Browsing Tag

uttarpradesh

ଉତ୍ତରପ୍ରଦେଶ ମିରଟରେ ଘଟିଛି ଅଜବ ଘଟଣା: ଲୋକଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ସ୍ୱାବ ନେଇ ଛୁ ମାରିଲେ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମିରଟରେ ଅଜବ ଘଟଣା ଦେଖିବାକୁ ମିଳିଛି । ଲୋକଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡମାନେ ନେଇଥିବା ଖବର ମିଳିଛି । ମିରଟ ମେଡିକାଲ କଲେଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଲାବୋରେଟେରୀ ଟେକନିସିଆନ୍‌ କରୋନା ସନ୍ଦିଗ୍ଧ…

ଆଶ୍ଚର୍ଯ୍ୟ ହେଲେ ବି ସତ ! ଏକା ଥରକେ ୫ଟି ସନ୍ତାନ ଜନ୍ମ କଲେ ମହିଳା

ଉତ୍ତରପ୍ରଦେଶର ବାରଂବକିରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। କରୋନା ଭାଇରସ ପାଇଁ ଜାରି ରହୁଥିବା ଲକଡାଉନ ମଧ୍ୟରେ ଜଣେ କୃଷକର ପତ୍ନୀ ୫ଟି ଛୁଆ ଜନ୍ମ ଦେଇଛନ୍ତି। ଏହି ୫ଜଣ ସନ୍ତାନଙ୍କ ମଧରେ ୩ଟି ଝିଅ ଏବଂ ୨ଟି ପୁଅ ଜନ୍ମ ହୋଇଛନ୍ତି। କୂତଲୁପୁର ନିବାସୀ କୁନ୍ଦନଙ୍କ ପତ୍ନୀ ଅନିତା ୯…

ଅବହେଳାର ଚରମ ସୀମା, ଦୀର୍ଘ ତିନି ଘଣ୍ଟା ଧରି ୟୁପି ରାସ୍ତାରେ ଘୂରି ବୁଲୁଥିଲେ ୭୦ କରୋନା ରୋଗୀ

ଆଗ୍ରାରୁ ସାଇଫାଇ ୟୁନିଭରସିଟି ଅଫ୍ ମେଡିକାଲ ସାଇନ୍ସକୁ ବସ୍ ଏବଂ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା କରୋନା ସଂକ୍ରମିତ ୭୦ ରୋଗୀ ଡାକ୍ତରଖାନାର ମୁଖ୍ୟ ଫାଟକ ବାହାରେ ୩ ଘଣ୍ଟା ରାସ୍ତାରେ ବୁଲୁଥିବା ଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ପୋଲିସର କହିବା ଅନୁଯାୟୀ ସ୍ଥାନୀୟ ଲୋକମାନେ ପୋଲିସ…

ଉତ୍ତରପ୍ରଦେଶ ମୋରାଦବାଦରେ ୧୨ଟି ରେଲେଓ୍ଵ କୋଚ୍‌ ହେଲା ଆଇସୋଲେସନ ୱାର୍ଡ

ଉତ୍ତରପ୍ରଦେଶ: ରେଲେଓ୍ଵ କୋଚ୍‌ ହେଲା ଆଇସୋଲେସନ । ଉତ୍ତରପ୍ରଦେଶ ମୋରାଦବାଦ ଷ୍ଟେସନରେ ୧୨ଟି ରେଲେଓ୍ଵ କୋଚ୍‌କୁ ଆଇସୋଲେସନ କରାଯାଇଛି। ଏଠାରେ କରୋନା ସନ୍ଦିଗ୍ଧଙ୍କୁ ରଖାଯିବ ବୋଲି ସୂଚନା ମିଳିଛି ।

ରାସନ ସାମଗ୍ରୀରେ ବ୍ୟାପକ ଆନିୟମିତତାର ଅଭିଯୋଗ ଆଣି ମୁହାଁମୁହିଁ ହେଲେ ସାଂସଦ ଓ ତହସିଲଦାର

ଉତ୍ତରପ୍ରଦେଶ: ରାସନ  ସାମଗ୍ରୀରେ ବ୍ୟାପକ ଆନିୟମିତତାର ଅଭିଯୋଗ ଆଣି ମୁହାଁମୁହିଁ ହେଲେ ସାଂସଦ ଓ ତହସିଲଦାର। ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଦିନ କନ୍ନୋୖଜ ଜିଲ୍ଲାର ତହସିଲଦାର ଙ୍କ ସହ ସାଂସଦ ସୁବ୍ରତ ପାଠକଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ତହସିଲଦାର ଅଭିଯୋଗ କରିଛନ୍ତି ଯେ, ତାଙ୍କ…

ଉତ୍ତରପ୍ରଦେଶ: ଲକଡାଉନ ବେଳେ ଚାଲି ଚାଲି ଘରକୁ ବାହାରିଲେ ଶହ ଶହ ଲୋକ, ଦେଖିଲେ ଲାଗୁଛି କେଉଁ ମେଳା ଚାଲିଛି

କେନ୍ୟୁଜ୍(ବ୍ୟୁରୋ): ଲକ ଡାଉନ ବେଳେ ହଠାତ ଲୋକାରଣ୍ୟ ହୋଇଗଲା ଉତ୍ତରପ୍ରଦେଶର ଘାଜିପୁର ରାଜପଥ। ଦୃଶ୍ୟଦେଖି ଲାଗୁଥିଲା ଏମାନେ କେଉଁ ଶ୍ରମିକ ଶ୍ରେଣୀର ଲୋକ ହୋଇଥିବେ। ବୁଝୁ ବୁଝୁ ଜଣା ପଡିଥିଲା ଏମାନେ ବିଭିନ୍ନ କମ୍ପାନୀରେ କାମ କରୁଥିଲେ। କିନ୍ତୁ ଲକ ଡାଉନ ହୋଇଯିବାରୁ  ନିଜ ନିଜ ଗାଁକୁ…

ଲକଡାଉନ ଯୋଗୁ ବସ ଚଳାଚଳ ଠପ୍, ମାଲିକ ତଡ଼ିଦେବାରୁ ୮୦ କିଲୋମିଟର ଚାଲି ଗାଁରେ ପହଞ୍ଚିଲେ ଯୁବକ

ଏବେ ସମଗ୍ର ଦେଶକୁ ଲକଡାଉନ କରିଦିଆଯାଇଛି। ଯିଏ ଯୋଉଠି ଅଛନ୍ତି ତାଙ୍କୁ ସେଠାରେ ରହିବାକୁ କହିଛନ୍ତି ସରକାର। କାରଣ ସାମାଜିକ ଦୂରତ୍ୱ ହିଁ କରୋନାକୁ ମାତ୍ ଦେବାର ଏକ ମାତ୍ର ଉପାୟ। ତେବେ ଏହି ଲକଡାଉନ ଯୋଗୁ ଗୋଟେ ପଟେ କରୋନା ରୋକିବା ନେଇ ଆଶା କରାଯାଉଥିବା ବେଳେ ଅନ୍ୟପଟେ ଏହା କିଛି ଲୋକଙ୍କ…

ରାତିରେ ବାରମ୍ବାର ଝାଡା କରୁଥିବା କାରଣରୁ ୫ବର୍ଷୀୟ ପୁଅର ତଣ୍ଟି ଚିପି ହତ୍ୟା କଲା ସାବତ ମା, କହିଲା ଏଥିପାଇଁ ଆସୁଥିଲା…

ଉତ୍ତରପ୍ରଦେଶର କୋୖସାମ୍ବିରେ ଏକ ଅଭବନୀୟ ଘଟଣା ଘଟିଛି । ଏଠାରେ ଜଣେ ୫ ବର୍ଷୀୟ ବାଳକ ରାତିରେ ବାରମ୍ବାର ଝାଡା କରୁଥିବା କାରଣରୁ ସାବତ ମା ତାର ତଣ୍ଟିଚିପି ହତ୍ୟା କରିଛନ୍ତି । ପୋଲିସର ତଦନ୍ତ ପରେ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ୟୁପି କୋୖସାମ୍ବିର ଗିରିୟା ଖାଲସା…

ଛି କି ଲଜ୍ଜା, ଦୁର୍ଷ୍କମ ପୀଡିତାର ମୃତ୍ୟୁପରେ ଦେଲେ ନାହିଁ କାନ୍ଧ କିନ୍ତୁ ଅନ୍ତ୍ୟେଷ୍ଟିକ୍ରିୟାରେ ଭୋଜି ଖାଇବାକୁ…

ଉତ୍ତରପ୍ରଦେଶ: ଦିନକୁ ଦିନ ହଜିଯାଉଛି ମଣିଷର ମାନବିକତା। ସଭ୍ୟ ସମାଜରେ ବଞ୍ଚୁଥିଲେ ମଧ୍ୟ କିଛିଟା ଅସଭ୍ୟ ଲୋକଙ୍କ ପାଇଁ  ସମଗ୍ର ସମାଜ କଳୁଶିତ ହେବାରେ ଲାଗୁଛି। ଅଧୁନିକ ଯୁଗରେ ବଞ୍ଚୁଥିଲେ ମଧ୍ୟ ଆଜି ବି ମଣିଷ ଜାବୁଡି ଧରିଛି ସେହି ପୁରୁଣା ଲୋକକଥା ଓ ଅନ୍ଦବିଶ୍ବାସ।  ଯାହାର ଜ୍ବଳନ୍ତ…

ପୋଡି ଯାଉଥିଲା ମା କିନ୍ତୁ ମରିପାରୁନଥିଲା ମମତା, ମା’କୁ ବଞ୍ଚାଇବାକୁ ଶିଶୁ କରୁଥିଲା ଆକୁଳ ନିବେଦନ, ପରେ ଘଟିଲା କିଛି…

ଉତ୍ତରପ୍ରଦେଶର କନ୍ନୋଜ ଜିଲ୍ଲାରେ ଶୁକ୍ରବାର ହୋଇଥିଲା ସ୍ଲିପର ବସ ସହ ଟ୍ରକର ଧକ୍କା । ଯାହା ଫଳରେ ବସରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଏହି ଘଟଣା ଏବେ ସାର ଦେଶକୁ ସ୍ତବ୍ଧ କରିଦେଇଛି। ପାଖା ପାଖି ୨୦ରୁ ଅଧିକ ଲୋକଙ୍କ ପ୍ରାଣ ବାୟୂ ଏହି ଦୁର୍ଘଟଣାରେ ଉଡିଯାଇଛି। ବସଟି ଏତେ ମାତ୍ରାରେ ଜଳି…

ଉତ୍ତର ପ୍ରଦେଶରେ ବ୍ୟାପିବାରେ ଲାଗିଛି CAA ନିଆଁ, ଚାଲିଯାଇଛି ୬ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଉତ୍ତର ପ୍ରଦେଶରେ CAA ନିଆଁ  ଅଧିକ ବ୍ୟାପିବାରେ ଲାଗିଛି। ଗତକାଲି ସମ୍ବଲ ଓ ଲକ୍ଷ୍ନୌରେ ପୋଡାଜଳା ହୋଇଥିବା ବେଳେ ଆଜି ୟୁପିର ୧୨ଟି ଜିଲ୍ଲାକୁ ବ୍ୟାପିଛି ଆନ୍ଦୋଳନ। ସବୁଠି ହିଂସାତ୍ମକ ପ୍ରତିବାଦ। ଆନ୍ଦୋଳନକାରୀମାନେ ଗୋଟିଏ ପୋଲିସ ଜିପ୍‌ ପୋଡି ଦେଇଥିବା ବେଳେ…

ଘରେ କଳାକନା ବୁଲାଇଦେଲା ଲୁଟେରା ବଧୂ, ପ୍ରଥମ ହାତରନ୍ଧା ଖାଦ୍ୟରେ ପରିବାରକୁ ନିଶାଦ୍ରବ୍ୟ ଦେଇ ଲୁଟିନେଲା ଟଙ୍କା ଓ…

ଉତ୍ତର ପ୍ରଦେଶର  ବଦାୟୁଂ ଜିଲ୍ଲାରେ  ଜଣେ  ଯୁବତୀ ନିଜ ଶାଶୁଘରୁ  ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଫେରାର ହୋଇଯାଇଛି।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା  ମୁତାବକ ନବବଧୂ ଜଣକ ପରିବାରଲୋକଙ୍କୁ ପ୍ରଥମ ହାତରନ୍ଧା ଖାଦ୍ୟ ଖାଇବାକୁ ଦେବା ବେଳେ ଖାଇବାରେ…