Browsing Tag

VIRAT KOHLI

WTC ଫାଇନାଲ ପାଇଁ ଯଶସ୍ୱୀଙ୍କ ପ୍ରାକ୍ଟିସ ଆରମ୍ଭ, ବିରାଟଙ୍କ ଠାରୁ ନେଲେ ଟିପ୍ସ

WTC ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ୭ ଜୁନରୁ ଖେଳାଯିବ । ଏଥିପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଫାଇନାଲ ମ୍ୟାଚ୍‌ ପାଇଁ ଟିମ୍‌ରେ ଯୁବ ଖେଳାଳି ଯଶସ୍ୱୀ ଜୟସଓ୍ଵାଲଙ୍କୁ ସ୍ଥାନ ମିଳିଛି । ଯଶସ୍ୱୀ ପ୍ରଥମ ଥର ପାଇଁ ଟିମରେ ସାମିଲ…

ବିରାଟ କୋହଲିଙ୍କ ଶତକରେ ଅନୁଷ୍କା ଦେଲେ ଏମିତି ରିଆକ୍ସନ, ଭାଇରଲ ହେଉଛି ଫଟୋ

ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ବିରାଟ ଏବଂ ଫାଫ ଡୁପ୍ଲେସିସଙ୍କ ବ୍ୟାଟିଂ ଆଗରେ ହାର ମାନିଛନ୍ତି ହାଇଦ୍ରାବାଦର ବୋଲର । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍‌ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ଲେ ଅଫ ରେସରେ ଆଗୁଆ…

ମାତୃତ୍ୱ ଦିବସରେ ମା’ ଏବଂ ଅନୁଷ୍କା ଏବଂ ଝିଅକୁ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି, ସେୟାର କଲେ ପୋଷ୍ଟ

ଆଜି ସମଗ୍ର ଦେଶରେ ମାତୃତ୍ୱ ଦିବସ ପାଳନ ହେଉଛି । ଏହି ଅବସରରେ ବିରାଟ କୋହଲି ନିଜ ମା’ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ବିରାଟ ନିଜ ମା’ ସହିତ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ଟ୍ଵିଟରରେ ସେୟାର କରିଛନ୍ତି । ବିରାଟ ନିଜ ମା’ଙ୍କ ସହିତ ଅନୁଷ୍କା ଶର୍ମା ଫଟୋ ସେୟାର କରିଛନ୍ତି…

ବିରାଟ ବଦଳି ଅନୁଷ୍କାଙ୍କୁ ସାର କହିଦେଲେ ଫଟୋଗ୍ରାଫର, ବିରାଟ କହିଲେ ‘ମୋତେ ମ୍ୟାମ୍‌ ବୋଲି ଡାକିଦିଅ’

ଅନୁଷ୍କା ଶର୍ମାଙ୍କୁ ସାର୍‌ ବୋଲି ସମ୍ବୋଧନ କଲେ ଫଟୋଗ୍ରାଫର । ଯାହାପରେ ବିରାଟ ମଜାକିଆ ଅନ୍ଦାଜରେ କହିଥିଲେ, ମୋତେ ଏବେ ମ୍ୟାମ୍ ବୋଲି ଡାକିଦିଅ। ବିରାଟ କୋହଲି ନିଜ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମୁମ୍ବାଇ ରେଷ୍ଟୁରାଣ୍ଟକୁ ନିମନ୍ତ୍ରଣ କରିଥିଲେ । ଏହି ସମୟରେ ଅନୁଷ୍କା ମଧ୍ୟ…

ପୁଣି ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି, ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ଦୁହେଁ ପରସ୍ପରକୁ ଆଲିଙ୍ଗନ…

ପ୍ରଥମେ କରମର୍ଦ୍ଦନ କରିନଥିଲେ ଏବେ ପରସ୍ପରକୁ ଆଲିଙ୍ଗନ କରି ଚର୍ଚ୍ଚାରେ ବିରାଟ କୋହଲି ଏବଂ ସୌରଭ ଗାଙ୍ଗୁଲି । ବାଙ୍ଗାଲୋର ଏକ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୧୫ ଏପ୍ରିଲକୁ ହାଇଭୋଲଟେଜ ଆଇପିଏଲ୍‌ ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ।…

ବିରାଟ କୋହଲିଙ୍କୁ ଟାର୍ଗେଟ କଲେ ନବୀନ ଉଲ୍‌ ହକ୍‌, ଇନଷ୍ଟାରେ ପୋଷ୍ଟ କରିବା ପରେ ଗମ୍ଭୀର ଦେଲେ ପ୍ରତିକ୍ରିୟା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ ମଧ୍ୟରେ ହୋଇଥିବା ମ୍ୟାଚରେ ଦେଖିବାକୁ ମିଳିଥିଲା ଜୋରଦାର ହଙ୍ଗାମା । ଏହି ମ୍ୟାଚରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଝଗଡା ଥମିନଥିବା ବେଳେ ନବୀନ ଉଲ ହକ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେଦିନ ନବୀନ…

ଗମ୍ଭୀରଙ୍କ ସହିତ ଝଗଡା ପରେ ବିସିସିଆଇକୁ ଚିଠି ଲେଖିଲେ ବିରାଟ କୋହଲି, କହିଲେ‘ମୋର କୌଣସି ଭୁଲ୍‌ ନଥିଲା’

