର୍ଘ ଏକ ବର୍ଷ…

ୟୁପି: ମନ୍ଦିର ଯାଇ କଟୁରୀରେ ନିଜ ବେକ କାଟିଦେଲେ ଯୁବକ, ଦେବୀ ମା’ଙ୍କୁ ଖୁସି କରିବା ପାଇଁ ନେଲେ ଭୟଙ୍କର ପଦକ୍ଷେପ

ଉତ୍ତର ପ୍ରଦେଶର ଝାନ୍‌ସୀରୁ ଆସିଛି ଏକ ସମ୍ବେଦନଶୀଳ ମାମଲା। ଏଠାରେ ୨୬ ବର୍ଷୀୟ ଯୁବକ ନେଇଛନ୍ତି ଭୟଙ୍କର ପଦକ୍ଷେପ। ଦେବୀ ମା’ଙ୍କୁ ଖୁସି କରିବା ପାଇଁ ସେ କଟୁରୀରେ ନିଜ ବେକ କାଟି ଦେଇଛନ୍ତି। ଏହି ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଆଶ୍ୱସ୍ତିକର କଥା ଯେ ସମୟ…