Browsing Tag

who

ଅନ୍ତର୍ଜାତୀୟ ଯୋଗ ଦିବସ: କେଉଁ ବୟସର ଲୋକଙ୍କୁ କେତିକି କରିବା ଦରକାର ବ୍ୟାୟାମ, WHO ଦେଲା ଉଚିତ ପରାମର୍ଶ

ଦେଶରେ କରୋନା ମହାମାରୀକୁ ରୋକିବା ପାଇଁ ଭ୍ୟାକ୍ସିନକୁ ସବୁଠାରୁ ବଡ଼ ଅସ୍ତ୍ର ବୋଲି କୁହାଯାଉଛି। ଏଥିସହିତ ଲୋକଙ୍କୁ ସବୁବେଳେ ଫିଟ୍‌ ତଥା ସୁସ୍ଥ ରହିବାକୁ ପରାମର୍ଶ ଦିଆଯାଉଛି, ଯେପରି ସେମାନେ ମଜଭୁତ ହୋଇ ଏହି ମହାମାରୀକୁ ମୁକାବିଲା କରିପାରିବେ। ନିୟମିତ ବ୍ୟାୟାମ ଜରିଆରେ ଆମେ ଆମ…

ଚୀନର ୨ୟ କରୋନା ଭ୍ୟାକସିନର ବ୍ୟବହାର ପାଇଁ  WHO ପକ୍ଷରୁ ମିଳିଲା ଅନୁମତି

କରୋନା ଭାଇରସ ସଂକ୍ରମଣକୁ କମ କରିବା ପାଇଁ ସାରା ଦୁନିଆରେ ଭ୍ୟାକସିନ ଅଭିଯାନ ଚାଲିଛି । ମହାମାରୀ ଆରମ୍ଭ ହେବାର କିଛି ମାସ ପରେ ମେଡିକାଲ ରିସର୍ଚ୍ଚ କମ୍ପାନୀ ଔଷଧ ବାହାର କରିବାରେ ଲାଗି ପଡିଥିଲେ । ଏହି ସମୟ ମଧ୍ୟରେ ଅନେକ କମ୍ପାନୀ ଭ୍ୟାକସିନ ବାହାର କରି  ବ୍ୟବହାର ପାଇଁ ନିଷ୍ପତି…

ଲମ୍ବା ସମୟ ଧରି କାମ କରିବା ଶରୀର ପାଇଁ ହୋଇଥାଏ ବେଶ କ୍ଷତିକାରକ, ରିପୋର୍ଟରୁ ପ୍ରକାଶ

ଅଧିକ ସମୟ ଧରି କାମ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଏକ ତାଜା ରିପୋର୍ଟ ସାମ୍ନାକୁ ଆସିଛି । କରୋନା କାଳରେ ଏହି ରିପୋର୍ଟ ବିଷୟରେ ଜାଣିବା ମଧ୍ୟ ଖୁବ ଜରୁରୀ ହୋଇପଡିଛି । ଘରେ କାମ କରୁଥିବା କାରଣରୁ କାମ ସମୟରେ ଲୋକଙ୍କ…

ଭାରତରେ କାହିଁକି ହେଲା କରୋନା ବିସ୍ଫୋରଣ? WHOର ଟପ ବୈଜ୍ଞାନିକ ଜଣାଇଲେ ଅସଲି କାରଣ

ଭାରତରେ କରୋନାର କରାଳ ରୂପ ଦେଖିବାକୁ ମିଳିଛି। ଦେଶରେ ଏହି ମହାମାରୀର ଏମିତି ବିସ୍ଫୋରଣ ହୋଇଛି ଯେ ଦୈନିକ ୪ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି ଏବଂ ପାଖାପାଖି ୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଉଛି। ତେବେ ଭାଇରସର ଏହି ଦ୍ରୁତ ବୃଦ୍ଧି ପଛରେ ଅନେକ କାରଣ ରହିଛି। ସେଥି ମଧ୍ୟରୁ କେତେକ…

