ଆଧାର କାର୍ଡ ସହିତ ଲିଙ୍କ ହେବ ଭୋଟର ପରିଚୟପତ୍ର, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ନିଆଯିବ ପଦକ୍ଷେପ
ନୂଆଦିଲ୍ଲୀ : ଆଧାର କାର୍ଡ ସହିତ ଲିଙ୍କ ହେବ ଭୋଟର ପରିଚୟପତ୍ର। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଓ ପ୍ରଚଳିତ ନିୟମ ଅନୁଯାୟୀ ଏ ଦିଗରେ ପଦକ୍ଷେପ ନିଆଯିବ । ଏଥିପାଇଁ ଆଧାର କର୍ତ୍ତୃପକ୍ଷ ଓ ବିଶେଷଜ୍ଞଙ୍କ ମଧ୍ୟରେ ଶୀଘ୍ର ଆଲୋଚନା ଆରମ୍ଭ ହେବ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଆଜି…