Browsing Tag

video viral

ସୁଟିଂରୁ ବ୍ରେକ୍‌ ନେଇ କ୍ରିକେଟ୍‌ ଖେଳିବାରେ ମଜ୍ଜିଗଲେ ଜାହ୍ନବୀ କପୁର; ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ନିଜ ରୁଟିନ୍‌ ଲାଇଫ୍‌ର ଅପ୍‌ଡେଟ୍‌ ପ୍ରାୟତଃ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥାନ୍ତି। ତେବେ ନିକଟରେ ଜାହ୍ନବୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଦୁଇଟି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ…

ପ୍ରେଗନାନ୍ସିରେ ବି ବେଶ୍‌ ଝୁମି ଝୁମି ଡ୍ୟାନ୍ସ କରୁଛନ୍ତି କରୀନା କପୁର, ଦେଖନ୍ତୁ ଭାଇରାଲ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ନିଜ ଦ୍ୱିତୀୟ ପ୍ରେଗନାନ୍ସିକୁ ବେଶ୍‌ ଉପଭୋଗ କରୁଛନ୍ତି। ତାଙ୍କ ସ୍ୱାମୀ ତଥା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ କହିବାନୁସାରେ, ବେବୋ ଫେବ୍ରୁଆରୀ ଆରମ୍ଭରେ ଦ୍ୱିତୀୟ ପିଲାକୁ ଜନ୍ମ ଦେବେ। ନୂଆ ଛୁଆ ଆସିବା ପୂର୍ବରୁ ହିଁ ସୈଫ୍‌, କରୀନା ଓ ତୈମୁର ନୂଆ ଘରକୁ…

ଦେଖନ୍ତୁ ଦିଲ୍ଲୀର ରାଜରାସ୍ତାରେ ଗତକାଲି ହୋଇଥିବା ହିଂସାର କିଛି ଝଲକ୍‌, ସାମ୍ନାକୁ ଆସିଲା ଲାଇଭ୍‌ ଭିଡିଓ

ସାରା ଦେଶ ମଙ୍ଗଳବାର ଗଣତନ୍ତ୍ର ଦିବସ ପାଳୁଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉତ୍ପାତ ଜାରି ଥିଲା। କୃଷି ଆଇନ୍‌କୁ ବିରୋଧ କରି ଜାରି ରହିଥିବା ଏହି ଆନ୍ଦୋଳନରେ କୃଷକ ସଂଗଠନ ଟ୍ରାକ୍ଟର ର‍୍ୟାଲି କରିବାକୁ କହିଥିଲେ। କିନ୍ତୁ ମଙ୍ଗଳବାର ଏହି ର‍୍ୟାଲି…

ଜନି ଲିଭରଙ୍କ ଝିଅର ଆଉ ଏକ ମଜାଳିଆ ଭିଡିଓ ଭାଇରାଲ, ନିଜ ନକଲ ଦେଖି ହସି ହସି ଗଡ଼ିଲେ ଫରାହ ଖାନ୍‌; ଦେଖନ୍ତୁ ଭିଡିଓ

କରୋନାରୁ ମୁକ୍ତି ପାଇବାକୁ ଦେଶରେ ଖୁବ୍‌ଶୀଘ୍ର ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ୍‌ ତରଫରୁ ମଧ୍ୟ ରିଆକ୍ସନ୍‌ ଆସିଛି। ସେଲିବ୍ରିଟିଙ୍କ ରିଆକ୍ସନ୍‌କୁ ନେଇ ଜଣାଶୁଣା କମେଡିଅନେ୍‌ ଜନି ଲିଭରଙ୍କ ଝିଅ ଜେମି ଲିଭର ଏକ ମଜାଦାର ଭିଡିଓ ତିଆରି କରିଛନ୍ତି।…

ଟ୍ରାନ୍ସପରେଣ୍ଟ ସ୍କିନ୍‌ ଫିଟିଂ ଗାଉନ୍‌ ପିନ୍ଧି ଷ୍ଟାଇଲିସ୍‌ ଫଟୋସୁଟ୍‌ କରାଇଲେ ନୋରା ଫତେହୀ, ଏବେ ଯାଏଁ ୪୫ ଲକ୍ଷରୁ…

ନୋରା ଫତେହୀ ନିଜ ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ଡ୍ୟାନ୍ସ ସମେତ ଆକ୍ଟିଂ ପାଇଁ ମଧ୍ୟ ନୋରା ବେଶ୍‌ ଜଣାଶୁଣା। ନୋରାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ନୋରାଙ୍କ ଲୁକ୍‌ ବେଶ୍‌ ସୁନ୍ଦର ଲାଗୁଛି। ଏହି ଭିଡିଓରେ ନୋରା ଫତେହୀ ପିଙ୍କ…

ସମୁଦ୍ରରେ ବୋଟିଂ କରୁଥିବା ଯୁବତୀଙ୍କୁ ହଠାତ୍‌ ଆକ୍ରମଣ କଲା ସାର୍କ, ଭିଡିଓରେ ଦେଖନ୍ତୁ ତା’ପରେ କଣ ହେଲା

କାଲିଫର୍ଣ୍ଣିଆର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ କିଛି ଯୁବତୀ ସମୁଦ୍ରରେ କାୟାକିଂ (ଛୋଟ ଆକୃତିର ଡଙ୍ଗା ଚଳାଇବା) କରୁଥିବା ଦେଖାଯାଇଛି। ଏହି ସମୟରେ ହଠାତ୍‌ ଏକ ସାର୍କ ଆସି ଯୁବତୀକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଭିଡିଓକୁ ଧ୍ୟାନ ଦେଇ ଦେଖିଲେ…