ଚୀନ୍‌ରୁ ହିଁ ଜନ୍ମିଛି କରୋନା, ବୁହାନ୍‌ ସହରରୁ ସଂକ୍ରମଣ ବ୍ୟାପିଥିବା ସଙ୍କେତ ପାଇଲା ଡବ୍ଲ୍ୟୁଏଚ୍‌ଓ

ଚୀନ୍‌ର ବୁହାନ୍‌ ସହରରୁ କରୋନା ବ୍ୟାପିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏଯାଏଁ କୌଣସି ଠୋସ୍‌ ପ୍ରମାଣ ମିଳିନଥିଲେ ମଧ୍ୟ କିଛି କିଛି ସଙ୍କେତ ମିଳିଛି। ଏନେଇ ଆମେରିକାର ଏକ ମିଡିଆ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ମୁତାବକ ଡବ୍ଲ୍ୟୁଏଚ୍‌ଓର ତଦନ୍ତକାରୀ ଟିମ୍‌…

ଭ୍ୟାକ୍ସିନ୍‌ ବିତରଣ ପଲିସିରେ ଅସମାନତାକୁ ନେଇ କ୍ଷୁବ୍ଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ, କହିଲେ କିଛି ଏପରି

କେନ୍ଯୁଜ୍: ଭ୍ୟାକ୍ସିନ୍‌ ବିତରଣ ପଲିସିରେ ଅସମାନତାକୁ ନେଇ କ୍ଷୁବ୍ଧ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ । ସେ କହିଛନ୍ତି, ଏଥିପାଇଁ ବିଶ୍ୱ ନୈତିକ ବିଫଳତାର ସମ୍ମୁଖୀନ ହେଉଛି । ଗରିବ ରାଜ୍ୟର ଅସୁରକ୍ଷିତ ଲୋକଙ୍କ ପୂର୍ବରୁ ଧନୀ ରାଷ୍ଟ୍ରର ଲୋକଙ୍କୁ ଟିକା ଦେବା ଠିକ୍‌ ନୁହଁ । WHO ମୁଖ୍ୟ…

କରୋନା ଭାଇରସକୁ ନେଇ WHO ଲଞ୍ଚ କଲା ନୂଆ ଆପ୍, ମିଳିବ ମହାମାରୀ ଜନିତ ସମସ୍ତ ତଥ୍ଯ ସହିତ ପରାମର୍ଶ

କରୋନା ଭାଇରସରୁ ବଞ୍ଚିବା ପାଇଁ ଦେଶରେ ଆରୋଗ୍ଯ ସେତୁ ଆପ୍ ଲଞ୍ଚ ହୋଇଥିଲା। ଏବେ ଏହି ମହାମାରୀରୁ ବଞ୍ଚିବା ପାଇଁ ସେଫ୍ଟି ଆଡଭାଇସ କରୋନା ସହିତ ଜଡିତ ତଥ୍ଯ ଏବଂ ସଚେତନତା କରିବା ପାଇଁ ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ଅର୍ଥାତ୍ WHO ଏକ ନୂଆ ଆପ୍ ଲଞ୍ଚ କରିଛି। ଯାହାର ନାମ WHO COVID-19 UPDATES…

WHO ଡିଜି ଟେଡ୍ରୋସ୍‌ ଆଡାନୋମ୍‌ ଗେବ୍ରେଏସସଙ୍କୁ କରୋନା

କେନ୍ଯୁଜ୍: ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ WHO ଡିଜି ଟେଡ୍ରୋସ୍‌ ଆଡାନୋମ୍‌ ଗେବ୍ରେଏସସ୍‌ । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ନିଜକୁ ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି, ତାଙ୍କର କୌଣସି ଲକ୍ଷଣ ନଥିବା କହିଛନ୍ତି । WHO ପ୍ରୋଟୋକଲ ଅନୁଯାୟୀ ଏବେ ସେ…

ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବ କୋଭିଡ-୧୯ ଟିକା: WHO

ଜେନେଭା, ସ୍ୱିଜରଲ୍ୟାଣ୍ଡ: ଚଳିତ ବର୍ଷ ଶେଷ ସୁଦ୍ଧା କୋଭିଡ-୧୯ ବିରୋଧରେ ଏକ ଟିକା ପ୍ରସ୍ତୁତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ପ୍ରମୁଖ ଗତକାଲି କହିଛନ୍ତି। ମହାମାରୀ ଉପରେ ଏହାର କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକର ସମାପ୍ତିରେ WHO ମହାନିର୍ଦ୍ଦେଶକ ଟେଡ୍ରୋସ୍…

କରୋନାର ରାମବାଣ ଅସମ୍ଭବ: WHOର ସତର୍କବାଣୀ ଆଶା ମଧ୍ୟରେ ସୃଷ୍ଟି କଲା ନିରାଶା

ନୂଆଦିଲ୍ଲୀ :WHOର ସତର୍କବାଣୀ । କରୋନାର ରାମବାଣ ଅସମ୍ଭବ । ଲୋକଙ୍କ ମଧ୍ୟରେ ମାସ୍କକୁ ଏକତାର ପ୍ରତୀକ କରାଯାଉ । ଭାରତ ଲମ୍ବା ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ରହିବାକୁ ହେବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶ୍ୱର ବିଭିନ୍ନ ଦେଶ କରୋନା ପ୍ରତିଷେଧକ ଟିକା ବିକଶିତ କରିବାରେ ଲାଗିଛନ୍ତି…

ଭାରତର ସବୁଠାରୁ ବିଷାକ୍ତ ଏବଂ ବିପଦପୂର୍ଣ୍ଣ ସାପ, ଯାହା ଯୋଗୁଁ କୋଡିଏ ବର୍ଷରେ ମରିଛନ୍ତି ୧୨ ଲକ୍ଷ ଲୋକ

ସାପ ନାମ ଶୁଣିଲେ ସମସ୍ତେ ଡରିଯାଆନ୍ତି। ସେ ଛୋଟ ହେଉ ଅବା ବଡ କୌଣସି ସାପକୁ ଦେଖିଲେ ଆମ ମନରେ ଭୟ ଆସିଥାଏ। ତାହା ବିଷଧର ହେଇଥାଉ କି ନୁହେଁ। କିନ୍ତୁ କ’ଣ ଆପଣ ଜାଣନ୍ତି କି ? ପ୍ରତିବର୍ଷ ସର୍ପ ଦଂଶନରେ କେତେ ଲୋକ ମୃତ୍ୟୁବରଣ କରନ୍ତି ? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭାରତରେ ଦୀର୍ଘ କୋଡିଏ…

ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ୫ ମନ୍ତ୍ର: ଏବେ ଖାଦ୍ଯ ରହିବ ବ୍ଯାକ୍ଟେରିଆ ଏବଂ ଭାଇରସ ଫ୍ରି

ପ୍ରତ୍ଯେକ ବ୍ଯକ୍ତି ନିଜ ଘରେ ଥିବା ଫ୍ରିଜ୍ ରେ ଖାଦ୍ଯ ଷ୍ଟୋର କରି ରଖିଥାନ୍ତି। ଏଥିରେ କଞ୍ଚା ପରିବା ସହ ରନ୍ଧା ଖାଦ୍ଯ ମଧ୍ଯ ରଖିଥାନ୍ତି। କିନ୍ତୁ ଏହି ଦୁଇଟି ଜିନିଷ ଫ୍ରିଜ୍ ରେ ରଖିବା ସମୟରେ ଯଦି ଅଜାଣତରେ କିଛି ଭୁଲ୍ କରିଦିଅନ୍ତି ତେବେ ଏହି ଖାଦ୍ଯ ଦୂଷିତ ହୋଇଯାଇଥାଏ। ଏଭଳି ସମସ୍ଯାରୁ…