Browsing Tag

voting

ବିଧାନସଭା ନିର୍ବାଚନ ପାଇଁ ତେଲଙ୍ଗାନାରେ ଆରମ୍ଭ ଭୋଟିଂ: ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ତେଲଙ୍ଗାନା: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଶେଷ ଚରଣରେ ତେଲଙ୍ଗାନାରେ ଆରମ୍ଭ ହୋଇଛି ଭୋଟିଂ । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଜମିଛି । ୧୧୯ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୨ ହଜାର ୨୯୦ ପ୍ରତିଯୋଗୀ। ପ୍ରାର୍ଥୀ ବାଛିବେ ୩ କୋଟିରୁ ଅଧିକ ମତଦାତା। ଯାହା ମଧ୍ୟରେ…

ଭୋଟ୍‌ ଦେଇ ଆସିଲେ ମାଗଣାରେ ଖାଇବେ ଚୁଡା ଉପମା ଓ ଜିଲାପି, ଇନ୍ଦୋରରେ ନିଆରା ପଦକ୍ଷେପ ନେଲେ ଦୋକାନୀ

ମଧ୍ୟ ପ୍ରଦେଶର ନିର୍ବାଚନୀ ରଣ ଆରମ୍ଭ ହୋଇଛି। ରାଜ୍ୟରେ ନଭେମ୍ବର ୧୭ରେ ମତଦାନ ଅନୁଷ୍ଠିତ ହେବ। ସମସ୍ତ ବୁଥରେ ଶତପ୍ରତିଶତ ଭୋଟ୍ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଚେଷ୍ଟା ଚଳାଇଛନ୍ତି। ଏହି କ୍ରମରେ ଦେଶର ସବୁଠାରୁ ସଫାସୁତରା ସହର ଇନ୍ଦୋରରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନିଆରା…

ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ, ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ : ଆଜି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ । ମୈଦାନରେ ଅଛନ୍ତି ୮୩୩ ପ୍ରାର୍ଥୀ । ୨ କୋଟି ୫୪ ଲକ୍ଷ ଭୋଟର ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କ ଭାଗ୍ୟ ନିର୍ଣ୍ଣୟ…

ଆଜି ସରିବ ପଞ୍ଚାୟତ ଭୋଟ୍‌, ୨୫ ଜିଲ୍ଲାର ୪୮ଟି  ବ୍ଲକରେ ଭୋଟର କରିବେ ମତଦାନ

କେନ୍ୟୁଜ୍(ବ୍ୟୁରୋ):  ଆଜି ସରିବ ପଞ୍ଚାୟତ ଭୋଟ୍‌। ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ। ୨୫ ଜିଲ୍ଲାର ୪୮ଟି  ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ମତଦାନ। ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେଉଛନ୍‌ନ୍ତି ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ…

ଆସନ୍ତାକାଲି ୪୯ଟି ବୁଥରେ ହେବ ସାନି ମତଦାନ, ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟିଂ

କେନ୍ୟୁଜ: ପଞ୍ଚାୟତ ନିର୍ବାଚନରେ ହିଂସା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ହେବ ସାନି ମତଦାନ। ଆସନ୍ତାକାଲି ୪୯ଟି ବୁଥରେ ହେବ ମତଦାନ। ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୧୬ତାରିଖରେ ପ୍ରଥମ ପର୍ଯ୍ୟାୟରେ ହିଂସା ବାଧାପ୍ରାପ୍ତ ୨୫ଟି ବୁଥ ଓ ୧୮ତାରିଖରେ ଦ୍ୱିତୀୟ…

ଉତ୍ତରପ୍ରଦେଶର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ : ୫୮ ଆସନ ପାଇଁ ଭୋଟିଂ; ୬୨୩ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ : ଆଜିଠୁ ଉତ୍ତର ପ୍ରଦେଶ ମହାସଂଗ୍ରାମ । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲାର ୫୮ ସିଟ୍‌ ପାଇଁ ଚାଲିଛି ମତଦାନ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ୧୧ ଜିଲ୍ଲା ସାମ୍‌ଲି, ହାପୁର, ଗୌତମ ବୁଦ୍ଧ…

ଏଥର ପଞ୍ଚାୟତ ନିର୍ବାଚନରେ ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି: ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍): ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି। ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ବୁଥ୍‌ରେ ନୁହେଁ ବରଂ ବ୍ଲକ କାର୍ଯ୍ୟାଳୟରେ କରାଯିବ। ଏ ସଂକ୍ରାନ୍ତରେ ଆଇନରେ ସଂଶୋଧନ ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା…

କମଲ ହାସନ ନିଜ ଦୁଇ ଝିଅଙ୍କ ସହ ମିଶି ଦେଲେ ଭୋଟ୍‌, ଶ୍ରୁତି-ଅକ୍ଷରା ଶେୟାର କଲେ ଫଟୋ

ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଅଲଗା ଅଲଗା ପର୍ଯ୍ୟାୟରେ ଭୋଟିଂ ଆରମ୍ଭ ହୋଇଯାଇଛି। ତାମିଲନାଡ଼ୁରେ ମଧ୍ୟ ଭୋଟିଂ ଜାରି ରହିଛି। ଏମ୍‌ଏନ୍‌ଏମ୍‌ ନେତା ତଥା ଅଭିନେତା କମଲ ହାସନଙ୍କ ପାର୍ଟି ମକ୍କଲ ନିଧି ମାଇମ୍‌(MNM) କୋୟମ୍ବଟୁର ଦକ୍ଷିଣରୁ ନିର୍ବାଚନ ଲଢ଼ୁଛି। କମଲ ହାସନ ନିଜର ଦୁଇ…

ପୁଣି ଫେରିପାରେ ବାଲଟ ପେପର ମତଦାନ ବ୍ୟବସ୍ଥା, ଯୋଜନା କରୁଛନ୍ତି ଏହି ରାଜ୍ୟର ସରକାର

କେନ୍ୟୁଜ୍(ବ୍ୟୁରୋ):   ମହାରାଷ୍ଟ୍ରରେ ପୁଣି ଫେରିପାରେ ବାଲଟ ପେପର ମତଦାନ ବ୍ୟବସ୍ଥା । ନିର୍ବାଚନରେ ବାଲଟ ପେପର ବ୍ୟବସ୍ଥା ପୁନଃ ପ୍ରଚଳନ ପାଇଁ ମହାରାଷ୍ଟ୍ର ସରକାର ଯୋଜନା କରୁଛନ୍ତି । ମାର୍ଚ୍ଚରେ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନରେ ଏ ସଂକ୍ରାନ୍ତରେ ବିଲ୍‌ ଆସିବାର ବହୁ…

ନଭେମ୍ବର ୩ରେ ଉପନିର୍ବାଚନ: ୨ଟି ବିଧାନସଭା ଆସନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ୨ଟି ବିଧାନସଭାର ଉପନିର୍ବାଚନ ପାଇଁ ତାରିଖ ଘୋଷଣା। ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ମତଦାନ ହେବ। ଅକ୍ଟୋବର ୯ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି ଅକ୍ଟୋବର ୧୬ ତାରିଖ। ଅକ୍ଟୋବର ୧୯…