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଝଗଡା ପରେ ବିସିସିଆଇକୁ ଚିଠି ଲେଖିଲେ କୋହଲି । ଝଗଡା ହେବାର ୫ ଦିନ ପରେ କୋହଲି ବିସିସିଆଇକୁ ଚିଠି ଲେଖି କହିଛନ୍ତି, ତାଙ୍କର କୌଣସି ଭୁଲ ନାହିଁ । ଏହି ଭୁଲ୍‌ ଯୋଗୁଁ ବିରାଟଙ୍କର ୧ କୋଟି ୭ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଏହି…

ବିରାଟଙ୍କ ସହିତ ଝଗଡା କରିବା ପରେ ପୁଣି ରାଗରେ ଟ୍ଵିଟ୍‌ କଲେ ଗମ୍ଭୀର

ଆଇପିଏଲ୍‌ରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ଝଗଡାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଏହି ଘଟଣାକୁ ନେଇ ଦୁଇଦିନ ବିତିଯାଇଥିଲେ ମଧ୍ୟ ଗମ୍ଭୀରଙ୍କ ରାଗ ଶାନ୍ତ ହୋଇନାହିଁ । ଗମ୍ଭୀର ଟ୍ଵିଟ୍‌ କରି ପୁଣିଥରେ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି କରିଛି । ଗମ୍ଭୀର ଟ୍ଵିଟ କରି ଲେଖିଛନ୍ତି,…

କୋହଲି-ଗମ୍ଭୀର ମୁହାଁମୁହିଁ ଘଟଣା, ଉଭୟଙ୍କର କଟିଲା ୧୦୦ ପ୍ରତିଶତ ମ୍ୟାଚ୍‌ ଫି

ପୁଣିଥରେ ପଡିଆରେ ମୁହାଁମୁହିଁ ହୋଇଛନ୍ତି ବିରାଟ କୋହଲି ଏବଂ ଗୌତମ ଗମ୍ଭୀର । ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ଉଭୟ ଜୋରଦାର ଯୁକ୍ତିତର୍କ କରିଥିଲେ । ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜିଆଣ୍ଟସର…

ଖେଳ ମଝିରେ ପତ୍ନୀଙ୍କୁ ଦେଖି ପଡିଆରୁ ଫ୍ଲାଇଂ କିସ୍‌ କଲେ ବିରାଟ କୋହଲି, ଲାଜେଇ ଗଲେ ପତ୍ନୀ ଅନୁଷ୍କା : ଫଟୋ ଭାଇରଲ

ଆଇପିଏଲ୍‌ ୨୦୨୩ରେ ଗତକାଲି ମ୍ୟାଚରେ ଆରସିବି ସହିତ ରାଜସ୍ଥାନ ରୟାଲ୍ସର ମ୍ୟାଚରେ ଦେଖିବାକୁ ମିଳିଛି ବିରାଟ କୋହଲିଙ୍କ କିସ୍‌ । ଷ୍ଟାଡିୟମ ଷ୍ଟାଣ୍ଡରେ ବସିଥିବା ପତ୍ନୀ ଅନୁଷ୍କାଙ୍କୁ ସମସ୍ତଙ୍କ ସାମ୍ନାରେ କିସ୍‌ କରିଥିବା ଦେଖିବାକୁ ମିଳିଛନ୍ତି । ଆଉ ପତି ବିରାଟଙ୍କ ଠାରୁ କିସ୍‌ ମିଳିବା…

ଝିଅ ଭାମିକାଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ କ୍ଷମା କଲେ ବିରାଟ ଓ ଅନୁଷ୍କା, ବମ୍ବେ ହାଇକୋର୍ଟ ରଦ୍ଦ କଲେ FIR

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଇଞ୍ଜିନିୟରଙ୍କ ବିରୋଧରେ ଏଫ୍ଆଇଆର୍ ଖାରଜ ହୋଇଛି। ବମ୍ବେ ହାଇକୋର୍ଟଙ୍କ ଜଷ୍ଟିସ୍ ଗଡକରୀ ଏବଂ ଜଷ୍ଟିସ୍ ପିଡି ନାୟକଙ୍କ ବେଞ୍ଚ ସୋମବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାରେ ଅଭିଯୋଗକାରୀ କୋର୍ଟରେ ଏକ ସହମତି…

ଦୀର୍ଘ ୩ ବର୍ଷ ପରେ ଫ୍ୟାନ୍ସଙ୍କୁ ଖୁସି କରିଦେଲେ ବିରାଟ, ଟେଷ୍ଟ କ୍ରିକେଟରେ ମାରିଲେ ୨୮ ତମ ଶତକ

ଅହମଦାବାଦ ଟେଷ୍ଟରେ ଶତକ ମାରିଛନ୍ତି ବିରାଟ କୋହଲି । ଟେଷ୍ଟ ମ୍ୟାଚରେ ୨୮ତମ ଶତକ ହାସଲ କରିଛନ୍ତି ବିରାଟ । ୩ ବର୍ଷ ପରେ ବିରାଟ ଶତକ ମାରିଛନ୍ତି । ୨୦୧୯ ମସିହା ପରେ କୋହଲିଙ୍କର ଏହା ପ୍ରଥମ ଟେଷ୍ଟ ଶତକ । ଦଳର ଷ୍ଟାର ଓପନର ବିରାଟ ଶୁଭମନ ଗିଲଙ୍କ ପରେ ଏକ ଐତିହାସକ ଶତକ ହାସଲ କରିଛନ୍ତି…