ଶିକାର କରିବା ସମୟରେ ସିଂହ ପାଖକୁ ଯାଇ ଲୋକେ ନେବାକୁ ଲାଗିଲେ ସେଲଫି, କିନ୍ତୁ ତାପରେ ହେଲା କିଛି ଏପରି

ସବୁ ମଣିଷଙ୍କ ପର୍ସନାଲ ଲାଇଫ ରହିଥାଏ। ଠିକ ସେହିପରି ପଶୁ ମାନଙ୍କର ମଧ୍ୟ ରହିଥାଏ। କାହିଁକିନା ଯଦି ସେ ଆମ ସ୍ପେସରେ ଆସିଯାନ୍ତି ତ ସମସ୍ୟା ହୋଇଯିବ। ମାନବ ଏବଂ ପଶୁମାନେ ଜଣେ ଜଣଙ୍କୁ ରେସପେକ୍ଟ କରିବା ଉଚିତ। କିନ୍ତୁ ଏବେ ଏକ ଭିଡିଓରେ ଯେଉଁ ଦୃଶ୍ୟ କଏଦ ହୋଇଛି ତାହାକୁ ଦେଖିଲେ ହୁଏତ…

ତାଳ ଗଛ କାଟୁଥିଲେ ଏହି ବ୍ୟକ୍ତି କିନ୍ତୁ ହଠାତ୍‌ ଗଛ ସହ ଉଡ଼ିଗଲେ, ଦେଖନ୍ତୁ ଭିଡିଓ

ଗଛ କାଟିବା ପାଇଁ ଏବେ ବିଭିନ୍ନ ପ୍ରକାରର ମେସିନ୍‌ ବାହାରିଥିଲେ ବି ସମସ୍ତଙ୍କୁ ଗଛ ଉପରେ ଚଢ଼ିବାକୁ ପଡ଼ିଥାଏ। ଗଛ କାଟିବା ବେଳେ ବିଭିନ୍ନ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ନଚେତ୍‌ କେଉଁ ମୁହୂର୍ତ୍ତର୍ରେ ବି ଅଘଟଣ ଘଟିପାରେ। ତେବେ ଏବେ ଗଛ କଟା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌…

ଗୋଡ ନଥାଇ ବି କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଚାଷୀ, ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଭିଡିଓ

ଏହି ଚାଷୀ ଜଣଙ୍କୁ ଥରେ ଦେଖନ୍ତୁ, ଇଏ ବୋଧହୁଏ ଏ ସାରା ଦୁନିଆର ଲୋକଙ୍କ ପାଇଁ ବହୁତ ବଡ ଉଦାହରଣ। ଗୋଟେ ଗୋଡ ଆଉ ଡେଇଁ ଡେଇଁ କରୁଛନ୍ତି କ୍ଷେତ କାମ। ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବିଶ୍ୱାସ କରନ୍ତୁ ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କ ପାଖରେ…

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ଦୁଇ ଭାଇ

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦୁଇ ଯୁବକ ଗିରଫ । ଗଞ୍ଜାମ ତାରାସିଂ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଦାଙ୍ଗି ଗାଁର ରଞ୍ଜିତ ସାହୁ ଓ ସାଗର ସାହୁ । ଦୁଇ ଅଭିଯୁକ୍ତ ସଂପର୍କୀୟ ଦୁଇ ଭାଇ ବୋଲି ଜଣାପଡ଼ିଛି । ସାଗର ସାହୁ…

ପ୍ୟାରିସ୍‌ ଗସ୍ତ ବେଳେ ସୁଶାନ୍ତ ରୁମ୍‌ରୁ ବାହାରିନଥିଲେ ବୋଲି କହୁଥିଲେ ରିୟା, ମାତ୍ର ସାମ୍ନାକୁ ଆସିଲା…

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗୁରୁବାର ଦିନ ଟିଭିରେ ପ୍ରଥମ ଥର ପାଇଁ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ଇଣ୍ଟରଭ୍ୟୁରେ ରିୟା କହିଥିଲେ ଯେ ଗତ ବର୍ଷ ୟୁରୋପ ଟ୍ରିପ୍‌ ବେଳେ ପ୍ୟାରିସ୍‌ରେ ଥିବା ବେଳେ ସୁଶାନ୍ତ ନିଜ ରୁମ୍‌ରୁ ବାହାରକୁ ବାହାରି ନଥିଲେ। ମାତ୍ର ଇଣ୍ଟରନେଟ୍‌ରେ ଏବେ ଏକ ଭିଡିଓ…

ସରକାରଙ୍କ ନିର୍ଦ୍ଦେଶକୁ ସିରିୟସ୍‌ ଭାବେ ନେଇଗଲେ ଏହି ଯୁବକ, ଶେଷରେ ଗଛ ଶୀର୍ଷରେ ବସି ଖାଇଲେ ସାଣ୍ଡଓ୍ଵିଚ

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ୍ସ ଜାରି କରାଯାଇଛି। ଯେ ପର୍ଯ୍ୟନ୍ତ ଭ୍ୟାକସିନ ନ ଆସିଛି ସେପର୍ଯ୍ୟନ୍ତ ବାହାରକୁ ବାହାରିଲେରେ ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ…